Browsing monthly archive

July 2026

ବିବାହ ବରଯାତ୍ରୀରେ ମାରଣାନ୍ତକ ଆକ୍ରମଣ

କଟକ,୨୨।୭(ଏସଏସନିଉଜ)ମଙ୍ଗଳବାର ରାତିରେ ଏକ ବିବାହ ବରଯାତ୍ରୀରେ ହୋଇଥିବା ମାରଣାନ୍ତକ ଆକ୍ରମଣ ଘଟଣାରେ ବାରଙ୍ଗ ଥାନା ପୋଲିସ ୩ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।ସେମାନେ ହେଲେ ବିଦ୍ୟାଧରପୁର ଗ୍ରାମର ବିଜୟ ବେହେରା (୫୬)ଜଗୁ ଓରଫ ଜଗନ ବେହେରା (୧୯) ଏବଂ ବିଶ୍ୱଜିତ ବେହେରା ଓରଫ ବଣ୍ଟି (୨୬)। ପ୍ରକାଶ ଯେ,ବାରଙ୍ଗ ଥାନା ଅଧୀନସ୍ଥ ବିଦ୍ୟାଧରପୁର ଗ୍ରାମରେ ମଙ୍ଗଳବାର ରାତିରେ ଗ୍ରାମକୁ ଆସିଥିବା ଏକ ବିବାହ ବରଯାତ୍ରୀରେ ଠେଲାପେଲାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।ଏଥିରେ ମହିମା ରାଉତ […]

କିଟ- ଦାରୁଠେଙ୍ଗ ରାସ୍ତାରେ ୫ଫୁଟର ପାଣି

ଭୁବନେଶ୍ୱର,୨୨।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ଶେଷ ମୁଣ୍ଡରେ କୀଟକୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ଫୁଟ ଉଚ୍ଚର ପାଣି ଚାଲିବାରୁ ଏହି ରାସ୍ତା ଦେଇ ଯାତାୟାତ ଠପ୍ ହୋଇଯାଇଛି।ମଙ୍ଗଳବାର ଠାରୁ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ବର୍ଷା ଜଳ ପ୍ରବାହିତ ଠିକ୍ ଭବେ ହୋଇନପାରିବାରୁ ଦାରୁଠେଙ୍ଗ କୀଟ ରାସ୍ତା ଉପରେ ୫ ଫୁଟ ଉଚ୍ଚରେ ପାଣି ଚାଲିଛି।ଗୋଟେପଟେ ଏହି ରାସ୍ତାଦେଇ ଯାତାୟତ ଠପ ହୋଇଯାଇଛି ଓ ଅନ୍ୟପଟେ ଏହି ରାସ୍ତା କଡରେ ଗଢି ଉଠିଥିବା ପାରାଡାଇଜି ନଗରଟି […]

ଜାମୁଝରି ମୁକ୍ତାକାଶରେ ବଢ଼ିଲେ କଏଦୀ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ଛତାବର ଗ୍ରାମପଞ୍ଚାୟତର ଜାମୁଝରି ଠାରେ ଥିବା ମୁକ୍ତାକାଶ କାରାଶ୍ରମ ପରିସରରେ ଏବେ କଏଦି ସଂଖ୍ୟା ବୃଦ୍ଧି ଘଟି ୪୦ରେ ପହଞ୍ଚିଛି।ପୂର୍ବରୁ ଏହି କାରାଶ୍ରମରେ ୧୯ଜଣ କଏଦୀ ରହୁଥିଲେ।ଗତ ସପ୍ତାହରେ ରାଜ୍ୟର ବିଭିନ୍ନ ଜେଲ୍ ରୁ ନୂତନ ରୂପେ ୨୧ଜଣ କଏଦୀ ଏଠାରେ ଆସି ପହଞ୍ଚିବାପରେ ସଂଖ୍ୟା ବୃଦ୍ଧି ଘଟିଛି। ୨୦୦୩ମସିହାରେ ଆରମ୍ଭ ହୋଇଥିବା ଏହି ମୂକ୍ତାକାଶ କାରାଶ୍ରମକୁ ପୂର୍ବରୁ ନୟାଗଡ଼ ଅଞ୍ଚଳର କେତେକ ଡ଼କାୟତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟାୟକଙ୍କ ନିକଟରେ ଆତ୍ମସମର୍ପଣ କରି ଏହି ନିର୍ମାଣାଧୀନ […]

ଆଜିର ରାଶିଫଳ

ଜୁଲାଇ ମାସ ୨୩ ତାରିଖ ୨୦୨୬ ମସିହା (ଗୁରୁବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ୦୬/୩୦ ଗତେ ଦଶମୀ,ନକ୍ଷତ୍ର- ବିଶାଖା ରାତ୍ରି ଘ୦୨/୦୫ ଗତେ ଅନୁରାଧା, ସୁର୍ୟୋଦୟ- ପ୍ରାତଃ ଘ୦୫/୨୩/ ୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/ ୨୦,ଯୋଗିନୀ ପୂର୍ବେ ଦିବା ଘ୦୬/୩୦ ଗତେ ଉତ୍ତରେ,ତୁଳା ଓ କୁମ୍ଭରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୩/୦୫ ମଧ୍ୟେ ଏକପାଦ ପୁଷ୍କର ଦୋଷ, କାଳବେଳା ଓ ବାରବେଳା- ଦିବା ଘ୦୩/୦୭ ଗତେ ଘ୦୬/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୩୮ ଗତେ ଘ୦୪/୦୦ […]

ରାସ୍ତାରେ ପଡ଼ିଲା ବିରାଟ ଗଛ

ବାରଙ୍ଗ, ୨୧|୦୭ (ଏସଏସନିଉଜ) ବାରଙ୍ଗ ବ୍ଲକ ମୁଣ୍ଡୁଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ସାମ୍ନା ମୁଖ୍ୟ ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକ ବିରାଟ ଗଛ ଉପୁଡି ପଡିଥିଲା। ଫଳରେ ଉକ୍ତ ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଥିଲା।ଏ ନେଇ ସ୍ଥାନୀୟ ଲୋକେ ବାରଙ୍ଗ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ପ୍ରକାଶ ପାତ୍ରଙ୍କ ନେତୃତ୍ବରେ ଅଗ୍ନିଶମ ବାହିନୀର ଏକ […]

ଆଜିର ରାଶିଫଳ

୨୨-୭-୨୦୨୬(ବୁଧବାର)ଅଦ୍ଯ କର୍କଟଦି୫ନ,ଆଷାଢ଼ଶୁକ୍ଳ ଅଷ୍ଟମୀ ଦ୫୮।୦ରାଘ୪।୩୪,ଚିତ୍ରା ଦ୩୮।୪୫ରାଘ୮।୫୨,କନ୍ୟା ଚନ୍ଦ୍ର ଦ୬।୩୦ଦିଘ୭ ।୫୮।ଭାରତୀୟ ସାଧାରଣସମୟ ଅନୁସାରେ(I.S.T)କର୍କଟଦ୦/୩୫/ ୨୦ ଇଂଘ ୫/୨୧/୫୦ଗତେ ଉଦୟ।ମକର ଦ୦/୩୯ /୪୦ଇଂଘ ୬/୨୪/୩୬ଗତେ ଅସ୍ତ ।ଯୋଗିନୀ ଐଶାନ୍ୟେ । ରାତ୍ରି ଘ୪।୩୪ ଗତେ ପୂର୍ବେ,ଯାତ୍ରାଦି ଶୁଭକର୍ମ ନାସ୍ତି । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି,ବୃଷ ରାଶିର ଘାତଚନ୍ଦ୍ର ।ମକରରାଶିର ଘାତବାର,ରାତ୍ରି ଘ୮।୫୨ଗତେ ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘାଉତ୍ତରଫାଃ ଚିତ୍ରା ଏନକ୍ଷତ୍ରମାନଙ୍କର ତାରାଶୁଦ୍ଧି,ଦିବା […]

ଆଜିର ରାଶିଫଳ

ଜୁଲାଇମାସ ୨୧ତାରିଖ ୨୦୨୬ମସିହା(ମଙ୍ଗଳବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ରାତ୍ରିଘ୦୪/୩୫ଗତେ ନବମୀ,ନକ୍ଷତ୍ର-ଚିତ୍ରା ରାତ୍ରିଘ୦୮/୫୩ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୫/୨୨/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୫/୩୦,ଯୋଗିନୀ ଐଶ।ନ୍ୟେ ରାତ୍ରିଘ୦୪/୩୫ଗତେ ପୂର୍ବେ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବାଘ୦୧/୩୦ଗତେ ଘ୦୩/୧୦ ମଧ୍ୟେ,ବାରବେଳା-ଦିବା ଘ୦୭/୦୦ଗତେ ଘ୦୮/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୧ଗତେ ଘ୧୦/୧୦ମଧ୍ୟେ ଓ ଘ୧୨/୩୫ ଗତେ ଘ୦୨/୧୦ମଧ୍ୟେ ଓ ରାତ୍ରି ଘ୦୭/୧୩ଗତେ ଘ୦୯/୩୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ। ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବନାହିଁ।କର୍ମକ୍ଷେତ୍ରରେ ଅବହେଳିତକାର୍ଯ୍ୟ ସକାଶେ ଅନୁତାପକରିବେ।ପ୍ରତ୍ୟେକକ୍ଷେତ୍ରରେ ଧୈର୍ଯ୍ୟହରା ନହୋଇ କାର୍ଯ୍ୟ କଲେ […]

ଆଜିର ରାଶିଫଳ

ଜୁଲାଇମାସ ୧୯ତାରିଖ ୨୦୨୬ମସିହା(ରବିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ରାତ୍ରିଘ୦୨/୪୮ଗତେ ସପ୍ତମୀ,ନକ୍ଷତ୍ର-ଉତ୍ତରା ଫାଃ ସନ୍ଧ୍ୟା ଘ୦୬/୧୫ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୦୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/ ୨୫/୫୦,ଯୋଗିନୀ ପଶ୍ଚିମେ ରାତ୍ରିଘ୦୨/୪୭ଗତେ ବାୟବ୍ୟେ,ବୃଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ଓ ସନ୍ଧ୍ୟା ଘ୦୬/୧୫ଗତେ ଏକପାଦ ଓ ରାତ୍ରି ଘ୦୨/୪୭ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୧୪ଗତେ ଘ୦୧/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୧୦ଗତେ ଘ୦୯/୨୨ମଧ୍ୟେ ଓ ରାତ୍ରି ଘ୦୮/୦୦ଗତେ ଘ୦୯/୩୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ପ୍ରାତଃ ଘ୦୬/୧୦ମଧ୍ୟେ ଓ ରାତ୍ରି ଘ୦୭/୧୨ଗତେ ଘ୦୭/୫୯ମଧ୍ୟେ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ। ମେଷ:-ମନରେ ଧାର୍ମିକଭାବନା ଉଦୟ […]

ଆଜିର ରାଶିଫଳ

୨୦୨୬ ମସିହା,ଜୁଲାଇ ମାସ,୧୮ତାରିଖ,ଶନିବାର,ଋତୁ-ବର୍ଷା ଋତୁର (ପ୍ରଥମ ମାସ)🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୦/୫୦,🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୪/୩୨,ଆଷାଢ଼ମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ପଞ୍ଚମୀ ରାତ୍ରି ଘ ୩/୯ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ,ରାତ୍ରି ଘ୩/୯ମି ପରେ ପଶ୍ଚିମ ଦିଗରେ । ଶନିବାର, ଅଗନ୍ତବ୍ୟ ତିଥି,ପାପସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୧୨/୧୭ମିପରେ ମେଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-କର୍କଟ ଓ ମକର ରାଶିର […]

ଆଜିର ରାଶିଫଳ

୨୦୨୬ମସିହା,ଜୁଲାଇମାସ,୧୭ତାରିଖ,ଶୁକ୍ରବାର।ଦକ୍ଷିଣାୟନ କର୍କଟସଂକ୍ରାନ୍ତି, ଶ୍ରୀମନ୍ଦିରେଦକ୍ଷିଣାୟନ ବନ୍ଦାପନା,ଗୁର୍ବାଦିତ୍ୟ,ଅଦ୍ୟ ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା ହୋମଦାନ,କର୍କଟସଂକ୍ରାନ୍ତି ତତବିହିତ ଗ୍ରହପୂଜା ହୋମଦାନାଦି, ମାସିକ ଗଣେଶଚତୁର୍ଥୀ,ବାରିପଦାରେ ଓ ଜୟପୁରରେ ରଥଟଣା ଓ ଯାତ୍ରା ।ବିବିଧ- ହଳନିଷେଧ,ସ୍ତ୍ରୀତୈଳ ବର୍ଜ୍ଜନ।ଦିବା ଘ୯/୧ମିଠାରୁ ଦିବାଘ୧୧/୫୩ମି ପର୍ଯ୍ୟନ୍ତ ସଂକ୍ରାନ୍ତି,ସାଧାରଣପୁଣ୍ୟକାଳଃ ।ଋତୁ-ବର୍ଷା ଋତୁର (ପ୍ରଥମ ମାସ) ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୦/୨୨🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୫/୧,ଆଷାଢ଼ମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି-ତୃତୀୟା ପ୍ରାତଃ ଘ୬/୧୬ମି ପର୍ଯ୍ୟନ୍ତତଦନ୍ତେ ଚତୁର୍ଥୀ କ୍ଷୟ ରାତ୍ରିଘ୪/୧୭ମିପର୍ଯ୍ୟନ୍ତ ।ଚନ୍ଦ୍ରଶୁଦ୍ଧି-ମେଷ, ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-କର୍କଟ ଓ ମକରରାଶିର ଘାତଚନ୍ଦ୍ର ।ଘାତବାର-ବିଛା,ଧନୁ ଓ ମୀନ ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ […]