Browsing yearly archive

2026

ଆଜିର ରାଶିଫଳ

ଏପ୍ରିଲ ମାସ ୧୮ ତାରିଖ ୨୦୨୬ ମସିହା (ଶନିବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ୦୨/୦୬ ଗତେ ଦ୍ୱିତୀୟା,ନକ୍ଷତ୍ର- ଅଶ୍ୱିନୀ ଦିବା ଘ୧୦/୧୨ ଗତେ ଦ୍ୱିଜା,ସୁର୍ୟୋଦୟ-ପ୍ରାତଃଘ୦୫/୩୨/୧୬, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୨୩,ଯୋଗିନୀ ପୂର୍ବେ ଦିବା ଘ୦୨/୦୬ ଗତେ ଉତ୍ତରେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦ୍ୱିତୀୟାର ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବା ଘ୦୨/୦୬ଗତେ ଦ୍ଵିପ।ଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୦୬ମଧ୍ୟେ ଓ ଦିବା ଘ୦୪/୨୭ ଗତେ ଘ୦୬/୦୩ ମଧ୍ୟେ,ବାରବେଳା- ଦିବା ଘ୦୧/୨୦ଗତେ ଘ୦୨/୫୫ମଧ୍ୟେ,ବିଶୁଦ୍ଧ […]

ରାଗିଲେ ସୋଫିଆ

ଭୁବନେଶ୍ୱର,୧୭।୪(ଏସଏସନିଉଜ)CMC ଫୁଡ୍ କୋର୍ଟ ଆବଣ୍ଟନକୁ ନେଇ ରାଗିଲେ ବିଧାୟିକା ସୋଫିଆ।ପ୍ରେସମିଟ୍‌ରେ CMC ଦ୍ୱାରା ପ୍ରସ୍ତୁତ ଏସଓପିକୁ ଚିରିଦେଲେ।ବାରବାଟୀ ନିକଟ ଫୁଡ୍‌କୋର୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଲେ।ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ସୋଫିଆ।ମେୟର ନିଜ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବା ଅଭିଯୋଗ ଆଣିଲେ।ସହରର ଉନ୍ନତିମୂଳକ କାମରେ ସୋଫିଆ ବାଧା ସୃଷ୍ଟି କରୁଥିବା ନେଇ ପାଲଟା ଅଭିଯୋଗ ଆଣିଲେ ମେୟର।

ବିଶ୍ୱାସଘାତକତା ଭୂମିକାରେ କିଛି ଖୁସି ହୁଅନ୍ତି- ନବୀନ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ବିଜୁ ଶ୍ରାଦ୍ଧ ଦିବସରେ ପରୋକ୍ଷରେ ନବୀନ ପଟ୍ଟନାୟକ ଟାର୍ଗେଟ୍ କରିଛନ୍ତି।ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି।କୌଣସି ମୁଖା ବେଶୀ ଦିନ ପର୍ଯ୍ୟନ୍ତ ସେମାନଙ୍କର ପାପକୁ ଲୁଚାଇ ପାରିବନି।ଲୋକମାନେ ଜାଣନ୍ତି କିଏ କଣ ବୋଲି ନବୀନ କହିଛନ୍ତି।ଓଡ଼ିଶା କ୍ରମାଗତ କେନ୍ଦ୍ର ଦ୍ୱାରା ଅବହେଳାର ଶିକାର ହୋଇ ଆସିଛି।ଡିଲିମିଟେସନ୍ ବିଲ୍‌ ରାଜନୈତିକ ପରିଚୟକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ, ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି।ସଂଯୋଗବଶତଃ ବିଜୁଙ୍କ ଶ୍ରାଦ୍ଧ […]

ବିଜୁଙ୍କ ସ୍ବପ୍ନ ପୂରଣ କରିବୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ବିଜୁଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ,ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର।ଓଡ଼ିଶା ମାଟିର ଗୌରବ ଓ ଦେଶର ସମ୍ମାନ ପାଇଁ ବିଜୁବାବୁ ସର୍ବଦା ଲଢ଼ୁଥିଲେ।ଓଡ଼ିଶାର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ କେବେ ସାଲିସ କରିନଥିଲେ।ଓଡ଼ିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ।ଓଡ଼ିଶା ଅସ୍ମିତା ବିଶ୍ୱ ଦରବାରରେ ପରିଚିତ କରାଇବା ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି।ସେହି ସପ୍ନକୁ ପୂରା କରିବାକୁ ଆମ ସରକାର ସଂକଳ୍ପ ନେଇଛନ୍ତି।ଆଗାମୀ […]

ସୁବର୍ଣ୍ଣପୁର ଓ ବଲାଙ୍ଗିରରେ ୧୮ରୁ ୨୨ସ୍କୁଲ ଛୁଟି

ଭୁବନେଶ୍ୱର,୧୭।୪(ଏସଏସନିଉଜ)ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତାକାଲିଠୁ ୨୨ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି।ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।ଅଙ୍ଗନବାଡ଼ି, ସ୍କୁଲ, କଲେଜ, ବୈଷୟିକ ଅନୁଷ୍ଠାନ ଛୁଟି ଘୋଷଣା ମଧ୍ୟ କରାଯାଇଛି।ସେହିଭଳି ଭାବେ ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ପର୍ଯ୍ୟନ୍ତ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।ପରବର୍ତ୍ତୀ ସମୟରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ ବୋଲି କୁହାଯାଇଛି।

ପୂର୍ଣ୍ଣାହୁତି ପୂର୍ବରୁ ଶ୍ରଦ୍ଧା ସୁମନ ଅର୍ପଣ

ଭୁବନେଶ୍ୱର,୧୬।୪(ଏସଏସନିଉଜ)ପଟିଆ ତଥା ବାରଙ୍ଗ ଅଂଚଳର ସୁପ୍ରସିଦ୍ଧ ଶୈବପୀଠ ତଥା ସମସ୍ତଙ୍କ ନାଥ ଢ଼ାଉଆ ଗ୍ରାମରେ ଅବସ୍ଥାପିତ ପ୍ରଭୁସୋମନାଥଙ୍କ ପୀଠରେ ପଣାସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ବିଶ୍ଵଶାନ୍ତିମହାଯଜ୍ଞ ।ଏହିଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ କମିଟି ଓ ମନ୍ଦିର ପରିଚାଳନାକମିଟିର ପୂର୍ବତନସଭାପତି ତଥା ଅଞ୍ଚଳର ଜଣାଶୁଣା ବୟଜ୍ୟଷ୍ଟ ମୂରବୀ,ଭଗବାନ ବିଶ୍ୱାସୀ,ପ୍ରଭୁଙ୍କଭକ୍ତ ରଘୁନାଥପୁରଗ୍ରାମର ସ୍ବର୍ଗତ ଦିବାକର ରାଉତଙ୍କ ପ୍ରତିମୂର୍ତ୍ତିରେ ମହାଯଜ୍ଞ କମିଟିପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।ଏଥିରେ ଶିକ୍ଷାବିତ ତଥା ମହାଯଜ୍ଞକମିଟି ସମ୍ପାଦକ ମନୋରଞ୍ଜନପଣ୍ଡା,ଶିକ୍ଷାବିତ୍ ଜମ୍ବେଶ୍ଵରରଥ,ପ୍ରମୋଦପ୍ରଧାନ,ସଚିଦାନନ୍ଦପଢିହାରି,ରମେଶ କୁଅଁର,ମନୋଜପ୍ରଧାନଙ୍କ ସମେତ ବହୁ ସଦସ୍ୟ […]

ତତଲା ବାଲିରେ ଗଡିଲେ ମାନସିକ ଧାରୀ

ମେଣ୍ଢାଶାଳ,୧୩।୪(ଏସଏସନିଉଜ)ମେଣ୍ଢାଶାଳରେ ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ମହାସମାରୋହରେ ଦଣ୍ଡଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରତ୍ୟୁଷରୁ ଦଣ୍ଡୁଆମାନେ ଗାଁର ଦୂଲ୍ହାଦେବୀମନ୍ଦିର ନିକଟରେ ଥିବା ଗାଁ ର ଗ୍ରାମ ଦେବତୀ ମନ୍ଦିରଠାରେ ଅଜ୍ଞାମାଳ ପାଇବାପରେ ୫୭ପାଟୁଆଙ୍କୁ ସଙ୍କୀର୍ତ୍ତନ କରି ଶ୍ରୀଶ୍ରୀଭାଗବତବାସୁଦେବଙ୍କ ମନ୍ଦିର ନିକଟକୁ ପାଛୋଟି ନିଆଯାଇଥିଲା।ଏହାପରେ ଦଣ୍ଡଯାତ୍ରା ଆରମ୍ଭ ହୋଇଥିଲା।ପାଟୁଆ,ମାନସିକଧାରି ଦଣ୍ଡୁଆମାନେ ବାସୁଦେବ ମନ୍ଦିର ସମ୍ମୁଖରୁ ବାଲୁଙ୍କଶ୍ବର ମନ୍ଦିରପର୍ଯ୍ୟନ୍ତ ବିଛାଯାଇଥିବା ୧କିମି ପର୍ଯ୍ୟନ୍ତ ଉତ୍ତପ୍ତବାଲିରେ ଦିହିପହର ସମୟରେ ଦଣ୍ଡ ଗଡ଼ିଗଡି ଯାଇଥିଲେ। ପରେପରେ ପଦ୍ମପୋଖରିରେ ସ୍ନାନସାରି ଗାଁରେବୁଲି ପଣା ଖାଇଥିଲେ। […]

ପୁରୀ ମେନ କେନାଲ କୁଳରୁ କଙ୍କାଳ ଜବତ

କଟକ, ୧୩।୪(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ରୁ ମଣିଷ କଙ୍କାଳକୁ ସୋମବାର ଜବତ କରିଛି ପୁଲିସ। ପ୍ରକାଶ ଯେ ସୋମବାର ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ସ୍ଥାନୀୟ ଅଂଚଳର କିଛି ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼କୁ ଶୈଚ ପାଇଁ ଯାଇଥିଲେ।ଏହି ସମୟରେ କେନାଲ କୁଳରେ ଏକ ଧଳା ଜରି ଅଖା ଭିତରେ ଏକ ମଣିଷ କଙ୍କାଳ ଅଧା ପୋଡ଼ା ଅବସ୍ଥାରେ ରହିଥିବା […]

ବିଦ୍ୟୁତ ଟ୍ରାନ୍ସଫରମର ଯନ୍ତ୍ରାଂଶ ଚୋରି

କଟକ, ୧୩।୪(ଏସଏସନିଉଜ)ଗୋଡିସାହି ଫାଣ୍ଡି ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ରୁ ଏକ ବିଦ୍ୟୁତଟ୍ରାନ୍ସଫରମର ଯନ୍ତ୍ରାଂଶ ଚୋରିହୋଇଥିବା ନେଇ ସୋମବାର ଫାଣ୍ଡିରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ରବିବାର ରାତିରେ ଗୋଡିସାହି ପୁରୀ ମୁଖ୍ୟ କେନାଲ ବନ୍ଧ କଡ଼ରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫରମରରୁ କେହି ଦୁବୃର୍ତ୍ତ ଯନ୍ତ୍ରାଂଶ ଚୋରିକରି ନେଇଥିବାନେଇ ସୋମବାର ସକାଳୁ ଜଣାପଡିଥିଲା।ଯାହାଫଳରେ ସେହି ବିଦ୍ୟୁତ ଟ୍ରାନ୍ସଫରମରୁ ବିଦ୍ୟୁତ୍ ସଂଯୋଗ ନେଇଥିବା କିଛି ଚାଷୀଙ୍କ ସହିତ ଗ୍ରାହକମାନେ ନାହଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଏସଂକ୍ରାନ୍ତରେ ଗୋଡିସାହି […]

ଆଜିର ରାଶିଫଳ

ଏପ୍ରିଲମାସ ୧୩ତାରିଖ ୨୦୨୬ମସିହା(ସୋମବାର)ବୈଶାଖମାସ- କୃଷ୍ଣପକ୍ଷ, ତିଥି-ଏକାଦଶୀ ରାତ୍ରି ଘ୦୧/୧୬ଗତେ ଦ୍ୱାଦଶୀ,ନକ୍ଷତ୍ର- ଧନିଷ୍ଟା ଦିବା ଘ୦୪/୫୧ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃଘ୦୫/୩୫/୨୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୨୭,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୧/୧୬ଗତେ ଦକ୍ଷିଣେ, ମିଥୁନରାଶିର ଘାତବାର,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୧/୧୬ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୦୬ଗତେ ଘ୦୮/୪୦ମଧ୍ୟେ,ବାରବେଳା- ଦିବା ଘ୦୨/୫୬ଗତେ ଘ୦୪/୨୯ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୭/୦୫ ମଧ୍ୟେ ଓ ଘ୧୦/୪୧ଗତେ ଘ୧୨/୪୮ମଧ୍ୟେ ରାତ୍ରି ଘ୦୬/୪୮ଗତେ ଘ୦୯/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୩୦ ଗତେ ଘ୦୪/୪୯ ମଧ୍ୟେ,ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜି […]