ଆଜିର ରାଶିଫଳ
ଅକ୍ଟୋବରମାସ ୨୪ତାରିଖ ୨୦୨୫ମସିହା (ଶୁକ୍ରବାର)କାର୍ତ୍ତିକମାସ- ଶୁକ୍ଳ,ତିଥି- ତୃତୀୟା ରାତ୍ରି ଘ୦୧/୦୭ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫ /୪୮/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/ ୩୫,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୧/୦୭ ଗତେ ନୈରୁତକୋଣେ, ବିଛା,ଧନୁ ଓ ମୀନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୩୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/ ୩୫ ମଧ୍ୟେ ଓ ଘ୦୭/୨୩ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୧୧ଗତେ ଘ ୦୩/୨୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ପୋଇଭକ୍ଷଣ ନିଷେଧ। ମେଷ-ଆଜିର ପାରିବାରିକ ଜୀବନରେ ଉତ୍ଥାନ […]