ମାଲକାନଗିରିରେ ସରିଲା ପକ୍ଷୀଗଣନା

ମାଲକାନଗିରି,୧୨।୧(ଏସଏସ ନିଉଜ)ମାଲକାନଗିରି ବନଖଣ୍ଡ ତରଫରୁ ଶୃଙ୍ଖଳିତ ଭାବେ ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି । ୯ ଗୋଟି ସ୍ଥାନରେ ୧୦ଟି ଟିମକୁ ନେଇ ପକ୍ଷୀଗଣନା କରାଯାଇଥିଲା । ପକ୍ଷୀଗଣନାରୁ ମୋଟ ୪୪ ପ୍ରଜାତିର ୧୪,୨୩୦ ପକ୍ଷୀ ଥିବା ଆକଳନ କରାଯାଇଛି । ସେଥିମଧ୍ୟରୁ ୩୨ ପ୍ରଜାତିର ବିଦେଶୀ ପକ୍ଷୀ ରହିଥିବା ସୂଚନା ମିଳିଛି।

Comments (0)
Add Comment