Browsing yearly archive

2026

ଉପକୂଳବର୍ତ୍ତୀ ଜିଲ୍ଲାରେ ଗରମ ସହ ଗୁଳୁଗୁଳି

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ଦୁଇଦିନ ଗରମ ସହ ଗୁଳୁଗୁଳି ଲାଗିରହିବାନେଇ ସତର୍କସୂଚନା ଜାରିକଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗକେନ୍ଦ୍ର।ବାଲେଶ୍ବର,ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ପୁରୀ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ,ଗଜପତି ଜିଲ୍ଲାପାଇଁ ସତର୍କସୂଚନା ଦିଆଯାଇଛି।ଉପକୂଳବର୍ତ୍ତୀ ଓ କିଛି ଦକ୍ଷିଣଓଡ଼ିଶା ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷା ସମ୍ଭାବନା ରହିଥିବାର କୁହାଯାଇଛି।

ଦାମଙ୍କ ପ୍ରତିମୂର୍ତ୍ତି ଭଙ୍ଗାର ତଦନ୍ତ ହେଉ:- ବିଭୂ

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂତରାଇଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଏହାର ତଦନ୍ତଦାବି କରାଯାଇଛି।ଡିଏଫ୍‌ଓଙ୍କ ସହ ମୁଁ ନିଜେ କଥାହୋଇଥିଲି,କିପରି ଭଙ୍ଗାହେଲା ଜାଣିନିବୋଲି କହିଲେ।କାହା ଚାପରେ ଭଙ୍ଗାଗଲା ତାହାର ତଦନ୍ତହୋଇ କାର୍ଯ୍ୟାନୁଷ୍ଠାନହେଉ ବୋଲି ତରାଇ କହିଛନ୍ତି।ଏରସମା ଶିଆଳିକୁ ପର୍ଯ୍ୟଟନକ୍ଷେତ୍ର କରିବାରେ ଦାମବାବୁଙ୍କ ଅବଦାନ ବହୁତ।ଏପରିଭାବେ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛିବୋଲି ସାଂସଦ ବିଭୂତରାଇ କହିଛନ୍ତି।

ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ମନା

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ପଞ୍ଜୀକରଣ ବ୍ୟବସ୍ଥାର ଅନୁପାଳନ ସୁନିଶ୍ଚିତପାଇଁ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶାରୀରିକ ଅସୁସ୍ଥତାକ୍ଷେତ୍ରରେ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ହୋଇପାରିବ।ଆଇନଗତ ଗିରଫଦାରୀକ୍ଷେତ୍ରରେ ମଧ୍ୟ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ନିବନ୍ଧନ ଅଫିସ୍‌ ଯିବାରେ ଅସମର୍ଥଙ୍କପାଇଁ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ଜରୁରୀମାମଲାକୁ ଛାଡ଼ି ଅନ୍ୟ ନିବନ୍ଧନ ପ୍ରକ୍ରିୟା ଅଫିସ୍‌ ବାହାରେ ହୋଇପାରିବନି ବୋଲି କୁହାଯାଇଛି।ଯୁକ୍ତିସଙ୍ଗତ ମାମଲା ଭିନ୍ନ ଅଫିସ୍‌ ବାହାରେ […]

ପୁଣି ଚୋରା ମୋରମର କମାଲ

କଟକ, ୨୫।୪(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ଗାଁ ମୁଣ୍ଡରେ ଥିବା ଏକ ନଳକୂପକୁ ରାତାରାତି ପୋତି ଦିଆଯାଇଥିବାର ଦେଖିବାକୁ ମିଳିଛି।ଖରାଦିନେ ପାଣିଟିକେ ପାଇବା ପାଇ ଲୋକମାନେଡହଳବିକଳ ହେଉଥିବା ବେଳେ ନଳକୂପକୁ ପୋତିଦେବା ଘଟଣାକୁ ପାଟପୁର ଗ୍ରାମବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।ଏନେଇ ଗ୍ରାମବାସୀମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ପ୍ରକାଶଯେ,ଖରାଦିନ ଆସିଲେ କୁହ୍ନେଇଁପଡାପଂଚାୟତର ପାଟପୁରଗ୍ରାମବାସୀମାନେ ପିଇବାପାଣି ପାଇ ନାହିଁନଥିବା ହଇରାଣ ହୁଅନ୍ତି।ଅଦ୍ୟାବଧି ଗ୍ରାମବାସୀଙ୍କ ଏହି ମୌଳିକସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନି।ଏବେବି ଗ୍ରାମବାସିମାନେ ପାଣି ଟିକେ ପାଇଁ ନାହିନଥିବା […]

ଆଜିର ରାଶିଫଳ

ଏପ୍ରିଲମାସ ୨୬ତାରିଖ ୨୦୨୬ମସିହା(ରବିବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ଦଶମୀ ସନ୍ଧ୍ୟା ଘ୦୬/୧୫ଗତେ ଏକାଦଶୀ,ନକ୍ଷତ୍ର-ମଘା ରାତ୍ରି ଘ୦୯/୧୪ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃଘ୦୫/୨୬/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୫୪,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୧୫ ଗତେ ଅଗ୍ନିକୋଣେ,ମକରରାଶିର ଘ।ତଚନ୍ଦ୍ର,ମେଷରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୨୨ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୧ ୪ଗତେ ଘ୦୯/୨୪ମଧ୍ୟେ ଓ ରାତ୍ରି ଘ୦୭/୪୦ଗତେ ଘ୦୯/୧୮ମଧ୍ୟେ ଓ ରାତ୍ରି ଘ୧୨/୩୦ଗତେ ଘ୦୨/୦୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୧୩ମଧ୍ୟେ ଓ ରାତ୍ରି ଘ୦୬/୫୦ଗତେ ଘ୦୭/୩୮ମଧ୍ୟେ ଓ ରାତ୍ରି ଘ୧୨/୨୦ଗତେ […]

ବ୍ରହ୍ମଣଝୋରିଲୋରୁ ୧୪୩ଟି ଓ ସୁବର୍ଣ୍ଣପୁରରୁ ୧୬ଟି ଗ୍ୟାସସିଲିଣ୍ଡର୍ ଜବତ

କଟକ,୨୫।୪(ଏସଏସନିଉଜ)ଏଲପିଜି ଗ୍ୟାସ୍ ସିଲିଣ୍ଡର୍ କଳାବଜାରୀ ରୋକାଯିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ମାନଙ୍କରେ ପ୍ରବର୍ତ୍ତନକାରୀ(ସ୍କ୍ୱାର୍ଡ)ଦଳ ସକ୍ରୀୟହୋଇ କାର୍ଯ୍ୟ କରୁଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦେଶକ୍ରମେ ଏହିଦଳ କାର୍ଯ୍ୟ କରୁଥିବା ବେଳେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସଜାଗରହି କଳାବଜାରୀ ରୋକାଯିବାପାଇଁ ତତ୍ପରତା ସହ ନିଷ୍ଠାପର ଭାବେ କାର୍ଯୟନିର୍ବାହ ପୂର୍ବକ ବିଭିନ୍ନସମୟରେ ଚଢ଼ାଉ ଜାରିରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହ ନିଜେମଧ୍ୟ ପ୍ରତ୍ୟହସମୀକ୍ଷା କରୁଛନ୍ତି।ଆଜି ବାରଙ୍ଗବ୍ଲକ ସ୍ଥିତ ବ୍ରାହ୍ମଣଝିରିଲୋ ଅଞ୍ଚଳରେ କଳାବଜାରୀ ହେଉଥିବା ସଂବନ୍ଧରେ ସୂଚନାପାଇ ଏହି […]

ଚାଲିଛି ବେଆଇନ ମୋରମ ଚୋରା ଚାଲାଣ

କଟକ,୨୪।୪(ଏସଏସନିଉଜ)ଗୋଡିସାହିଫାଣ୍ଡି ଅନ୍ତର୍ଗତ ରତାଗଡ ରେଳ ପୋଲ ନିକଟରେ ବେଆଇନଭାବେ ମୋରମବୋଝେଇ କରି ଆସୁଥିବା ହାଇୱା ଧକ୍କାରେ ଶୁକ୍ରବାର ବଢ଼ିଭୋରସମୟରେ ଜଣେ ବାଇକ୍ ଚଳକଙ୍କ ଜୀବନ ଯାଇଛି।ମୃତଯୁବକ ହେଉଛନ୍ତି ଆଠଗଡଥାନା ଅଧୀନସ୍ଥ ନୂଆଶାସନ ଗାଁର ପାର୍ଥସାରଥି ଦାସ(୨୮)।ସେ ଏକ ମେଡିସିନକମ୍ପାନୀରେ କାମ କରୁଥିଲେ। ପ୍ରକାଶଯେ,ଶୁକ୍ରବାର ଭୋର୪ଟାସମୟରେ ବାରଙ୍ଗଥାନା ନିକଟସ୍ଥ ମଧୁବନଗାଁପାଖ ଏକମୁଣ୍ଡିଆରୁ ବେଆଇନଭାବେ ଚୋରାରେ ଚାଲାଣ ହେଉଛି ମୋରମ।ଟ୍ରିପ୍ ପିଛା ୩ହଜାରେଟଙ୍କାରେ ଖୋଲାଖୋଲି ଭାବେ ମୋରମ ବିକ୍ରି ଚାଲିଛି।କେତେପରିମାଣର ମୋରମ ଖୋଲା ଗଲାଣି ତାର ମଧ୍ୟ ପ୍ରଶାସନ ପାଖରେ […]

ଆଜିର ରାଶିଫଳ

ଏପ୍ରିଲମାସ ୨୫ତାରିଖ ୨୦୨୬ମସିହା(ଶନିବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ନବମୀରାତ୍ରି ଘ୦୬/୪୫ଗତେ ଦଶମୀ,ନକ୍ଷତ୍ର-ଅଶ୍ଳେଷା ରାତ୍ରିଘ୦୮/୫୭ ଗତେ ମଘା,ସୁର୍ୟୋଦୟ-ପ୍ରାତଃଘ୦୫/୨୭/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୨୪, ଯୋଗିନୀ ପୂର୍ବେ ରାତ୍ରି ଘ୦୬/୪୫ଗତେ ଉତ୍ତରେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦୭/୦୧ ମଧ୍ୟେ ଓ ଦିବା ଘ୦୪/୩୦ଗତେ ଘ୦୬/୦୫ମଧ୍ୟେ,ବାରବେଳା-ଦିବା ଘ୦୧/୧୬ଗତେ ଘ୦୨/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୨୬ ଗତେ ଘ୧୨/୩୯ମଧ୍ୟେ ଓ ରାତ୍ରି ଘ୦୮/୨୮ଗତେ ଘ୧୦/୫୦ମଧ୍ୟେ ଓ ରାତ୍ରି ଘ୧୨/୩୦ଗତେ ଘ୦୨/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ଲାଉ ରାତ୍ରି ଘ୦୬/୪୫ଗତେ କଳମଶାଗ ଭକ୍ଷଣ ନିଷେଧ। ମେଷ:-ସମସ୍ତଙ୍କୁ ସାଙ୍ଗରେନେଇ ଆଗକୁବଢ଼ିବା ନିଷ୍ପତି ସଫଳସାବ୍ୟସ୍ତ ହେବ। […]

ଆଜିର ରାଶିଫଳ

ଏପ୍ରିଲମାସ ୨୪ତାରିଖ ୨୦୨୬ମସିହା(ଶୁକ୍ରବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୭/୪୫ଗତେ ନବମୀ,ନକ୍ଷତ୍ର-ପୁଷ୍ୟା ରାତ୍ରି ଘ୦୯/୧୩ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃଘ୦୫/୨୭/୩୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୫/ ୦୪,ଯୋଗିନୀ ଐଶାନ୍ୟେ ରାତ୍ରିଘ୦୭/୪୫ଗତେ ପୂର୍ବେ,ବିଛା,ଧନୁ ଓ ମୀନରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୮/୩୫ଗତେ ଘ୧୧/୪୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୩ମଧ୍ୟେ ଓ ଘ୦୭/୫୦ଗତେ ଘ୦୮/୩୪ମଧ୍ୟେ ଓ ଘ୧୨/୩୯ ଗତେ ଘ୦୨/୧୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୫୬ଗତେ ଘ୧୧/୪୦ ମଧ୍ୟେ,ଅଦ୍ୟ ନଡ଼ିଆ ରାତ୍ରି ଘ୦୭/୪୫ଗତେ ଲାଉଭକ୍ଷଣ ନିଷେଧ। ମେଷ:-ଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭକରି ଖୁସିମନେଇବେ।ବକେୟାଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ […]

ଆଜିର ରାଶିଫଳ

ଏପ୍ରିଲମାସ ୨୩ତାରିଖ ୨୦୨୬ମସିହା(ଗୁରୁବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୯/୧୫ଗତେ ଅଷ୍ଟମୀ,ନକ୍ଷତ୍ର-ପୁନର୍ବସୁ ରାତ୍ରି ଘ୦୯/୫୯ ଗତେ ପୁଷ୍ୟା,ଚନ୍ଦ୍ର-ମିଥୁନ ଦିବାଘ୦୪/୧୪ଗତେ କର୍କଟ,ସୁର୍ୟୋଦୟ-ପ୍ରାତଃଘ୦୫/୨୮/୧୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୪/୩୪,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୯/୧୫ଗତେ ଐଶାନ୍ୟେ,ତୁଳା ଓ କୁମ୍ଭ ରାଶିର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ଦ୍ଵିପାଦ ଓ ରାତ୍ରି ଘ୦୯/୧୫ ଗତେ ଘ୦୯/୫୮ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୦୨/୫୫ଗତେ ଘ୦୬/୦୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧୨/୧୪ଗତେ ଘ୦୩/୩୭ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୦୫ମଧ୍ୟେ ଓ ଘ୧୦/୧୬ଗତେ ଘ୧୨/୪୦ମଧ୍ୟେ,ଅଦ୍ୟତାଳ ରାତ୍ରି ଘ୦୯/୧୫ଗତେ ନଡ଼ିଆ ଭକ୍ଷଣ ନିଷେଧ, ମେଷ:-ଆଜି […]