Browsing yearly archive

2026

ସରିଲା ରଥଟଣା

ଭୁବନେଶ୍ୱର,୧୬।୭(ଏସଏସନିଉଜ)ଆଜି ପାଇଁ ମହାପ୍ରଭୁଙ୍କ ରଥଟଣା ସରିଲା।ମାର୍କେଟ୍‌ ଛକରେ ଅଟକିଲା ବଳଭଦ୍ରଙ୍କ ତାଳଧ୍ବଜ।ମରିଚିକୋଟଛକରେ ଅଟକିଲା ସୁଭଦ୍ରାଙ୍କ ଦର୍ପଦଳନ।କାଳିଆସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକିଲା।କାଲି ପୁଣିଥରେ ଟଣାଯିବ ମହାପ୍ରଭୁଙ୍କ ୩ରଥ।

ଆଜିର ରାଶିଫଳ

ଜୁଲାଇମାସ ୧୬ତାରିଖ ୨୦୨୬ମସିହା (ଗୁରୁବାର)ଆଷାଢ଼ମାସ-ଶୁକ୍ଳପକ୍ଷ ,ତିଥି-ଦ୍ୱିତୀୟା ଦିବାଘ୦୮/୫୬ ଗତେ ତୃତୀୟା,ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୮/୨୮ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୫୦ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୬/୦୫,ଯୋଗିନୀ ଉତ୍ତରେ ଦିବା ଘ୦୮/୫୬ଗତେ ଅଗ୍ନିକୋଣେ,ତୁଳା ଓ କୁମ୍ଭ ରାଶିର ଘାତବାର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ଦିବାଘ୦୮/୫୬ଗତେ ଏକପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୩/୦୯ଗତେ ଘ୦୬/୨୯ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୨/୫୫ ଗତେ ଘ୦୩/୦୮ମଧ୍ୟେ,ରାତ୍ରି ଘ୦୭/୧୪ଗତେ ଘ୦୯/୩୦ମଧ୍ୟେ ଓ ରାତ୍ରି ଘ୧୨/୪୯ ଗତେ ଘ୦୩/୧୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୫୭ମଧ୍ୟେ ଓ ଘ୦୯/୧୨ଗତେ […]

ଚିଙ୍ଗୁଡ଼ି କମ୍ପାନୀର କର୍ମଚାରୀଙ୍କୁ ଠିକାଦାରର ଆକ୍ରମଣ

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ଚିଙ୍ଗୁଡ଼ି କମ୍ପାନୀରେ କାମ କରି ଘରକୁ ଫେରୁଥିବାବେଳେ ସଙ୍ଗବଦ୍ଧଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଚନ୍ଦନ ବାରିକ, ବୌଦ୍ଧ ଜିଲ୍ଲାର ବାସିନ୍ଦା । ସେ ଚନ୍ଦକା ଥାନା ଅଧୀନ ଫ୍ଲେମିଙ୍ଗୋ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ ଏବଂ କମ୍ପାନୀ ହଷ୍ଟେଲରେ ରହୁଥିଲେ । ଗତ ୧୯.୦୬.୨୦୨୬ ତାରିଖରେ ସେ ଡ୍ୟୁଟି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଠିକାଦାର […]

ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ,୧ଗିରଫ

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ଜଣେ ଭିନ୍ନକ୍ଷମ ବ୍ୟକ୍ତି କରୁଥିବା କୁକୁଡାଫାର୍ମକୁ ବିରୋଧ କରି ଚାନ୍ଧା ମାଗିବା ଓ ନଦେଲେ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି ।ସିଏ ହେଉଛନ୍ତି ଚନ୍ଦକାଥାନା ଅଧିନସ୍ଥ ପାଇକେରାପୁର ଗ୍ରାମର ବାଦଲ ମାଳିଆା ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପାଇକରାପୁର ବାସିନ୍ଦା ଏବଂ ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତାଙ୍କର ସାନ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଅଭିଯୋଗକାରୀଙ୍କ ଉପରେ ଘରର […]

ଉନ୍ମୋଚନ ହେଲା ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି ସମର୍ପଣ

ଭୁବନେଶ୍ୱର,୧୫।୭(ଏସଏସନିଉଜ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଦାନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ସୁବିଧାଜନକ କରିବା ଦିଗରେ ରାଜ୍ୟ ସରକାରଙ୍କ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍‌ର ଶୁଭ ଉନ୍ମୋଚନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ହୋଇଯାଇଛି। ଏହି ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଦେଶ ଓ ବିଦେଶରେ ବସବାସ କରୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀ ଏବଂ ଭକ୍ତମାନେ ଯେକୌଣସି ସ୍ଥାନରୁ, […]

ଆଜିର ରାଶିଫଳ

୨୦୨୬ମସିହା,ଜୁଲାଇମାସ,୧୫ତାରିଖ, ବୁଧବାର,ଶ୍ରୀମନ୍ଦିରେ ରଥ ଆଜ୍ଞାମାଳ ବିଜେ, ଶ୍ରୀଜୀଉଙ୍କର ଉଭାଯାତ୍ରା, ଦ୍ବିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୧୯/ ୪୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/ ୬,ଆଷାଢ଼ମାସ,ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି-ପ୍ରତିପଦ୍ ଦିବା ଘ୧୨/୬ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ସୌର ଚଳନେ-ମିଥୁନ ଦିନ ୩୧ ହର୍ଷଣ ଯୋଗ ଦିବା ଘ୯/୨୫ମି ପର୍ଯ୍ୟନ୍ତତଦନ୍ତେ ବଜ୍ରଯୋଗ,କରଣ- ବବକରଣ ଦିବା ଘ୧୨/୬ମି ପର୍ଯ୍ୟନ୍ତତଦନ୍ତେ ବାଳବକରଣ ଦିବା ଘ୧୦/ ୩୧ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ,ଦିବା ଘ୧୨/୬ମି ପରେ ଉତ୍ତର ଦିଗରେ ।ତିଥିଦୋଷ ହେତୁ ଦିବା ଘ୧୨/୬ମିପରେ ଯାତ୍ରାଶୁଭ […]

ନୃତନ ପରିଚାଳନା କମିଟି ଗଠନ

ବାରଙ୍ଗ,୧୩।୭(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୨୬-୨୭ବର୍ଷ ପାଇଁ ସୋମବାର ଦିନ ନୃତନ ପରିଚାଳନା କମିଟି ଗଠନ ହୋଇଛି।ନିର୍ବାଚିତ ସଦସ୍ୟମାନେ ହେଲେ ପୂଜା ରାଉତ, ଆରତୀ ରାଉତ, ଅର୍ଣ୍ଣପୂର୍ଣ୍ଣା ବେହେରା, ସ୍ଵର୍ଣ୍ଣଲତା ସାହୁ, ସୁଜାତା ରାଉତ, ବନିତା ଭୋଇ, ଜୟନ୍ତୀ ଦାସ, ରାନୁ ନାୟକ, ସୁବ୍ରତ ମହାପାତ୍ର, ସୁକାନ୍ତ ରାଉତ, ସୁଶାନ୍ତ ସାହୁ, ଜର୍ମାନୀ ଭୋଇ, ସୁଶାନ୍ତ ପଢିହାରୀ, ଅକ୍ଷୟ ସାହୁ, ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠି,ବରିଷ୍ଠ ଶିକ୍ଷୟତ୍ରୀମିନାକ୍ଷୀ ବାରିକ, ଅଙ୍ଗନବାଡି କର୍ମୀ […]

ଜଲିଗଲା ଚାଳଘର

ବାରଙ୍ଗ,୧୩।୭(ଏସଏସନିଉଜ)ବିଳମ୍ୱିତ ରାତିରେ କେହି ଦୁର୍ବୃତ ନିଆଁ ଲଗାଇଦେବାରୁ ଗୋଟିଏ ବଖରା ଚାଳଘର ଜଳିଯାଇଛି।ବୃଦ୍ଧ ଜଣଙ୍କ ଷୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି। ନନ୍ଦନକାନନ ଥାନା ଅଧୀନସ୍ଥ କଣ୍ଟୁଣିଆ ଗ୍ରାମ ଭୋଇ ସାହିରେ ଘଟିଛି ଏଭଳି ଘଟଣା। ପ୍ରକାଶ ଯେ, ରବିବାର ରାତି ପ୍ରାୟ ୧୨ ଟା ସମୟରେ କଣ୍ଟୁଣିଆ ଗ୍ରାମ ଭୋଇ ସାହିର ଭାଗ୍ୟଧର ଭୋଇ ଶୌଚ ହେବାପାଇଁ ବାହାରକୁ ଉଠିଥିଲେ। ଶୌଚ ସାରି ସେ ଶୋଉଥିବା ଚାଳ ଘରକୁ ଯିବା ସମୟରେ ଚାଳଘରୁ ଧୂଆଁ ବାହାରୁଥିବାର ଦେଖିବାକୁ […]

ଗ୍ରାମ୍ୟଉନ୍ନୟନ ବିଭାଗର ଖାମଖିଆଲ ନୀତି

କଟକ,୧୩।୭(ଏସଏସନିଉଜ)ଗ୍ରାମ ମୁଖ୍ୟ ରାସ୍ତାରେ ଭାସୁଛି ନର୍ଦ୍ଦମା ଜଳ। ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ। ଯାତାୟତ କରିବାରେ ଦେଖାଦେଇଛି ସମସ୍ୟା। ଏଭଳି ଦୃଶ୍ୟ ବାରଙ୍ଗ ବ୍ଲକର ଦାଢ଼ାପାଟଣା ପଞ୍ଚାୟତର ଦାଢ଼ାପାଟଣା ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର କୈବର୍ତ୍ତସାହିଠାରୁ ମୋଚୀସାହି ପର‌ ଯାଇଥିବା ଡ୍ରେନଟି ଦୀର୍ଘ ଦିନହେବ ଅଳିଆ ଆବର୍ଜନାରେ ପରିପୂର୍ଣ ହୋଇରହିଛି। ଫଳରେ ଡ୍ରେନ ପାଣି ନିଷ୍କାସନ ହୋଇପାରୁନାହିଁ। ଗ୍ରାମର କିଛି ବ୍ୟକ୍ତି ଏହି ଡ୍ରେନ ସହିତ ଘରର ପାଇଖାନା ପାଇପ ସଂଯୋଗ କରିଥିବାରୁ […]

ଆଜିର ରାଶିଫଳ

୨୦୨୬ମସିହା,ଜୁଲାଇମାସ,୧୪ତାରିଖ,ମଙ୍ଗଳବାର।ଆଷାଢ଼ ଅମାବାସ୍ୟା, ଶ୍ରୀଜୀଉଙ୍କର ନେତ୍ରୋତ୍ସବ,ନବଯୌବନଦର୍ଶନ,ଗୋସହସ୍ରୀ ଗଙ୍ଗାସ୍ନାନ, ଉକ୍ତଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ।ବିବିଧ-ସ୍ତ୍ରୀ ତୈଳବର୍ଜ୍ଜନ,ହଳ ନିଷେଧ ।ଋତୁ-ଗ୍ରୀଷ୍ମ ଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଉତ୍ତରାୟଣ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୯/୧୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/୧୫,ଆଷାଢ଼ମାସ,କୃଷ୍ଣପକ୍ଷ, ଭୌମବାସ,ତିଥି-ଅମାବାସ୍ୟା ଦିବା ଘ୩/୩୬ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍ । ନକ୍ଷତ୍ର-ପୁନର୍ବସୁ ନକ୍ଷତ୍ର ରାତ୍ରି ଘ୧/୨ମିପର୍ଯ୍ୟନ୍ତ ।କରଣ- ଚତୁଷ୍ପଦକରଣ ପ୍ରାତଃଘ୫/୨୭ମିପର୍ଯ୍ୟନ୍ତ ତଦନ୍ତେ ନାଗକରଣ ଦିବା ଘ୩/୩୬ମି ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଐଶାନ୍ୟକୋଣରେ,ଦିବା ଘ୩/୩୬ମି ପରେ ପୂର୍ବ ଦିଗରେ,ପକ୍ଷାନ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ । ଚନ୍ଦ୍ରଶୁଦ୍ଧି- ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି […]