Browsing author

SATYA SANDHANA DESK

ଆଜିର ରାଶିଫଳ

ମେଷ-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷ-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, […]

ନଦୀରେ ପଡୁଛି ମୃତଦେହ-ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ବର,୯/୫(ସତ୍ୟସନ୍ଧାନ ଡେସ୍କ)ସମଗ୍ର ଦେଶରେ କରୋନାର କରାଳଗ୍ରାସ ଯୋଗୁ ଭୟ ସୃଷ୍ଟି ହୋଇଥିବାବେଳେ ଏହି ସମୟରେ କିଛିଲୋକ ମାନବିକତାକୁ ଭୁଲିଯାଉଛନ୍ତି ।ଦେଶରେ କରୋନା କବଳରେ ମୃତ୍ୟୁସଂଖ୍ୟା ବଢୁଥିବାବେଳେ କରୋନା ମଧ୍ୟ ମାନବିକତାକୁ ହତ୍ୟା କରୁଛି,ଯାହା ବିହାରର କାତିହାରରେ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ କର୍ମଚାରୀମାନେ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ଏକ ମୃତଦେହକୁ ନଦୀ ଉପରେ ପକାଇଦେଇ ପଳାଇଆସିବାର ଭିଡିଓ ଦିନକୁ ଦିନସେହି ଅଞ୍ଚଳରେ  ଭାଇରାଲ ହୋଇଛି ।ଯେଉଁଥିରେ ଦେଖାଯାଏ ଯେ କରୋନାରେ  ମୃତ୍ୟୁ ପରେ ଶରୀରକୁ ଆମ୍ବୁଲାନ୍ସ […]

ଆଜି ବାରଙ୍ଗରୁ୧୮

ବାରଙ୍ଗ,୯/୫(ଏସଏସନିୟୁଜ)କଟକ ଉପକଣ୍ଠ ବାରଙ୍ଗବ୍ଲକଅଧିନରେ ଥିବା ଗ୍ରାମମାନଙ୍କରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମ ନାହିଁ ।ପ୍ରତିଦିନ ସଂକ୍ରାମିତଙ୍କ ସଂଖ୍ୟା ବଢୁଥିବାବେଳେ ରବିବବାରଦିନ ଟିକେ କମ ରହି ୧୮ରେ ପହଁଚିଛି ।ଏହି ନୁଆଆକ୍ରାନ୍ତଙ୍କ ମଧ୍ୟରେ ବେଲଗଛିଆରେ ୩,ଦାଢାପାଟଣାରେ ଜଣେ,ଖଲର୍ଦାରେ୨ଜଣ, କୋରକୋରାରେ ୩ଜଣ, ନରାଜମାର୍ଥାପୁର ରେ୨ଜଣ, ରାମଦାସପୁର, ଶାଇଁଶୋ, ଉସୁମା ପଂଚାୟତରେ ଜଣେଜଣେ ଆକ୍ରାନ୍ତ ହୋଇଥିବାର ବାରଙ୍ଗବ୍ଲକ ବିଡିଓ ପ୍ରଭାକରପଣ୍ଡା ସୁଚନା ଦେଇଛନ୍ତି ।ତେବେ ଶନିବାରଦିନ ୧୧ଟି ପଂଚାୟତରୁ ଉଷୁମା ପଞ୍ଚାୟତରୁ ୩,ଶ୍ରିବନ୍ତପୁର ପଞ୍ଚାୟତରୁ ୨, ରାମଦାସପୁର ପଞ୍ଚାୟତରୁ ୩, ବେଲଗଛିଆ […]

ରାଜ୍ୟରେ ସୁସ୍ଥହେଲେ ୮୫୪୧, ଭୁବନେଶ୍ୱରରେ ନୂଆ ପଜିଟିଭ ୧୦୮୪

ଭୁବନେଶ୍ୱର,୯/୫(ଏସଏସନିୟୁଜ) ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୦୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୭୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୯୦୬ ଜଣ ସୁସ୍ଥ ହୋଇଥିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ସେହିଭଳିଭାବେ ଆଜି ରାଜ୍ୟରେ ପୁଣି ୮୫୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିାବବେଳେ ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ୧୩୮୩ଜଣ ସୁସ୍ଥ ହୋଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ୧୨୦, ପୁରୀ ୫୩୦, କେନ୍ଦୁଝର ୧୬୧, କେନ୍ଦ୍ରାପଡ଼ା […]

ପଦ୍ମବିଭୂଷଣ ରଘୁନାଥମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ।

ଭୁବନେଶ୍ୱର ,୯/୫(ଏସଏସନିୟୁଜ)ବିଶିଷ୍ଟ ଭାସ୍କର‌୍ୟ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରା କୁ ବିଶ୍ବବ୍ୟାପୀ କରିଥିଲେ ।ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେ […]

ଆଉ ଭୋକିଲା ରହିବେନି ବୁଲାଗାଈ,କୁକୁର

ଭୁବନେଶ୍ୱର୯/୫(ଏସଏସନିୟୁଜ) ଲକ୍ ଡାଉନ୍ରେ ଆଉ ଭୋକିଲା ରହିବେନି ବୁଲା ଗାଈ ଗୋରୁ କୁକୁର ।ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । କରୋନାପାଇଁ ଲକ ଡାଉନ ହୋଇଥିବାବେଳେ ବୁଲା ଗାଈ ଗୋରୁ କୁକୁରମାନେ ଖାଇବାକୁ ନେଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଥକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ […]

ଆସାମ ମୁଖ୍ୟମନ୍ତ୍ରୀହେବେ ହିମନ୍ତ ବିଶ୍ଵଶର୍ମା

ଭୁବନେଶ୍ୱର,୯/୫(ଏସଏସନିୟୁଜ) ରବିବାର ଗୁଆହାଟିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ବିଧାୟକ ଦଳ ନେତା ଭାବେ ମଧ୍ୟ ନିର୍ବାଚିତ କରାଯାଇଛି ।ଫଳରେ ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ହେବାକୁ ଯାଉଛନ୍ତି । ବିଧାୟକ ଦଳ ବୈଠକ ହେବା ପୂର୍ବରୁ ରବିବାର ଦିନ ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ […]

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର

ନୀଳଗିରି,୯/୫(ଏସଏସନିୟୁଜ) ଆଜି କେନ୍ଦ୍ରମନ୍ତ୍ରୀଙ୍କ ଗାଡିସହ ଏକ ଟ୍ରାକ୍ଟର ଧକ୍କାହେବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଡ୍ରାଇଭର, ପିଏ, ପିଏସଓ ଆହତ ହୋଇଛନ୍ତି । ନୀଳଗିରି-ସେରଗଡ ଓ ଉଦଳା ରାଜ୍ୟ ରାଜପଥ ନିକଟ ପୋଡାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଛି ।ତେବେ ଟ୍ରାକ୍ଟରଟି ଆସି ହଠାତ ମନ୍ତ୍ରୀଙ୍କ ଗାଡିକୁ ବାଡେଇଦେଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା ।ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ମୁହଁ, ନାକ, ଗୋଡ଼ରେ କ୍ଷତ ହୋଇଛି। ଦୁର୍ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ହସ୍ପିଟାଲ ନିଆଯାଇ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି […]

କରୋନା ଆକ୍ରାନ୍ତ-ଦେଶରେ୪ଲକ୍ଷ,ରାଜ୍ୟରେ୧୦ହଜାରେ

ଭୁବନେଶ୍ୱର,୯/୩(ଏସଏସନିୟୁଜ)ଦେଶରେ କରୋନା ସଂକ୍ରାମଣ ସଂଖ୍ୟା ବଢୁଥିବାବେଳେ ଲଗାତାର ୪ ଲକ୍ଷ ଅତିକ୍ରମ କରୁଛି। ୨୪ ଘଣ୍ଟାରେ ୪,୦୩,୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ପଜିଟିଭ ସଂଖ୍ୟା ୨,୨୨,୯୬,୪୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪,୦୯୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୨,୩୬୨ରେ ପହଞ୍ଚିଛି। ଦିନକରେ ୩,୮୬,୪୪୪ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୮୩,୧୭,୪୦୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର […]

ଆଜିର ଅନୁଚିନ୍ତା

➡️”ଆପଣଙ୍କ ଲୁହକୁ ଏତେ ଦାମୀ କରିଦିଅନ୍ତୁ ଯେପରି କି କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ , ଆଉ ଆପଣଙ୍କ ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେପରି କି ଏହା ସମସ୍ତଙ୍କୁ ମାଗଣାରେ ମିଳିଯିବ ! ➡️”ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ ! ➡️”ମଣିଷର କଥା କହିବାର ଶୈଳୀ ତାର ସଂସ୍କାରକୁ ପ୍ରକାଶ କରିଥାଏ , ନହେଲେ […]