Browsing yearly archive

2026

ଆଜିର ରାଶିଫଳ

୨୦୨୬ ମସିହା,ଜୁଲାଇମାସ,୧୩ତାରିଖ,ସୋମବାର, ଅଣବସର ଚତୁର୍ଦ୍ଦଶୀ, ଘଣାଲାଗି,ଚନ୍ଦ୍ରମହାଗ୍ରହଜୟନ୍ତୀ,ଅଶୁଦ୍ଧକାଳ, (ବୃହସ୍ପତି ବୃଦ୍ଧ), ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ, ବେଢାପରିକ୍ରମା,ଅମାବାସ୍ୟର ନଷ୍ଟ ଚନ୍ଦ୍ରୋପବାସ, ନିଶାପାଳନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୮/୫୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/୫୪,ଆଷାଢ଼ମାସ,କୃଷ୍ଣପକ୍ଷ,ଚ଼ନ୍ଦ୍ରବାସ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୭/୧୮ମିପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ।ଧ୍ରୁବଯୋଗ ସନ୍ଧ୍ୟା ଘ୫/୩୧ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟାଘାତଯୋଗ,କରଣ-ବିଷ୍ଟିକରଣ ଦିବା ଘ୯/୮ମି ପର୍ଯ୍ୟନ୍ତ ତଦନ୍ତେ ଶକୁନୀକରଣ ରାତ୍ରି ଘ୭/୧୮ମିପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ,ରାତ୍ରି ଘ୭/୧୮ମିପରେ ଐଶାନ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ। ଚନ୍ଦ୍ରଶୁଦ୍ଧି- ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି […]

ବିଜେପିରେ ମିଶିଲେ ପ୍ରଭାତବିଶ୍ୱାଳ

ଭୁବନେଶ୍ୱର,୧୨ା୭(ଏସଏସନିଉଜ) ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଶେଷରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ହଜାର ହଜାର ସମର୍ଥକଙ୍କ ସହ ଏକ ବଡ଼ ଶୋଭାଯାତ୍ରାରେ ଆସି ବିଜେପି ପାର୍ଟି ଅଫିସରେ ପହଞ୍ଚିଥିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ମୁଖ୍ୟମନ୍ତ୍ରୀ ଓ ଦଳର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ବଡ଼ ମିଶ୍ରଣ ପର୍ବରେ ସେ ବିଜେପିର ସଦସ୍ୟତା ଗ୍ରହଣ […]

ରାଷ୍ଟ୍ରଦୂତଙ୍କ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୨ା୭(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକଦିନିକିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେଏଥିରେ ରାଜ୍ୟର ୧୧ଟି ଜିଲ୍ଲାର ୪୧ଟି ସ୍କୁଲରୁ ନୂତନ ଭାବରେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତମାନେ ଯୋଗଦେଇଥିଲେ।ସ୍କୁଲ ଛାତ୍ରଛାତ୍ରୀମାନେ ବନ୍ୟପ୍ରାଣୀ ସଂରକ୍ଷଣର ଆବଶ୍ୟକତା.ଗୁରୁତ୍ଵ ଓ ସମୋନଙ୍କ ଦାୟିତ୍ୱ ଉପରେ ଭଲଭାବରେ ବୁଝିବା ଲକ୍ଷରେ ୨୦୨୩ ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୬ ଡିସେମ୍ବର, ୨୦୨୫ରେ ଚିଡ଼ିଆଖାନା ରାଷ୍ଟ୍ରଦୂତ ଚୟନ ପରୀକ୍ଷା ପରେ ୧୧୦ ରାଷ୍ଟ୍ରଦୂତଙ୍କୁ ମନୋନୀତ କରାଯାଇ […]

ବେଆଇନ ପଥର ବୋଝେଇ ଗାଡି ଜବତ,ଚାଳକ ଗିରଫ

ଭୁବନେଶ୍ୱର,୧୨ା୭(ଏସଏସନିଉଜ) ଚନ୍ଦକା ଥାନାପୋଲିସ ବେଆଇନ ଭାବେ ନେଇ ଆସୁଥିବା ଏକ ପଥର ବୋଝେଇ ଗାଡିକୁ ଜବତ କରିବାସହ ଚାଲକକୁ ଗିରଫ କରିଛି ।ଗିରଫ ଚାଳକ ହେଉଛନ୍ତି ଓଡଗାଁ ନନ୍ଦିଘୋରା ଗ୍ରାମର ଅଇଁଠା ସେଠୀା ପ୍ରକାସ ଯେ,ରବିବାର ଦିନରେ ଏସ୍‌.ଆଇ. ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଓ ତାଙ୍କର ଟୀମ ପାଟ୍ରୋଲିଂ ଓ ଏନଫୋର୍ସମେଣ୍ଟ ଡ୍ୟୁଟି କରୁଥିବା ସମୟରେ ପ୍ରାୟ ୧.୩୦ରେ ଏକ ଟ୍ରକ୍ ମଳିପଡା ଅଞ୍ଚଳରୁ ବେଆଇନ ଭାବରେ ପଥର ନେଇ ଆସୁଥିବାର ସୂଚନା ପାଇଥିଲେ ।ଏହି ସୂଚନା ଆଧାରରେ […]

ଆଜିର ରାଶିଫଳ

ଜୁଲାଇମାସ ୧୨ତାରିଖ ୨୦୨୬ମସିହା(ରବିବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୫୯ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର-ରୋହିଣୀ ଦିବା ଘ ୦୯/୩୧ଗତେ ମୃଗଶିର।ସୁର୍ୟୋଦୟ- ପ୍ରାତଃ ଘ୦୫/୧୯/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୩୦,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୫୯ଗତେ ପଶ୍ଚିମେ,ମେଷ ରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ଗତେ ଘ୦୧/୨୭ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ ଗତେ ଘ୦୯/୦୯ମଧ୍ୟେ ଓ ଘ୦୧/୨୮ ଗତେ ଘ୦୨/୦୭ମଧ୍ୟେ ଓ ରାତ୍ରି ଘ୦୮/୦୩ଗତେ ଘ୧୧/୧୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା […]

ବୃକ୍ଷ ଆଗାମୀ ପିଢ଼ି ପାଇ ଜୀବନ – ଗୋଲେଖ ମହାପାତ୍ର

ଭୁବନେଶ୍ୱର,୧୧।୭(ଏସଏସନିଉଜ)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ “ମା’ ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ ହୋଲି ଚାଇଲ୍ଡ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ଶ୍ରୀ ମହାପାତ୍ର କହିଥିଲେ ଯେ, “ଗୋଟିଏ ଗଛ କେବଳ ଗଛ ନୁହେଁ, ଏହା ଆଗାମୀ ପିଢ଼ି ପାଇଁ ଜୀବନ, […]

ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କଟକ,୧୦।୭(ଏସଏସନିଉଜ)ଶୁକ୍ରବାର ରାତିରେ ମୁଣ୍ଡଳୀରେ ପହଞ୍ଚିଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ହୀରାକୁଦରୁ ନିଷ୍କାସିତ ହୋଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ ଆଜି ରାତି ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିଛି। ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଯାହା ଫଳରେ ଗତକାଲିଠାରୁ ୧୦ଟି ଗେଟ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେଉଛି । ଆଜି ସକାଳ ୯ଟା ରେ ମୁଣ୍ଡଳୀ ଉପର ମୁଣ୍ଡରେ ୭୯/୮୦ ଘନଫୁଟ ଜଳ ପ୍ରଦ୍ଭାହିତ ହେଉଥିବା […]

ମାଆ ହେଲା ମର୍ମୋସେଟ୍

ବାରଙ୍ଗ,୧୯।୭(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାନର ଦୁନିଆ ୬୯ ଖୁଆଡରେ ରହିଥିବା ଏକ ମର୍ମୋସେଟ୍ ମାଙ୍କଡ଼ ଶୁକ୍ରବାର ରାତିରେ ଶାବକ ଜନ୍ମ ଦେଇଛି। ଏହି ନୂଆ ଅତିଥିକୁ ମିଶାଇ ନନ୍ଦନକାନନରେ ମର୍ମୋସେଟ୍ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଜନ୍ମ ପରେ ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଜନ୍ମ ଦେବା ପରେ ମା’ ମାଙ୍କଡ଼ ଶାବକଟିକୁ ଆପଣେଇନଥିଲା। ସେ ନିଜ ଛୁଆକୁ ଖୁଆଇବା ବା ନିଜ ପାଖରେ ନରଖିନଥିଲା।ଦୀର୍ଘ […]

ବାରଙ୍ଗ ଥାନାର ନୂଆ ଅଧିକାରୀ

କଟକ,୧୦।୭(ଏସଏସନିଉଜ)ବାରଙ୍ଗ ଥାନାର ନୂତନ ଅଧିକାରୀ ଭାବେ ବିକାଶ କୁମାର ପଲେଇ ଶୁକ୍ରବାର ଦିନ ଯୋଗଦାନ କରିଛନ୍ତି। ବାରଙ୍ଗ ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ବେହେରାଙ୍କୁ ଥାର୍ଡ ଡ଼ିଗ୍ରୀ ଘଟଣାରେ ତତ୍କାଳୀନ ଆଇଆଇସି ନିରଞ୍ଜନ ବେହେରାଙ୍କୁ ମେ ମାସ ୩୦ ତାରିଖରେ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ବଦଳରେ ପୁରୀଘାଟ ଥାନା ଅଧିକାରୀ ବିଶ୍ଵରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ଵ ଦିଆଯାଇଥିଲା।ସେବେଠାରୁ ପ୍ରାୟ ଦେଢ଼ ମାସ ହେବ ବାରଙ୍ଗ ଥାନାରେ ସ୍ଥାୟୀ ଥାନା ଅଧିକାରୀ ନଥିଲେ। […]

୭ଦିନ ଯାଏ ବର୍ଷା

ଭୁବନେଶ୍ବର,୧୦।୭(ଏସଏସନିଉଜ)ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା କାରଣରୁ ରାଜ୍ୟରେ ଲଗାଣବର୍ଷାର ସମ୍ଭାବନା ଦେଖାଦେଇଛି।ଯାହାଫଳରେ ଆଗାମୀ ଏକସପ୍ତାହ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଆକଳନ ଅନୁଯାୟୀ ରାଜ୍ୟରେ ମୌସୁମୀବର୍ଷା ଜାରି ରହିଛି।ଆଗାମୀ ୭ଦିନ ଧରି ବିଜୁଳି ଘଡ଼ଘଡ଼ି ସହ ବର୍ଷାଲାଗି ରହିବାସହ ୧୩ରୁ ପ୍ରବଳଵର୍ଷା ସମ୍ଭାବନା ରହିଛି।