Browsing yearly archive

2026

ରାଜ୍ୟସ୍ତରୀୟ ମରିଚିଆ କପ ଫୁଟବଲ

ଭୁବନେଶ୍ୱର,୧୦ା୧(ଏସଏସନିଉଜ)ମରିଚିଆ ଖେଳ ପଡ଼ିଆରେ ୟୁଥ ସ୍ପୋର୍ଟସ କ୍ଲବ ପକ୍ଷରୁ ଆୟୋଜିତ ୩୦ତମ ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଶନିବାର ଥିଲା ଚତୁର୍ଥ ଦିବସ।ଏଥିରେ ସମସ୍ତ ବିଭାଗର ଲିଗ ମ୍ୟାଚ ଅନୁଷ୍ଟିତ ହୋଇଥିଲା।ଆଜି ଚତୁର୍ଥ ଦିବସର ଗ୍ରୁପ (ଡ଼ି)ର ପ୍ରଥମ ମ୍ୟାଚ ଗୋଠପୁର ସହିତ ଆମଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚରେ ଗୋଠପୁର ୩-୧ ଗୋଲରେ ବିଜୟଲାଭ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟର ଗ୍ରୁପ(ଡ଼ି)ର ଅନ୍ତିମ ମ୍ୟାଚ ଭାବରେ ବେଲଗଛିଆ ସହିତ କୃଷକବନ୍ଧୁ କ୍ଲବ ତଣ୍ଡିକଣା ମଧ୍ୟରେ ଅନୁଷ୍ଠିତ […]

ଚୋରିକରି ବନ୍ଧାହେଲେ ଯୁବକ

ଭୁବନେଶ୍ୱର,୧୦ା୧(ଏସଏସନିଉଜ)ଚନ୍ଦକା ଥାନା ମେଣ୍ଢାଶାଳ ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ଭିତରେ ସଟରିଂ ପାଇପି ଚୋରି କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ତଳେଶ୍ୱର୍ ଗ୍ରାମର ମିଟୁ ଗିରି (୨୬)ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ , ଶନିବାର ଦିନ ଦୁଇପହରରେ କିଛି ଅସାମାଜିକ ବ୍ୟକ୍ତି ସଟରିଂ ପାଇପ୍ ଚୋରି କରିବା ଉଦ୍ଦେଶ୍ୟରେ ଉକ୍ତ ଫାଣ୍ଡି ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍‌ରେ ପ୍ରବେଶ କରିଥିଲେ । […]

ଦେଶୀ ମଦ ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୧୦ା୧(ଏସଏସନିଉଜ) ଦାମୀ ଗାଡ଼ିରେ ଦେଶୀମଦ ଚୋରାଚାଲାଣ ହେଉଥିବାବେଳେ ମାଡ଼ି ବସିଲା ଚନ୍ଦକା ଥାନା ପୋଲିସ। ସେମାନଙ୍କଠାରୁ ଏକକାର ଜବତ ସହିତ ଏକ ମାରଣାସ୍ତ୍ର ଜବତ କରି ଦୁଇମହିଳାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଉକ୍ତଥାନା ଅଧୀନରେ ସିମିଳିପାଟଣା ଅଞ୍ଚଳର ମିତାଭୋଇ (୨୪) ଓ ମାନିଭୋଇ(୫୦) ବୋଲି ସୂଚନା ମିଳିଛି । ଏବଂ ଘଟଣା ସ୍ଥଳରୁ ଗାଡ଼ିକୁ ଛାଡି ଦୁଇଜଣବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି । ସୂଚନାଯୋଗ୍ୟଯେ , ଶନିବାରଦିନ ଚନ୍ଦକା ପୋଲିସ ଦିନ ୧୧ […]

ଆଜିର ରାଶିଫଳ

ଜାନୁଆରୀ ମାସ ୧୧ ତାରିଖ ୨୦୨୬ ମସିହା (ରବିବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୧୦/୦୪ ଗେତେ ନବମୀ ,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୬/୪୫ ଗତେ ସ୍ୱାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୦୪ ,ସୂର୍ଯ୍ୟାସ୍ତ – -ସନ୍ଧ୍ୟା ଘ୦୫/୨୧/୪୨ ,ଯୋଗିନୀ ଐଶାନ୍ୟେ ଦିବା ଘ ୧୦/୦୪ ଗେତେ ପୂର୍ବେ ,ମେଷ ରାଶିର ଘାତବାର ,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଦ୍ୟ ମୃତେ ଏକପାଦ ପୁସ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୧୦/୩୦ ଗତେ ଘ୦୧/୧୩ ମଧ୍ୟେ […]

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା, ୧୦।୧(ଏସଏସନିଉଜ)ରାଉରକେଲାର ରଘୁନାଥପାଲିରେ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣବେଳେ କଂସର ଅଚଂଳରେ ବିମାନ କ୍ରାସ୍ ହୋଇଛି । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରକାସଯେ,ଶନିବାର ଦକ୍ଷିଣ ରାଉରକେଲାର କଂସର ଅଚଂଳରେ ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଦୁର୍ଘଟଣା […]

ମରିଚିଆ କପ-୨୦୨୬

ଭୁବନେଶ୍ୱର,୯।୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ଖେଳପଡ଼ିଆରେ ଆରମ୍ବ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ ମରିଚିଆକପ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଥିଲା ତୃତିୟଦିବସ।ତୃତିୟ ଦିବସରେ ଜୟପୁର ତୃତୀୟଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି।ଶୁକ୍ରବାର ଗ୍ରୁପ (ସି)ର ପ୍ରଥମମ୍ୟାଚ ଜୟପୁର ସହିତ ଉସୁମା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜୟପୁର ୧-୦ ଗୋଲରେ କ୍ବାଟରକୁ ଉତ୍ତିର୍ଣ୍ଣ ହୋଇଥିବା ବେଳେ ପରବର୍ତ୍ତୀ ସେହି ଗ୍ରୁପ (ସି)ର ମ୍ୟାଚ ନରଣପୁର ସହିତ ତାରଜନ କ୍ଲବ (କଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ […]

ଆଜିର ରାଶିଫଳ

ଜାନୁଆରୀମାସ ୧୦ତାରିଖ ୨୦୨୬ମସିହା (ଶନିବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ ୦୮/୦୬ଗେତେ ଅଷ୍ଟମୀ ,ନକ୍ଷତ୍ର-ହସ୍ତା ଦିବା ଘ୦୪/୦୯ ଗତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୫୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୦୨ ,ଯୋଗିନୀ ବାୟବ୍ୟେ ଦିବା ଘ ୦୮/୦୬ ଗେତେ ଐଶାନ୍ୟେଞ୍ଚ ,ବୃଷରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଆଦ୍ୟ ମୃତେ ଦ୍ଵୀପାଦ ଦିବା ଘ୦୮/୦୬ ଗତେ ଏକପାଦ ପୁସ୍କରଦୋଷ ,କାଳବେଳା-ଦିବାଘ୦୭/୫୦ ମଧ୍ୟେ ଓ ଘ୦୩/୫୭ ଗତେ ଘ୦୫/୨୦ମଧ୍ୟେ ,ବାରବେଳା- ଦିବା ଘ୦୧/୧୭ଗତେ ଘ୦୨/୪୦ମଧ୍ୟେ […]

ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଘାଟିତ

କଟକ,୮।୧(ଏସଏସନିଉଜ) ଚାଷକାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଚାଷୀଙ୍କ କଷ୍ଟ କମିବ ଓ ଉତ୍ପାଦ ବୃଦ୍ଧି ପାଇବ । କଟକ ବାଲିଯାତ୍ରା ପଡିଆରେ ଶୁକ୍ରବାର ଦିନ ଉଦଘାଟିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । କଟକସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃଷକମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବାକୁ ପ୍ରୋତ୍ସାହିତ କରିଥିଲେ । ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଅଧିକ ଦୃଢ […]

ଜିଲ୍ଲାର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତିସମ୍ପନ୍ନ ଗାଁ

କଟକ,୮।୧(ଏସଏସନିଉଜ)କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଓଲବ ଓ ଦେବଭୂମି ଗ୍ରାମ ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଭାବେ ପରିଚୟ ଲାଭ କରିଛି ।ଶୁକ୍ରବାର ଦିନ ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ଓ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ଦୁଇଟିଗାଁର ସମ୍ପୂର୍ଣ ସୌରଶକ୍ତିକରଣ ପ୍ରକଳ୍ପକୁ ଉଦ୍ଘାଟନ କରିବା ସହ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଛନ୍ତି । ପିଏମ ସୂର୍ଯ୍ୟ ଘର ଯୋଜନା ଦ୍ୱାରା ସମସ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ […]

ଆଜିର ରାଶିଫଳ

ଜାନୁଆରୀ ମାସ ୦୯ ତାରିଖ ୨୦୨୬ ମସିହା (ଶୁକ୍ରବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର-ଉତ୍ତର ଫା ଦିବା ଘ୦୨/୧୦ ଗତେ ହସ୍ତା,ସୁର୍ୟୋଦୟ- ପ୍ରାତଃ ଘ୦୬/୨୭/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୨୦/୧୨,ଯୋଗିନୀ ବାୟବ୍ୟେ, ବୃଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଆଦ୍ୟ ମୃତେ ଦିବା ଘ୦୨/୧୦ ଗତେ ଏକପାଦ ପୁସ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୯/୦୭ ଗତେ ଘ୧୦/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୭/୧୫ ମଧ୍ୟେ ଓ ଘ୦୮/୦୨ ଗତେ ଘ୦୯/୦୬ ମଧ୍ୟେ ଓ ଘ୧୨/୫୦ଗତେ ଘ୦୪/୦୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]