ଆଜିର ରାଶିଫଳ
ଏପ୍ରିଲମାସ ୨୨ତାରିଖ ୨୦୨୬ମସିହା(ବୁଧବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୧୧/୧୫ଗତେ ସପ୍ତମୀ,ନକ୍ଷତ୍ର-ଆର୍ଦ୍ରା ରାତ୍ରି ଘ୧୧/୧୩ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃଘ୦୫/୨୮/୫୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୪/୧୩,ଯୋଗିନୀ ପଶ୍ଚିମେ ରାତ୍ରି ଘ୧୧/୧୫ଗତେ ବାୟବ୍ୟେ,କର୍କଟରାଶିର ଘାତବାର,କନ୍ୟାରାଶିର ଘାତଚନ୍ଦ୍ର, ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦୮/୩୪ ଗତେ ଘ୧୦/୧୦ ମଧ୍ୟେ,ବାରବେଳା- ଦିବା ଘ୧୧/୪୫ ଗତେ ଘ୦୧/୨୦ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୫ମଧ୍ୟେ ଓ ଘ୦୧/୨୧ଗତେ ଘ୦୧/୩୧ ମଧ୍ୟେ ଓ ରାତ୍ରି ଘ୦୬/୫୨ଗତେ ଘ୦୯/୧୭ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୫୪ ଗତେ ଘ୦୬/୦୫ମଧ୍ୟେ,ଅଦ୍ୟ ନିମ୍ବ ରାତ୍ରି ଘ୧୧/୧୫ ଗତେ ତାଳଭକ୍ଷଣ ନିଷେଧ। ମେଷ:-ଆଜି ଯାହା […]