Browsing yearly archive

2026

ଆଜିର ରାଶିଫଳ

ଏପ୍ରିଲମାସ ୦୧ତାରିଖ ୨୦୨୬ମସିହା(ବୁଧବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୬/୫୨ଗତେ ପୂର୍ଣ୍ଣିମା,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୪/୪୬ଗତେହସ୍ତା,ସୁର୍ୟୋଦୟ-ପ୍ରାତଃଘ୦୫/୪୫/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୧୭,ଯୋଗିନୀ ପଶ୍ଚିମେ ଦିବା ଘ୦୬/୫୨ ଗତେ ବାୟବ୍ୟେ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେଦିବା ଘ୦୪/୪୬ମଧ୍ୟେ ଏକପାଦ ପୁଷ୍କର ଦୋଷ, କାଳବେଳା-ଦିବା ଘ୦୮/୪୮ଗତେ ଘ୧୦/୨୦ମଧ୍ୟେ,ବାରବେଳା- ଦିବା ଘ୧୧/୫୦ଗତେ ଘ୦୧/୨୩ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୨ ମଧ୍ୟେ ଓ ଘ୦୧/୨୩ଗତେ ଘ୦୧/୫୦ମଧ୍ୟେ ଓ ରାତ୍ରି ଘ୦୬/୪୫ ଗତେ ଘ୦୯/୧୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୦ ଗତେ ଘ୦୫/୫୮ମଧ୍ୟେ ଓ ରାତ୍ରି ଘ୦୯/୧୨ ଗତେ ଘ୧୦/୪୫ ମଧ୍ୟେ,ଅଦ୍ୟ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୩୧ତାରିଖ ୨୦୨୬ମସିହା (ମଙ୍ଗଳବାର)ଚୈତ୍ରମାସ- ଶୁକ୍ଳପକ୍ଷ, ତିଥି- ତ୍ରୟୋଦଶୀ ଦିବା ଘ୦୬/୫୦ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ୦୩/୫୪ ଗତେ ଉତ୍ତରା ଫା,ସୁର୍ୟୋଦୟପ୍ରାତଃଘ୦୫/୪୬/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୦୭,ଯୋଗିନୀ ଦକ୍ଷିଣ ଦିବା ଘ୦୬/୫୦ ଗତେ ପଶ୍ଚିମେ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ଦିବା ଘ୦୩/୫୪ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୨୧ ଗତେ ଘ୦୨/୫୫ ମଧ୍ୟେ,ବାରବେଳା-ଦିବା ଘ୦୭/୧୭ ଗତେଘ୦୮/୫୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୫୧ଗତେ ଘ୧୦/ ୩୬ […]

ସାତକୋଶିଆରେ ଛଡାଗଲା ୧୨ ଘଡିଆଳ କୁମ୍ଭିର

ଭୁବନେଶ୍ୱର,୨୯ା୩(ଏସଏସନିଉଜ)ରବିବାର ମହାନଦୀର ସାତକୋଶିଆ ଗଣ୍ଡରେ ୧୨ଟି ଘରିଆଳକୁମ୍ଭିରକୁ ଛଡାଯାଇଛି ।ଛଡାଯାଇଥିବା ଏହି କୁମ୍ଭୀର ମଧ୍ୟରେ ଟିକରପଡା ଘରିଆଳକୁମ୍ବୀର ଗବେଷଣାକେନ୍ଦ୍ରରୁ ୧ଟି ଓ ନନ୍ଦନକାନନରୁ ଶନିବାରରାତିରେ ଯାଇଥିବା ୧୧ଟି ଘଡିଆଳ କୁମ୍ଭିର ଅଛନ୍ତି।ନନ୍ଦନକାନନରୁ ଯାଇଥିବା କୁମ୍ଭିର ୧୧ଟିମଧ୍ୟରେ ୫ଅଣ୍ଡିରା,୬ମାଇ ରହିଛନ୍ତି ଓ ଟିକରପଡାରୁ ଆସିଥିବା ଗୋଟିଏମାଇ କୁମ୍ବୀରଅଟେ ।ତେବେ ସମସ୍ତ କୁମ୍ଭିରମାନଙ୍କର ବୟସ ୫ବର୍ଷରୁ ଉର୍ଦ୍ଧହେବ ବୋଲି ଜଣାପଡିଛି ।ଛଡାଯାଇଥିବା କୁମ୍ଭିରମାନଙ୍କ ଗତିବିଧି ଜାଣିବାପାଇଁ ସମସ୍ତଙ୍କଶରୀରରେ ଟ୍ରାଞିଷ୍ଟର ଲଗାଯାଇଛି।କୁମ୍ଭିରମାନଙ୍କୁ ଛାଡିବା ସମୟରେ ସାତକୋଶିଆ ବ୍ୟାଘ୍ରସରକ୍ଷଣ ନନ୍ଦନକାନନପ୍ରାଣିଉଦ୍ୟାନ, ସାତକୋଶିଆ ଲବନ୍ୟପ୍ରାଣିବିଭାଗ […]

ନନ୍ଦନକାନନକୁ ଆସିଲେ ଅତିଥି

ଭୁବନେଶ୍ୱର,୨୯।୩(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ରବିବାର ସନ୍ଧ୍ୟାରେ ୩ପ୍ରଜାତିର ୧୮ଟି ପଶୁପକ୍ଷୀ ଜୁନାଗଡ ସକ୍କାରବାଗପ୍ରାଣୀଉଦ୍ୟାନରୁ ଆସି ପହଂଚିଛନ୍ତି।ଆସିଥିବାଏହି ନୂଆ ଅତିଥି ହେଲେ ଦୁଇହଳ ଚିତାବାଘ, ୧୦ଟି ଜଂଗଲୀକୁକୁଡ଼ା,ଦୁଇହଳ ନୁଆପ୍ରଜାତିର ଶାରସପକ୍ଷୀ ।କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅନୁମୋଦନ ପରେ ଗତ ୨୦ତାରିଖରୁ ଏହି ଅଦଳବଦଳପ୍ରକିୟା ଉଭୟଚିଡ଼ିଆଖାନା ମଧ୍ୟରେ ଆରମ୍ଭ ହୋଇଛି।ପ୍ରଥମେ ଜୁନାଗଡରୁ ଆସିଥିବାଦଳ ନନ୍ଦନକାନନରୁ ଗୋଟିଏ ଓଟପକ୍ଷୀ,୩ମାଇ ଚଉଶିଙ୍ଗା, ୩କୁଜିହରିଣକୁ ନେଇ ଶୁକ୍ରବାର ଯାଇଥିଲେ।ଏହାପରେ ନନ୍ଦନକାନନରୁ ଯାଇଥିବା ଦଳ ଜୁନାଗଡ ସକ୍କାରବାଗ ପ୍ରାଣୀଉଦ୍ୟାନରୁ ୩ପ୍ରଜାତିର ୧୮ଟି ପଶୁପକ୍ଷୀକୁ ସାଙ୍ଗରେନେଇ ଆଜି ସନ୍ଧ୍ୟାରେ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୩୦ ତାରିଖ ୨୦୨୬ ମସିହା (ସୋମବାର)ଚୈତ୍ରମାସ- ଶୁକ୍ଳପକ୍ଷ ,ତିଥି- ଦ୍ୱାଦଶୀ ଦିବା ଘ୦୭/୧୦ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ମଘା ଦିବା ଘ୦୩/୨୭ ଗତେ ପୂର୍ବା ଫା ,ସୁର‌୍ୟୋଦୟ-ପ୍ରାତଃଘ୦୫/୪୭/୨୨ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୫୭ ,ଯୋଗିନୀ ନୈରୁତେ ଦିବା ଘ୦୭/୧୦ ଗତେ ଦକ୍ଷିଣ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ଦିବା ଦିବା ଘ୦୭/୧୦ ମଧ୍ୟେ ଏକପାଦ ପୁଷ୍କର ଦୋଷ ,କାଳବେଳା -ଦିବା […]

ପାକିସ୍ତାନରେ ୨ ଦିନିଆ ଲକ୍‌ଡାଉନ୍‌ !

ଭୁବନେଶ୍ୱର,୨୯।୩(ଏସଏସନିଉଜ)ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପାକିସ୍ତାନରେ ୨ ଦିନିଆ ଲକ୍‌ଡାଉନ ନିଷ୍ପତ୍ତି ହୋଇଥିବାର ଜଣାପଡିଛି।ଶନିବାର ଓ ରବିବାର ଲକଡାଉନ୍‌ ନିଷ୍ପତ୍ତି ନେଇ ପାକ୍‌ ମିଡିଆରୁ ସୂଚନା ମିଳିଛି।ଏହା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅନୁମୋଦନକୁ ଅପେକ୍ଷା ନେଇ ସୂଚନା ମିଳିଛି। ଶନିବାର ଦିନ ୧୨ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ରହିବ କଟକଣା।ଲକ୍‌ଡାଉନ୍‌ରେ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପୋର୍ଟ, ବିମାନବନ୍ଦର, ଅନ୍ୟାନ୍ୟ ସାଧାରଣ ଯାତାୟତ ଜାରି ରହିବ।

ଆଜିର ରାଶିଫଳ

ମାର୍ଚ୍ଚମାସ୨୯ ତାରିଖ୨୦୨୬ ମସିହା(ରବିବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଏକାଦଶୀ ଦିବାଘ୦୭/୫୭ଗତେ ଦ୍ୱାଦଶୀ,ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୩/୨୪ଗତେ ମଘା,ସୁର୍ୟୋଦୟ-ପ୍ରାତଃଘ୦୫/୪୮/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୮/୪୭,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୫୭ଗତେ ନୈରୁତେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବା ଘ୦୭/୫୬ ମଧ୍ୟେ ଦ୍ଵୀପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୧୭ ଗତେ ଘ୦୧/୨୦ ମଧ୍ୟେ,ବିଶୁଦ୍ଧଅମୃତବେଳା-ଦିବା ଘ୦୬/୩୫ଗତେ ଘ୦୯/୪୦ ମଧ୍ୟେ ଓ ରାତ୍ରି ଘ୦୭/୩୪ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୬/୩୪ମଧ୍ୟେ ଓ ଘ୦୧/୨୧ଗତେ ଘ୦୧/୫୩ମଧ୍ୟେ ଓ ରାତ୍ରି ଘ୦୬/୨୫ ଗତେ ଘ୦୭/୩୩ମଧ୍ୟେ,ଅଦ୍ୟ ପୋଇଭକ୍ଷଣ ନିଷେଧ। […]

ନାମ କୀର୍ତ୍ତନରେ କମ୍ପିଲା ଧୋବାଡି ଗ୍ରାମ

ସାନଖେମଣ୍ଡି,୨୭।୩(ଏସଏସନିଉଜ)ଆସ୍କାବ୍ଲକ ଅନ୍ତର୍ଗତ ଧୋବାଡିଗ୍ରାମରେ ଶ୍ରୀରାମନବମୀ ମହାସମାରୋହ ଓ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ରାମନବମୀ ପାଇଁବିଭିନ୍ନ ଦେବାଳୟମାନଙ୍କରେ ପ୍ରବଳଭିଡ ଦେଖିବାକୁ ମିଳିଥିଲା।ତେବେ ଧୋବାଡିଗ୍ରାମରେ ଏହାକୁ ନିଆରାଭାବରେ ପାଳିଛନ୍ତି ଗ୍ରାମବାସୀ।ଗ୍ରାମରେ ଥିବା ପ୍ରଭୁଶ୍ରୀରାମଙ୍କ ମନ୍ଦିରରେ ନିତିକାନ୍ତି ସହକାରେ ଗ୍ରାମବାସୀମାନେ ରାମନବମୀ ପାଳିଛନ୍ତି।ଗ୍ରାମ୍ୟକମିଟି ତତ୍ବାବଧାନରେ ଅନୁଷ୍ଟିତ ଏହିପର୍ବରେ ମନ୍ଦିରପରିସରରେ ଜଗତକଲ୍ୟାଣପାଇ ନାମକୀର୍ତ୍ତନ କରାଯାଇଥିଲା।ଶେଷରେ ଦାମୀକଳାକାରମାନଙ୍କୁ ନେଇ ଭଜନସମାରୋହ ସହ ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥାକରାଯାଇଥିଲା।ସୁଶାନ୍ତକୁମାରମହାନ୍ତି,ଈଶ୍ୱର ବିଶ୍ୱାଳଙ୍କ ସମେତ ଗ୍ରାମବାସୀମାନଙ୍କ ସହ ଗ୍ରାମର ଯୁବକମାନେ ଏହାକୁ ପରିଚାଳନା କରିଥିଲେ।ସାନଖେମଣ୍ଡିରୁ ଦିଲ୍ଲିପକୁମାରମହାନ୍ତିଙ୍କ ରିପୋର୍ଟ)

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୮।୦୩(ଏସଏସନିଉଜ)ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନପାଇଁ ରାଜ୍ୟସରକାରଙ୍କ ଅଭିନବପ୍ରୟାସ ‘ସୁଭଦ୍ରା ଯୋଜନା’ଅଧୀନରେ ଅଧିକସଂଖ୍ୟକ ଯୋଗ୍ୟହିତାଧିକାରୀଙ୍କୁ ସାମିଲକରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣପଦକ୍ଷେପ ଗ୍ରହଣକରାଯାଇଛି।ସରକାରଙ୍କ ଅନୁମୋଦନକ୍ରମେ, ଆସନ୍ତା ୦୧ଏପ୍ରିଲ ୨୦୨୬ରୁ ୩୦ଏପ୍ରିଲ ୨୦୨୬ପର୍ଯ୍ୟନ୍ତ ଏକମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ମାଧ୍ୟମରେ ନୂତନଆବେଦନ ଗ୍ରହଣକରାଯିବ। ମୁଖ୍ୟ ବିବରଣୀ:-ଆବେଦନ ଅବଧି:-୦୧ଏପ୍ରିଲ ୨୦୨୬ରୁ ୩୦ଏପ୍ରିଲ ୨୦୨୬। ବୟସ ସୀମା:-୦୧.୦୪.୨୦୨୬ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆର୍ଥିକସହାୟତା:-ଯୋଗ୍ୟ ବିବେଚିତହିତାଧିକାରୀମାନେ ୨୦୨୬-୨୭ଆର୍ଥିକ ବର୍ଷରୁ ଯୋଜନାର ଅବଧିପର୍ଯ୍ୟନ୍ତ ବାର୍ଷିକ ଦୁଇଟିକିସ୍ତିରେ ମୋଟ୧୦,୦୦୦ ଟଙ୍କାର […]

ଉଦଯାପିତ ହେଲା ମରିଚିଆ ବାଦୀପାଲା ମହୋତ୍ସବ ୨୦୨୬

ବାରଙ୍ଗ,୨୭।୩ (ଏସଏସନିଉଜ)ମରିଚିଆ ଗ୍ରାମର ବିଜୁ ପାଲା ମଣ୍ଡପରେ ଗୁରୁବାର ରାତିରେ ୭୪ତମ ମରିଚିଆ ବାଦୀପାଲା ମହୋତ୍ସବ ୨୦୨୬ ଉଦଯାପିତ ହୋଇଯାଇଛି। ସର୍ବ ପୁରାତନ ବାଦୀପାଲା ମହୋତ୍ସବରେ କଟକ ଜିଲ୍ଲା ନରସିଂହପୁରର ପ୍ରଖ୍ୟାତ ଗାୟକ ତଥା ଗାୟକ ଜ୍ଞାନ ଆଦିତ୍ୟ କୁମାର ସ୍ୱାଇଁ ଓ ନୟାଗଡ଼ ଜିଲ୍ଲା ବଙ୍କଇ “ଗାୟକ ସାରସ” ପ୍ରଫୁଲ ଚନ୍ଦ୍ର ସାମନ୍ତରାୟ ଓ ସାଥିଙ୍କ ଦ୍ଵାରା ପୌରାଣିକ କଥାବସ୍ତୁ ଉପରେ ବାଦୀପାଲା ପରିବେଷଣ କରାଯାଇଥିଲା ।ପାଞ୍ଚଦିନ ବ୍ୟାପି ଏହି ପାଲା ମହୋତ୍ସବକୁ ଦେଖିବା ପାଇଁ […]