୪୫ ହଜାର କେଜି ମହୁଲ ପୋଚନଷ୍ଟ କଲା ଅବକାରୀ ବିଭାଗ

ରାଉରକେଲା, ୨୫/୭(ଏସଏସନିୟୁଜ) ଦେଶୀ ମଦ ରନ୍ଧା ଶାଳରେ ଅତର୍କିତ ଚଢ଼ଉ କରି ବହୁ ପରିମାଣର ମହୁଲ ପୋଚ, ଦେଶୀ ମଦ ଜବତ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ , ରାଉରକେଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାଡ୍ ।ଏହି ଦଳ ମିଳିତଭାବେ ବୀରମିତ୍ରପୁର ଓ ବିଶ୍ରା ଥାନା ଅନ୍ତର୍ଗତ କରିଛାପଲ, ଲାଙ୍କୋଇ, ଟଙ୍କ‌ଟୋଲି ଆଦି ଗ୍ରାମ‌ରେ ଚଢ଼ଉ କରିଦେଶୀ ମଦ ରନ୍ଧାଶାଳରୁ ୧୨ଶହ ଲିଟର ଦେଶୀ ମଦ ଜବତ କରିବାସହ ପ୍ରାୟ ୪୫ ହଜାର କେଜି ମହୁଲ ପୋଚକୁ ନଷ୍ଟ କରିଥିଲେ ।ଏହି ଘଟଣାରେ ଲତିକା କୁମ୍ଭାର ନାମକ ବ୍ୟକ୍ତିକୁ ଗିରଫ ମଧ୍ୟ କରିଛି ଏହି ଦଳ ।

Comments (0)
Add Comment