ଆଜିର ରାଶିଫଳ
୨୦୨୬ ମସିହା, ସେପ୍ଟେମ୍ବର ମାସ, ୯ ତାରିଖ, ବୁଧବାର । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ, ଅନ୍ନପ୍ରଥା, ଦ୍ବାପର ଯୁଗାଦିଶ୍ରାଦ୍ଧ, ସ୍ବାମୀ ଚିଦାନନ୍ଦଙ୍କର ପୁଣ୍ୟତିଥି, ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ାପରିକ୍ରମା ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୨୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୧/୨୪ଭାଦ୍ରବମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ତ୍ରୟୋଦଶୀ ଦିବା ଘ୧୨/୪୬ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ନକ୍ଷତ୍ର- ଅଶ୍ଳେଷା ନକ୍ଷତ୍ର ଦିବା ଘ୪/୫ମି ପର୍ଯ୍ୟନ୍ତ ତଦନ୍ତେ ମଘାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ […]