ଆଜିର ରାଶିଫଳ
ଅକ୍ଟୋବର ମାସ ୧୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ୧୧/୦୯ ଗତେ ଚତୁର୍ଥୀ,ନକ୍ଷତ୍ର- ବିଶାଖା ରାତ୍ରି ଘ୦୨/୧୦ ଗତେ ଅନୁରାଧା,ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/ ୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୦୯,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୧/୦୯ ଗତେ ନୈରୁତକୋଣେ,ମକର ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵିପାଦ ରାତ୍ରି ଘ୦୨/୧୦ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୧୨/୫୯ ଗତେ ଘ୦୨/୨୮ ମଧ୍ୟେ,ବାରବେଳା – ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା […]