Browsing yearly archive

2026

ରାଜା ମଧୁସୂଦନଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକକ୍ରୀଡ଼ା

ଚନ୍ଦ୍ରଶେଖରପୁର,୭।୧(ଏସଏସନିଉଜ)ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ବୁଧବାର ଉଦଯାପିତ ହୋଇଯାଇଛି।ଦୁଇଦିନ ଧରି ଅନୁଷ୍ଟିତ ବାର୍ଷିକକ୍ରୀଡ଼ାର ମଙ୍ଗଳବାରଦିନ ପ୍ରଥମ ଦିବସରେମା’ ଶିଖରଚଣ୍ଡୀଙ୍କ ମନ୍ଦିରରୁ କ୍ରୀଡ଼ା ମଶାଲକୁ ସମ୍ମାନର ସହ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଆଣି କ୍ରୀଡାଙ୍ଗନରେ ସ୍ଥାପନ କଲାପରେ ବାର୍ଷିକକ୍ରୀଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା। ଉଦଘାଟନର ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତଥା ପୂର୍ବତନ କ୍ରୀଡ଼ା ପରିଷଦର ସଚିବ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଯୋଗଦେଇ ଯୁବ କ୍ରୀଡ଼ାବିତ୍ ମାନଙ୍କୁ […]

ଆଜିର ରାଶିଫଳ

ଜାନୁଆରୀମାସ ୦୮ତାରିଖ୨୦୨୬ମସିହା (ଗୁରୁବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର-ପୁର୍ବା ଫା ଦିବା ଘ୧୨/୫୮ ଗତେ ଉତ୍ତର ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୫୨, ଯୋଗିନୀ ପଶ୍ଚିମେ,ବୃଷରାଶିର ଘାତ ଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆଦ୍ୟ ମୃତେ ଦିବା ଘ୧୨/୫୮ ଗତେ ଏକପାଦ ପୁସ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୩୫ ଗତେ ଘ୦୫/୧୯ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୦୨ ମଧ୍ୟେ ଓ ରାତ୍ରି ଘ୦୫/୦୬ ଗତେ ଘ୦୯/୧୮ ମଧ୍ୟେ ଓ ରାତ୍ରି ଘ୧୧/୪୦ଗତେ ଘ୦୨/୫୫ […]

ନୁଆବନ୍ତରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୭।୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିବା ସହ ସମଗ୍ର ରାଜ୍ୟରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ବାଣପୁର ମାଟିର ଗର୍ବ ଓ ଗୌରବ, ଓଡ଼ିଶାର ପ୍ରଥମ ଶିକ୍ଷା ମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଏହି ଯୋଜନା‌ ବାଣପୁର ମାଟିରୁ ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର କଲ୍ୟାଣପୂର ଓ ବରିମୁଣ୍ଡ ପଞ୍ଚାୟତର ମଧ୍ୟଭାଗ ନୁଆବନ୍ତଗ୍ରାମ ପଡିଆରେଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ […]

ଆଜିର ରାଶିଫଳ

ଜାନୁଆରୀ ମାସ ୦୭ ତାରିଖ ୨୦୨୬ ମସିହା (ବୁଧବାର)ମାଘମାସ- କୃର୍ଷ୍ଣପକ୍ଷ, ତିଥି- ଚତୁର୍ଥୀ ପ୍ରା ଘ୦୬/୪୭ ଗତେ ପଞ୍ଚମୀ,ନକ୍ଷତ୍ର-ମଘା ଦିବା ଘ୧୨/୩୧ ଗତେ ପୁର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୧୨,ଯୋଗିନୀ ନୈରୁତେ ପ୍ରା ଘ୦୬/୪୭ ଗତେ ଦକ୍ଷିଣେ,କର୍କଟ ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଦ୍ୟ ମୃତେ ଏକପାଦ ପୁସ୍କର ଦୋଷ,କାଳବେଳା-ଦିବା ଘ୦୯/୦୯ଗତେ ଘ୧୦/୩୧ ମଧ୍ୟେ, ବାରବେଳା- ଦିବା ଘ୧୧/୫୦ ଗତେ ଘ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୬ ମଧ୍ୟେ ଓ ଘ୦୮/୦୩ […]

ଚାଲିଗଲା ସାମ୍ବାଦିକାଙ୍କ ଜୀବନ

ଭୁବନେଶ୍ୱର,୬।୧(ଏସଏସନିଉଜ)ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେମଙ୍ଗଳବାର ଏକ ଘରୋଇ ବସ୍ ସ୍କୁଟିକୁ ଧକ୍କା ଦେଇଛି।ଯାହାଫଳରେ ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ମୃତ ମହିଳା ସାମ୍ବାଦିକଙ୍କ ନାମ ଶୀଲା ପଟ୍ଟନାୟକ ବୋଲି ଜଣାପଡ଼ିଥିବା‌ବେଳେ ଅନ୍ୟ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରକାଶଯେ,ଏକ ସ୍କୁଟିରେ ଶୀଲା ପଟ୍ଟନାୟକ ନାମକ ମହିଳା ସାମ୍ବାଦିକ ପୁରୀ ଯାଉଥିଲେ। ଏହିସମୟରେ ଜମାଲପୁର ଛକରେ ସ୍କୁଟିର ଚକ ରାସ୍ତାରେ ଥିବା ଏକ ବାଲି ଗଦା ଯୋଗୁ ସ୍ଲିପ୍ ହୋଇଥିଲା। […]

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୬।୧(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ।ଏହା ଘନୀଭୂତ ହେବାନେଇ ପୂର୍ବାନୁମାନ କରିଛି ଆଇଏମଡି। ପୂର୍ବ ବିଷୁବରେଖା ନିକଟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଭାରତ ମହାସାଗର ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।କିନ୍ତୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଆଡକୁ ଗତି କରିବ ବୋଲି ଆଶା କରିଛି ପାଣିପାଗ ବିଭାଗ।

ଆଜିର ରାଶିଫଳ

ଜାନୁଆରୀ ମାସ ୦୬ ତାରିଖ ୨୦୨୬ ମସିହା (ମଙ୍ଗଳବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୦୮/୧୨ ଗତେ ଚତୁର୍ଥୀ,ନକ୍ଷତ୍ର-ଅଶ୍ଳେଷା ଦିବା ଘ୦୧/୦୬ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୧୪, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୩୨,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୮/୧୨ ଗତେ ନୈରୁତେ,ମକର ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଦ୍ୟ ମୃତେ ଏକପାଦ ପୁସ୍କର ଦୋଷ,କାଳବେଳା-ଦିବା ଘ୦୧/୧୪ଗତେ ଘ୦୨/୩୬ ମଧ୍ୟେ,ବାରବେଳା- ଦିବା ଘ୦୭/୪୮ ଗତେ ଘ୦୯/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୬ ମଧ୍ୟେ ଓ ଘ୦୯/୧୧ ଗତେ ଘ୧୨/୦୨ […]

ଆଜିର ରାଶିଫଳ

ଜାନୁଆରୀମାସ ୦୫ତାରିଖ ୨୦୨୬ମସିହା (ସୋମବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ ୧୦/୦୮ ଗତେ ତୃତୀୟା,ନକ୍ଷତ୍ର-ପୂଷ୍ୟା  ଦିବା  ଘ୦୨/୧୫ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୦୨,ଯୋଗିନୀ  ଉତ୍ତରେ ଦିବା ଘ୧୦/୦୮ ଗତେ ଅଗ୍ନି କୋଣେ,ମିଥୁନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଦ୍ୟ ମୃତେ  ଦିବା ଘ୧୦/୦୮ମଧ୍ୟେ ଏକପାଦ ପୁସ୍କର ଦୋଷ, କାଳବେଳା-ଦିବା ଘ୦୭/୪୭ ଗତେ ଘ୦୯/୧୦ ମଧ୍ୟେ,ବାରବେଳା- ଦିବା ଘ୦୨/୩୩ ଗତେ ଘ୦୩/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା  ଘ ୦୭/୪୬ ମଧ୍ୟେ ଓ   ଘ୦୯/୩୯ ଗତେ ଘ୧୨/୦୨ ମଧ୍ୟେ […]

ଆଜିର ରାଶିଫଳ

ଜାନୁଆରୀମାସ ୦୪ତାରିଖ ୨୦୨୬ମସିହା (ରବିବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ପ୍ରତିପଦ ଦିବା ଘ ୧୨/୪୪ଗତେ ଦ୍ଵିତୀୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୪୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୩୪ ,ଯୋଗିନୀ ପୂର୍ବେ ଦିବା ଘ୧୨/୪୪ ଗତେ ଉତ୍ତରେ ,ମେଷରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୧୦/୨୭ଗତେ ଘ୦୧/୧୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ ଗତେ ଘ୦୯/୩୮ମଧ୍ୟେ ଓ ଘ୦୧/୧୨ ଗତେ ଘ୦୪/୦୨ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୦୯/୧୬ମଧ୍ୟେ ,ବିଶୁଦ୍ଧ […]

ମାର୍ଚ୍ଚ ପ୍ରଥମ ସପ୍ତାହରୁ ପଞ୍ଚମ ଓ ଅଷ୍ଟମରେ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର,୩।୧(ଏସଏସନିଉଜ)ଏବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା କରାଯାଇ ପାସ୍, ଫେଲର ବ୍ୟବସ୍ଥା ରହିବ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ଓ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କର ସମେଟିଭ୍ ଆସେସ୍ମେଣ୍ଟ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହୋଇମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ଘୋଷଣା ହେବ ।ଏହାପରେ ପରୀକ୍ଷାରେ ଫେଲ୍ କିମ୍ବା କମ୍ ମାର୍କ ରଖିଥିବା ପିଲାଙ୍କର ପ୍ରତିକାର କାର୍ଯ୍ୟକ୍ରମ କରାଯିବଏପ୍ରିଲ୍ ତୃତୀୟ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ଚତୁର୍ଥ ସପ୍ତାହରେ […]