ବାରଙ୍ଗରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ
ବାରଙ୍ଗ୨୯/୪(ଏସଏସନିୟୁଜ)କମିଶନରେଟ ପୋଲିସର ୱାଣ୍ଟେଡ ଥିବା ଦୁର୍ଦାନ୍ତ ଅପରାଧୀ ଶେଖ୍ ବାବୁ କୁ ବାରଙ୍ଗ ନିକଟରେ ପୋଲିସ ଏନକାଉଣ୍ଟର କରିଛି।ଏଥିରେ ବାବୁ ର ବାମ ଗୋଡ଼ରେ ଗୁଳି ବାଜିଛି।ସେଠାରୁ ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନା ରେ ଭର୍ତି କରାଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ଶେଖ୍ ବାବୁ ଗ୍ୟାଙ୍ଗଷ୍ଟର ସକିଲ ର ଡାହାଣ ହାତ ଥିବା ପୋଲିସ ସୂଚନା ଦେଇଛି।ପୂର୍ବରୁ ବାବୁ ନାମରେ କଟକର ବିଭିନ୍ନ ଥାନା ରେ ୨୧ ଟି ଅପରାଧିକ ମାମଲା ରୁଜୁ ହୋଇଛି।ତେବେ ଆଜି […]