Browsing yearly archive

2026

ଫାଟିଗଲା ପିଚୁ…

କଟକ,୧୫।୧୦(ଏସଏସନିଉଜ) ପୂର୍ତ୍ତବିଭାଗ ଡିଭିଜନ -୨ର ଅଧିକାରୀ ମାନଙ୍କ ଖାମଖିଆଲ ଓ ଦାୟିତ୍ବହୀନତା ମନୋଭାବ ଯୋଗୁଁ ସାଧାରଣ ଲୋକ ନାହିନଥିବ ହଇରାଣ ହେଉଛନ୍ତି।ଯାହାର ଉଦାହରଣ ବାରଂଗ ଥାନା ଓ ରେଳ ଓଭରବ୍ରିଜ ମଧ୍ୟ ଭାଗ ବାରଙ୍ଗ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି।ଉକ୍ତ ରାସ୍ତାର ଏକ ପାର୍ଶ୍ୱରୁ ଫାଟ ସୃଷ୍ଟି ହୋଇଥିବାର ଗୁରୁବାର ସକାଳେ ଦେଖିବାକୁ ମିଳିଛି।ସ୍ଥାନୀୟ ଲୋକମାନେ ଆଜି ସକାଳେ ଏହି ଫାଟ ଦେଖିବା ପରେ ସାଧାରଣରେ ଭୟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା।କିଏ।କହିଥିଲା ରାସ୍ତା ଫାଟି ଆଁ […]

ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ

କଟକ,୧୫।୧୦(ଏସଏସନିଉଜ)ବାରଂଗ ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପୁଲିସ ସହଯୋଗରେ ମିଳିତ ଚଢ଼ାଉ ଗୁରୁବାର ଦିନ କରାଯାଇଛି।ବାରଙ୍ଗରେ ବେଆଇନ ଭାବେ ପରିବହନ କରି ଆସୁଥିବା ବାଲି ଓ ଚିପ୍ସ ବୋଝେଇ ୧୦ଟି ଗାଡ଼ିକୁ ଜବତ କରିଛନ୍ତି। ଆଇନ ଅନୁଯାୟୀ ସେମାନଙ୍କଠାରୁ ଫାଇନ ଆଦାୟ କରାଯିବ ବୋଲି ବାରଙ୍ଗ ତହସିଲଦାର ତୁଷାର ଯୌତିରଞ୍ଜନ ସୂଚନା ଦେଇଛନ୍ତି।

ଆଜିର ରାଶିଫଳ

ଅକ୍ଟୋବର ମାସ ୧୬ ତାରିଖ ୨୦୨୬ ମସିହା (ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୦୭/୨୭ ଗତେ ମୂଳା,ଚନ୍ଦ୍ର- ବିଛା ଦିବା ଘ୦୭/୨୭ ଗତେ ଧନୁ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୬/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୪୨, ଯୋଗିନୀ ପଶ୍ଚିମେ,ବିଛା,ଧନୁ ଓ ମୀନରାଶିର ଘାତବାର,ଷଷ୍ଠୀର ଏକୋଡ଼ିଷ୍ଟ ଓ ପାର୍ବଣଶ୍ରାଦ୍ଧ, ଅଦ୍ୟ ତପୋ ଷଷ୍ଠୀ,ମୃତେ ପୁଷ୍କର ଦୋଷ ନ।ସ୍ତି, କାଳବେଳା ଓ ବାରବେଳା – ଦିବା ଘ୦୮/୩୬ ଗତେ ଘ୧୧/୩୧ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୪ ମଧ୍ୟେ ଓ ଘ୦୭/୨୧ ଗତେ ଘ୦୮/୩୫ ମଧ୍ୟେ […]

ଶିଶୁ ମହୋତ୍ସବ ସୁରଭି -୨୦୨୬

ଭୁବନେଶ୍ୱର,୧୪।୧୦(ଏସଏସନିଉଜ)ଆଞ୍ଚଳିକ ସାଧନା କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ବରିମୁଣ୍ଡ କ୍ଳଷ୍ଟରର ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ୮ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।ସେମାନେ ହେଲେ ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ହାଇସ୍କୁଲ ,ବରୀମୁଣ୍ଡ ବାପୁଜୀ ସରକାରୀ ସ୍କୁଲ,କଲ୍ୟାଣପୁର,ଜରିପାଟଣା ,ସିଙ୍ଗଡ଼ା,କେଶୁରା ,କୋରଡକଣ୍ଟା,ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଅତିଥି ଭାବେ ଜମ୍ବେଶ୍ୱର ରଥ,ଗୋପୀନାଥ ଦାଶ, ସୁକାନ୍ତ ରାଉତ,ସୁବ୍ରତ ମହାପାତ୍ର,ଜୟନ୍ତୀ ଦାସ, ଅକ୍ଷୟ ସାହୁ, ସ୍ଵର୍ଣଳତା ସାହୁ, ସୁଜାତା ରାଉତ ,ବିଦ୍ୟାଳୟ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୧୫ ତାରିଖ ୨୦୨୬ ମସିହା (ଗୁରୁବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୦୩/୧୮ ଗତେ ଷଷ୍ଠୀ,ନକ୍ଷତ୍ର- ଜ୍ୟେଷ୍ଠା,ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୩୨, ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୩/୧୮ ଗତେ ପଶ୍ଚିମେ,ତୁଳା ଓ କୁମ୍ଭ ରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ପୁଷ୍କର ଦୋଷ ନ।ସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୧/୧୫ ଗତେ ଘ୦୫/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୧ ମଧ୍ୟେ ଓ ରାତ୍ରି ଘ୦୬/୦୯ ଗତେ ଘ୦୯/୨୦ ମଧ୍ୟେ ଓ […]

ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବର ମାସ, ୧୪ ତାରିଖ, ବୁଧବାର,ମା’ ସମ୍ବଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ ।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୪/୧୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୧/୯,ଆଶ୍ୱିନ ମାସ,ଶୁକ୍ଳପକ୍ଷ,ପଣ୍ଡିତ ବାସ,ତିଥି- ଚତୁର୍ଥୀ ରାତ୍ରି ଘ୧/୬ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ରାତ୍ରି ଘ୪/୪୦ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର ,ଆୟୁଷ୍ମାନଯୋଗ ରାତ୍ରି ଘ୯/୫୬ମି ପର୍ଯ୍ୟନ୍ତ ତଦନ୍ତେ ସୌଭାଗ୍ୟଯୋଗ ।କରଣ- ବାଣିଜ୍ୟକରଣ ଦିବା ଘ୧୨/୧୧ମି ପର୍ଯ୍ୟନ୍ତ ତଦନ୍ତ ବିଷ୍ଟିକରଣ ରାତ୍ରି ଘ୧/୬ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି […]

ରାଜା ମଧୁସୂଦନଦେବ ଡିଗ୍ରୀ କଲେଜ

ଭୁବନେଶ୍ୱର,୧୩।୧୦(ଏସଏସନିଉଜ) ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଅକ୍ଟୋବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ଚାଲିଥିବା ଏନ୍‌ଏସ୍‌ଏସ୍‌ ପୂଜା ସ୍ୱତନ୍ତ୍ର ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଶିବିରର ପ୍ରଥମ ଦିନରେ ଓଡ଼ିଶା ଏସ୍‌ଏନ୍‌ଓ-ତଥା-ଉପସଚିବ ଡ. ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାତଦିନ ମଧ୍ୟରେ ପ୍ରାୟ ୭୦ ଜଣ ସ୍ୱେଚ୍ଛାସେବୀ ପୋଷ୍ୟ ଗ୍ରାମ ଇଞ୍ଜଣାରେ ସାଇବର ସୁରକ୍ଷା, ନିଶା ନିବାରଣ ଓ ବାଳିକା ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏଥିସହ […]

ପିଲା ଶିଖିଲେ ଟ୍ରାଫିକ ପାଠ, ସୁରକ୍ଷା ମନ୍ତ୍ର

ଭୁବନେଶ୍ୱର,୧୩।୧୦(ଏସଏସନିଉଜ) ବଡ଼ମାନଙ୍କୁ ଟ୍ରାଫିକ ନିୟମ ଶିଖାଇବେ ଏବେ ସ୍କୁଲ ପିଲା। ସେବା ସଙ୍କଳ୍ପ ଅଭିଯାନରେ ଆରଟିଓ, ଭୁବନେଶ୍ୱର-୨ର ଅଭିନବ ପ୍ରୟାସ ଏବେ ଚର୍ଚାର ବିଷୟ ପାଲଟିଛି। ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷାର ଦୂତ କରିବା ଲକ୍ଷ୍ୟରେ ମଙ୍ଗଳବାର ଦୁଇଟି ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି। ନନ୍ଦନକାନନ ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନେ ତୂଳୀରେ ଆଙ୍କିଥିଲେ ଦୁର୍ଘଟଣାର ଭୟାବହ ଚିତ୍ର, ଲେଖିଥିଲେ “ବାପା, ହେଲମେଟ ପିନ୍ଧି ଯାଅ” ଭଳି ହୃଦୟସ୍ପର୍ଶୀ ସ୍ଲୋଗାନ। ଶୈଳେନ୍ଦ୍ର ନାରାୟଣ ସରକାରୀ ହାଇସ୍କୁଲରେ ବି […]

ବାଜି ମାରିଲା ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ

କଟକ,୧୩।୧୦(ଏସଏସନିଉଜ) ଆଇଆଇଟି-ଭୁବନେଶ୍ୱର ଦ୍ୱାରା ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଅଶ୍ୱମେଧ-୨୦୨୬ରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରି କଣ୍ଟିଜେନ୍ସ ଟ୍ରଫି ଜିତିଛି। ଏସଏସୟୁ ପୁରୁଷ ବାସ୍କେଟବଲ୍,ପୁରୁଷ ଫୁଟବଲ୍ ଏବଂ ପୁରୁଷ ଖୋ-ଖୋ ପ୍ରତିଯୋଗିତାରେ ଚାମ୍ପିୟନ୍ ହୋଇଛି। ଏଥିସହ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମଧ୍ୟ ଉପବିଜେତା ହୋଇଛି। ଏହି ସାମଗ୍ରିକ ସଫଳତା ଯୋଗୁଁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ କଣ୍ଟିଜେନ୍ସ ଟ୍ରଫି ହାସଲ କରିବାରେ ସମର୍ଥ ହୋଇଛି। ବାସ୍କେଟ୍ ବଲ୍ ଟିମ୍ ତାର ତିନିଟି ଯାକ ପ୍ରତିଯୋଗିତା ଜିତି […]

ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ

ଭୁବନେଶ୍ୱର,୧୨।୧୦(ଏସଏସନିଉଜ)ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ।ଝାଡ଼ଖଣ୍ଡ ପଲାମରୁ ୩ଥରର ସାଂସଦ ଓ ବିଧାୟକ ବ୍ରଜମୋହନ ରାମ।୧୯୯୬,୯୮,୯୯ରେ କ୍ରମାଗତ ସାଂସଦ ଥିଲେ।୧୯୯୧-୯୫ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ଝାଡ଼ଖଣ୍ଡ ବିଜେପି SC ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଥିଲେ ବ୍ରଜମୋହନ।୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି।କେରଳମ୍- ଓମ୍‌ପ୍ରକାଶ ମାଥୁର, ତାମିଲନାଡୁ- ରାଜେନ୍ଦ୍ର ବିଶ୍ୱନାଥ ଆର୍‌ଲେକର,କର୍ଣ୍ଣାଟକ- ସୁଧା ଯାଦବ, ଉତ୍ତାରଖଣ୍ଡ- ଧଳସିଂହ ବିଶେନ,ସିକିମ ରାଜ୍ୟପାଳ ହେଲେ ଦୁଶ୍ୟନ୍ତ ଗୌତମ।