୨୪ କେଜି ଗଞ୍ଜେଇ ସହ ୩ ଗିରଫ

ଜଟଣୀ, ୧୪/୮(ଏସଏସନିୟୁଜ) ଖୋର୍ଦ୍ଧା ରୋଡ ଆରପିଏଫ ଅଚାନକ ଚଢଉ କରି ୨୪ କେଜି ଗଞ୍ଜେଇ ଜବତ କରିବାସହ ଶିବାଜୀ ଯାଦବ, ଚନ୍ଦ୍ରଶେଖର କୁମାର ଓ ମନ୍ଦନ କୁମାର ନାମକ ଯୁବକକୁ ଗିରଫ କରିଛି ।ଏହାସହ ସେମାନଙ୍କଠାରୁ ନଗଦ ୪୫ ହଜାର ଟଙ୍କା ସହ ୪ଟି ମୋବାଇଲ ଜବତ କରି ଅଧିକ ଖୋଳତାଡ ଆରମ୍ଭ କରିଛି ।

Comments (0)
Add Comment