ଏମ୍‌ସରେ ପହଁଚିଲା ଏକମୋ ମେଶିନ

ଭୁବନେଶ୍ୱର,୧/୭(ଏସଏସନିୟୁଜ)ଏମ୍‌ସରେ ପହଁଚିଛି ଏକମୋ ମେସିନ ।ଜୁଲାଇ୧୫ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ଦ୍ୱତୀୟ ମେସିନ ମଧ୍ୟ ଖୁବଶିଘ୍ର ଆସିବ ବୋଲି ଏମ୍‌ସଅଧିକ୍ଷକ ସଚିଦାନନ୍ଦମହାନ୍ତି ସୁଚନା ଦେଇଛନ୍ତି ।ମହାମାରୀ କରୋନାପାଇଁ ଏକାମୋ ଚିକିସ୍‌ା ଆବଶ୍ୟକତା ପଡୁଥିବାରୁ ଏୟାରଲିଫ୍ଟି କରାଯାଇ ବହୁରୋଗୀଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରିବାକୁ ପଡୁଥିଲା ।ଏବେ ଏହି ବ୍ୟୟବହୁଳ ସେବାପାଇଁ ରାଜ୍ୟବାହାରକୁ ଯିବାକୁ ପଡିବ ନାହିଁ । ଏମ୍‌ସରେ ଏହି ସୁବିଧା ମିଳିବ ବୋଲି ଅଧିକ୍ଷକ କହିଛନ୍ତି ।

Comments (0)
Add Comment