ମାଲକାନଗିରି,୩।୭(ଏସଏସନିଉଜ) ସୁରକ୍ଷା ବାହିନୀଙ୍କ ଗୁଳିରେ ୫ ନକ୍ସଲ ମୃତୁବରଣ କରିଛନ୍ତି। ଛତିଶଗଡ଼- ମହାରାଷ୍ଟ୍ର ସୀମାନ୍ତରେ ନକ୍ସଲ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେବଡ଼ ଧରଣର ଗୁଳିବିନିମୟ ହୋଇଥିଲା। DRG, ITBP, STF ଓ BSF ଯବାନଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ବସ୍ତର ଆଇଜିଙ୍କ ପକ୍ଷରୁ ସୂଚନା ରହିଛି।