ନରସିଂହପୁରରୁ ଧରାହେଲା ଚୋରା ଦେଶୀ ବନ୍ଧୁକ ,ଗିରଫ ହେଲେ ଶିକାରୀ
ନରସିଂହପୁର ୧୦/୫(ଏସ ଏସ ନିୟୁଜ)ନରସିଂହ ପୁର ବନବିଭାଗ ଜଙ୍ଗଲରୁ ଶିକାର କରି ଘରେ ବ୍ୟବସାୟ କରିବାକୁ ଉଦ୍ୟମ କରୁଥିବାବେଳ ଶିକାରୀ ସହ ମାଂସ ଓ ବନ୍ଧୁକ କୁ ଜବତ କରିଛି।କଟକ ଜିଲ୍ଲା ନରସିଂହପୁର ବନବିଭାଗ ର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ ରେଞ୍ଜ ରୁ କୁଟୁରା କୁ ମାରି ବାଲିକିଆରୀ ଗ୍ରାମର ସତ୍ୟବାଦୀ ବେହେରା ନିଜ ଘରେ ବ୍ୟବସାୟ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ନରସିଂହପୁର ପଶ୍ଚିମ ବନାଞ୍ଚଳର କର୍ମଚାରୀ ମାନେ ୧୦କେଜି କୁଟୁରା ମାଂସ […]