Browsing yearly archive

2026

ଜଳ ବିଶୋଧନାଗାର ପ୍ଲାଣ୍ଟକୁ ଅରିଲୋ ଗ୍ରାମବାସୀଙ୍କ ବିରୋଧ

କଟକ,୭।୧୦(ଏସଏସନିଉଜ)ବାରଙ୍ଗ ତହସିଲ ଅଧିନସ୍ଥ ରାମଦାସପୁର ରାଜସ୍ୱ ନିରିକ୍ଷକ ମୈାଜାର ଅରିଲୋ ପାହାଡର ୮ଏକର ଜମିରେ ଜଳ ବିଶୋଧନାଗାର ପ୍ଲାଣ୍ଟ ର୍ନିମାଣ ହେବାକୁ ଯାଉଛି। ଏହି କାର୍ଯ୍ୟ କରିବାକୁ ଥିବା ୱାର୍ଟକୋ ବିଭାଗର ଅଧିକାରୀମାନେ ବୁଧବାର ଦିନ ଘଟଣାସ୍ଥଳକୁ ଆସି କୋକ୍ଲିଂ ମେସିନ ନେଇ ସଫା କରିବାକୁ ଆସିଥିବା ବେଳେ ଅରିଲୋ ଗ୍ରାମବାସୀମାନେ ବିରୋଧ କରିଥିଲେ।ଏପରିକି ଜଳ ବିଶୋଧନାଗାର ପ୍ଲାଣ୍ଟ କରିବାକୁ ବିରୋଧ କରିବା ସହ ମେସିନ ଆଗରେ ଛିଡା ହୋଇ ବିରୋଧ କରିଥିଲେ।ପରେ ବାରଂଙ୍ଗ ତହସିଲଦାର ଆସି […]

କାଲି ସକାଳ ୬ରୁ ସନ୍ଧ୍ୟା ୬ ଓଡ଼ିଶା ବନ୍ଦ

ଭୁବନେଶ୍ୱର,୭।୧୦(ଏସଏସନିଉଜ)କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି।INDIA ବ୍ଲକ୍‌ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ଆହ୍ବାନ।ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ପାଇଁ କଲେ ଅପିଲ୍‌।ଘରୋଇ ବସ୍‌, ଟ୍ରକ୍‌ ଓ ଟ୍ୟାକ୍ସି ଆସୋସିଏନ୍‌କୁ ବନ୍ଦ ପାଇଁ ଅପିଲ କଲେ।ଜରୁରୀ ସେବାକୁ ବନ୍ଦ ପାଳନ ବେଳେ ବାଦ ଦିଆଯିବ ବୋଲି କହିଲେ ସାଲୁଜା।ଯେଉଁ ସ୍କୁଲ୍‌ରେ ପରୀକ୍ଷା ଅଛି, ସେମାନଙ୍କୁ ବନ୍ଦ୍‌ରୁ ବାଦ୍‌ ଦିଆଯିବ କହିଲେ।CEC ଜ୍ଞାନେଶ କୁମାରଙ୍କ […]

ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବର ମାସ, ୮ତାରିଖ, ଗୁରୁବାର ।ବାୟୁସେନା ଦିବସ ।ଋତୁ- ଶରତ ଋତୁର (ପ୍ରଥମ ମାସ) ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୨/୩୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୬/୭,ଆଶ୍ୱିନ ମାସ, କୃଷ୍ଣପକ୍ଷ,ବୃହସ୍ପତି ବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୯ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୯/୫୩ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ।ଚନ୍ଦ୍ର- ସିଂହ ଚନ୍ଦ୍ର ରାତ୍ରି ଘ୩/୫୨ମି ପର୍ଯ୍ୟନ୍ତ ତଦନ୍ତେ କନ୍ୟା ଚନ୍ଦ୍ର ।ସୌର ଚଳନେ -କନ୍ୟା ଦିନ ୨୨ ।ଶୁକ୍ଳଯୋଗ ରାତ୍ରି ଘ୨/୫ମି ପର୍ଯ୍ୟନ୍ତ ତଦନ୍ତେ […]

ପୁଣି ଗୋଟିଏ ବାହାନା!

ଭୁବନେଶ୍ୱର, ୬|୧୦(ଏସଏସନିଉଜ) ନନ୍ଦନକାନନରେ ପୁଣି ଏକ ଘଡ଼ିଆଳ କୁମ୍ଭୀର ଛୁଆର ମୃତ୍ୟୁ ହୋଇଛି। କର୍ତ୍ତୃପକ୍ଷ ଏହି ମୃତ୍ୟୁ ‘ଭିସେରାଲ୍ ଗାଉଟ୍’ ଯୋଗୁଁ ହୋଇଛି, ଯାହା ଫଳରେ ‘ହେମୋପେରିକାର୍ଡିୟମ୍’ ସୃଷ୍ଟି ହୋଇଥିଲା ଅର୍ଥାତ୍ ବୃକ୍‌କ ବିଫଳତା ବୋଲି କୁହାଯାଇଛି। ପ୍ରାଣୀବିଶେଷଜ୍ଞ ଙ୍କ ମତରେ, ଭିସେରାଲ ଗାଉଟ୍ ହଠାତ୍ ହେଉଥିବା ରୋଗ ନୁହେଁ। ଏହା ଦୀର୍ଘଦିନ ଧରି ବୃକକ୍ ବିଫଳତା । ନିର୍ଜଳନ ଏବଂ ଖାଦ୍ୟ-ପାଣି ପରିଚାଳନାରେ ତ୍ରୁଟି ଯୋଗୁଁ ହୋଇଥାଏ। ତେବେ ପ୍ରଶ୍ନ ଉଠୁଛି, ଏତେ ଦିନ ଧରି […]

ବେଆଇନ ବାଲି ନେଇ ଆସୁଥିଲେ

କଟକ,୬।୧୦(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ବେଆଇନ ବାଲି ଚାଲାଣ ବିରୁଦ୍ଧରେ ପ୍ରଶାସନର ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଦିନ ବାରଙ୍ଗ ତହସିଲଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଗାଡ଼ିକୁ ଜବତ କରାଯାଇଛି।ଜବତ ହୋଇଥିବା ଗାଡ଼ି ଦୁଇଟିର ନମ୍ବର ହେଉଛି ଓଡି ୦୨ ଏଯେ ୯୬୦୯ ଏବଂ ଓଡି ୦୨ ବିବି ୧୦୩୩ ବୋଲି ଜଣାପଡିଛି। ବିନା ବୈଧ କାଗଜପତ୍ରରେ ବାଲି ପରିବହନ କରୁଥିବା ବେଳେ ତହସିଲଦାରଡ.ତୁଷାର ଜ୍ୟୋତିରଞ୍ଜନଙ୍କ ହାତରେ ଧରାପଡିଥିଲେ। ସୂଚନା […]

ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବରମାସ, ୭ତାରିଖ, ବୁଧବାର, ରାମାନୁଜ ବୈଷ୍ଣବସମ୍ମତ ଏକାଦଶ୍ୟୁପବାସ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୨/୨୦🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୬/୫୭,ଆଶ୍ୱିନମାସ,କୃଷ୍ଣପକ୍ଷ,ପଣ୍ଡିତବାସ, ତିଥି- ଦ୍ବାଦଶୀ ରାତ୍ରି ଘ୧୧/୧୮ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ନକ୍ଷତ୍ର- ମଘା ନକ୍ଷତ୍ର ରାତ୍ରି ଘ୧୦/୨୨ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ସାଧ୍ୟଯୋଗ ପ୍ରାତଃ ଘ୬/୨୦ମି ପର୍ଯ୍ୟନ୍ତ ତଦନ୍ତେ ଶୁଭଯୋଗ କ୍ଷୟ ରାତ୍ରି ଘ୪/୪ମି ପର୍ଯ୍ୟନ୍ତ,କରଣ- କୌଳବକରଣ ଦିବା ଘ୧୨/୨ମି ପର୍ଯ୍ୟନ୍ତ ତଦନ୍ତ ତୈତିଳକରଣ ରାତ୍ରି ଘ୧୧/୧୮ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧୧/୧୮ମିପରେ ଦକ୍ଷିଣ ଦିଗରେ […]

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର, ୬।୧୦(ଏସଏସନିଉଜ)ରାଜ୍ୟ ସରକାର ଓଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ଏହି ଆଧାରରେ କଟକ ଆର୍‌ଡିସି କାର୍ଯ୍ୟାଳୟରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ ଆୟୁକ୍ତ ଶୁଭାଶିଷ ମାନସିଂହଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ,ବିବେକାନନ୍ଦ ସାହୁଙ୍କୁ ଭୁବନେଶ୍ୱରସ୍ଥିତ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନ ଅତିରିକ୍ତ ରିଭିଜନାଲ୍ କୋର୍ଟର ଅତିରିକ୍ତ ଆୟୁକ୍ତ,ବାସୁଦେବ ନାୟକଙ୍କୁ କଟକ ଆର୍‌ଡିସି କାର୍ଯ୍ୟାଳୟର ବନ୍ଦୋବସ୍ତ ଓ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୬ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୧୨/୪୪ ଗତେ ଦ୍ୱାଦଶୀ,ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୧୧/୦୭ ଗତେ ମଘା,ସୂର୍ୟୋଦୟ- ପ୍ରାତଃ ଘ୦୫/ ୪୩/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୦୨,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୨/୪୪ ଗତେ ନୈରୁତକୋଣେ,ମକର ରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା-ଦିବା ଘ୦୧/୦୦ ଗତେ ଘ୦୨/୩୦ ମଧ୍ୟେ,ବାରବେଳା – ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ ମଧ୍ୟେ ଓ ଘ୦୮/୪୧ ଗତେ ଘ୧୧/୧୯ ମଧ୍ୟେ ଓ ରାତ୍ରି […]

ଜଳିଗଲା ଟୁଙ୍ଗି ଘର

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରବିବାର ରାତିରେ ନନ୍ଦନକାନନ ଥାନା ଅଧୀନସ୍ଥ କଣ୍ଟଉଣିଆ ଗ୍ରାମ ମୁଣ୍ଡରେ ଥିବା ଏକ ଟୁଙ୍ଗି ଘର ନିଆ ଲାଗି ଜଳିଯାଇଛି।ଗ୍ରାମ ମୁଣ୍ଡରେ ଏକ ଚାଳ ଘରକୁ ଗ୍ରାମବାସୀ ମାନେ ଟୁଙ୍ଗି ଘର କରି ଭଜନ କୀର୍ତ୍ତନ କରନ୍ତି।ସବୁଦିନ ଭଳି ରବିବାର ସଂଧ୍ୟାରେ ସହଦେବ ପରିଡା ଓ ତାଙ୍କ ସହଯୋଗୀମାନେ ଟୁଙ୍ଗି ଘରେ ଦୀପ ଲଗାଇ ଭଜନ କୀର୍ତ୍ତନ କରିଥିଲେ।ରାତି ୮ଟା ପାଖାପାଖି ଭଜନ ସାରି ଟୁଙ୍ଗିଘର ବନ୍ଦ କରି ଘରକୁ ଆସିଥିଲେ ।ରାତି ସାଢ଼େ ୮ଟା ସୁଦ୍ଧା […]

ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବର ମାସ, ୫ ତାରିଖ, ସୋମବାର।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୧/୪୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୮/ ୩୯ ,ଆଶ୍ୱିନମାସ, କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ଦଶମୀ ରାତ୍ରି ଘ୨/୩୧ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ରାତ୍ରି ଘ୧୨/୧୧ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ନକ୍ଷତ୍ର ।ଶିବ ଯୋଗ ଦିବା ଘ୧୧/୩୦ମି ପର୍ଯ୍ୟନ୍ତ ତଦନ୍ତେ ସିଦ୍ଧି ଯୋଗ, କରଣ- ବାଣିଜ୍ଯକରଣ ଦିବା ଘ୩/୨୮ମି ପର୍ଯ୍ୟନ୍ତ ତଦନ୍ତ ବିଷ୍ଟିକରଣ ରାତ୍ରି ଘ୨/୩୧ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ […]