ଅଧାରେ ଅଟକିଲା ଟ୍ରେନ୍

ବାରିପଦା,୨୦/୯(ଏସଏସ ନିଉଜ)କୁଡ୍‌ମୀ ଜାତିକୁ ପୁନଃ ଜନଜାତି ମାନ୍ୟତା ଦାବିରେ ରେଳରୋକ କରିଛନ୍ତି ଲୋକ।
ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନ୍‌ରେ ରେଳରୋକ ହୋଇଛି।ଫଳରେ ଅଧାରେ ଅଟକିଲା ବାଙ୍ଗିରି ପୋଷି-ଭୁବନେ ଶ୍ୱର ସୁପରଫାଷ୍ଟ ଟ୍ରେନ୍ ।ବାରିପଦା-ସାଲିମାର ଟ୍ରେନ୍ ମଧ୍ୟ ଅଧାରେ ଅଟକି ରହିଛି।

Comments (0)
Add Comment