୨ଜୀବନ୍ତ ବଜ୍ରକପ୍ତା ଉଦ୍ଧାର

ବୌଦ୍ଧ,୨୩।୩(ଏସଏସନିଉଜ)ବୌଦ୍ଧରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ୨ଟି ଜୀବନ୍ତ ବଜ୍ରକପ୍ତା ଉଦ୍ଧାର କରିବାସହ ୨ ଜଣଙ୍କୁ ଗିରଫ କରାଯାଇଛି।ରାକେଟ ଲିଙ୍କ୍‌ ନେଇ ୨ଜଣକୁ ଜେରା କରାଯାଉଛି।ଗତ କିଛିଦିନ ତଳେ ବାଘଛାଲ ଓ ହରିଣଛାଲ ଜବତ ହୋଇଥିଲା।

Comments (0)
Add Comment