ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢ଼ା

ପୁରୀ,୩/୭(ଏସ ଏସ ନିଉଜ) ମହାପ୍ରସାଦ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଆଡ଼ପ ଅବଢ଼ା ପାଇଲେ ଭକ୍ତ ।ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।ଦୁଇ ବର୍ଷ ଧରି ଭକ୍ତ ଆଡପ ଦର୍ଶନରୁ ବଂଚିତ ହୋଇଥିବାରୁ ଆଜି ପ୍ରବଳ ହେଲା ଗହଳି ।ଭକ୍ତମାନେ ମହାପ୍ରଭୁଙ୍କ ଆଡପ ଅଭଡା ପାଇ ବେସ୍ ଆନନ୍ଦିତ ହୋଇ ଉଠିଛନ୍ତି ।କାହିଁକି ନା କରୋନା ପାଇଁ ଦୀର୍ଘ ଦୁଇବର୍ଷ ପରେ ଆଜି ଆଡପ ଅଭଢା ବାହାରିଛି ।

Comments (0)
Add Comment