Browsing author

SATYA SANDHANA DESK

କ୍ରାଇମବ୍ରାଞ୍ଚରେ ହାଜର ହେଲେ ୩ ଅଧିକାରୀ

ଭୁବନେଶ୍ୱର,୧୦।୧୦(ଏସଏସନିଉଜ)କ୍ରାଇମବ୍ରାଞ୍ଚରେ ହାଜର ହେଲେ `ବଣିକ୍‌’ କୋଚିଂ ସେଣ୍ଟରର ୩ ଅଧିକାରୀ।ଏଚଆର ଆଡ୍‌ମିନ, ଆକାଉଣ୍ଟ୍ ମ୍ୟାନେଜର, ମାର୍କେଟିଂ ମ୍ୟାନେଜରଙ୍କୁ ହାଜର ହେବାକୁ ନୋଟିସ୍‌ କରିଥିଲା କ୍ରାଇମବ୍ରାଞ୍ଚ୍‌ ।ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ନୋଟିସ୍‌ କରିଥିଲା କ୍ରାଇମବ୍ରାଞ୍ଚ୍‌।

CBI ଜାଲରେ RPF ହାବିଲଦାର

ଭୁବନେଶ୍ୱର,୧୦।୧୦(ଏସଏସନିଉଜ)CBI ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର RPF ହାବିଲଦାର।୧୫ ହଜାର ଟଙ୍କା ଲାଞ୍ଚ ନେଇ RPF ହାବିଲଦାର ମହମ୍ମଦ ଇଜହାର୍‌ କାବୁ।ଜରି, ବୋତଲ ଗୋଟାଳିଙ୍କଠୁ ଲାଞ୍ଚ ନେଲା ବେଳେ ମାଡ଼ିବସିଲା CBI।ଏନେଇ CBI ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ମରିଗଲା ନା ମାରିଦେଲେ!

ଭୁବନେଶ୍ୱର,୯।୧୦(ଏସଏସନିଉଜ ) ପ୍ରାଣିଉଦ୍ୟାନ ନନ୍ଦନକାନନର ୧୨ ନମ୍ବର ଖୁଆଡରେ ରହୁଥିବା ଏକମାତ୍ର ନାଲି ଓ ସବୁଜ ରଙ୍ଗର ମାକାଓର ବୁଧବାର ମୃତ୍ୟୁହୋଇଛି । ମୃତୁର ପକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ତେବେ କିଛିଦିନ ହେବ ଏହି ମାକାଓଟି ଅସୁସ୍ଥ ରହିଥିଲା ।ଦୀର୍ଘଦିନ ଧରି ସାଥିକୁ ହରାଇ ଏକୁଟିଆ ନିସଂଗ ଜୀବନ ନିର୍ବାହ କରିଥିଲା।ଠିକଭାବେ ଖାଦ୍ୟ ଖାଉ ନଥିବାବେଳେ ପତଳା ଝାଡ଼ାରେ ଆକ୍ରାନ୍ତ ରହି […]

ଆକ୍ସନମୁଡରେ ଚନ୍ଦକା ପୋଲିସ

  ମେଣ୍ଢାଶାଳ,୯।୧୦(ଏସଏସନିଉଜ) ଆକ୍ସନ ମୁଡରେ ଏବେ ଚନ୍ଦକା ପୋଲିସ।ତାଙ୍କ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ମୋରମ ଚୋରା ଚାଲଣରେ ପୂର୍ଣ୍ଣଚ୍ଛେଦ ପକାଇ ମାଫିଆ ମାନଙ୍କୁ ସବାଡ କରିବାକୁ ପଣ ନେବାଭଳି ମନେ ହେଉଛି ।ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ଅଂଚଳରୁ ବୁଧବାର ରାତିରେ ପୋଲିସ ମୋରମ ବୋଝେଇ ୨ଟି ହାଇୱା,ଗୋଟିଏ ଜେଶିବିମେସିନ ଓ ଏକ ବାଇକ୍ ଜବତ କରି ମାଫିଆ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ପୋଲିସ।ମାଫିଆ ମାନେ ବେଆଇନଭାବେ ମୋରମ ଚୋରାଚାଲାଣ କରୁଥିବା ବେଳେ ପୋଲିସହାତରେ ଧରାପଡ଼ିଥିଲେ।ଏହି […]

୩୬ ଦିନରେ ପୀଡିତାଙ୍କୁ ନ୍ୟାୟ, ଚର୍ଚ୍ଚାରେ ସମିତା ମିଶ୍ର

  ଭୁବନେଶ୍ୱର,୯।୧୦(ଏସଏସନିଉଜ)୩୬ ଦିନରେ ପୀଡିତାଙ୍କୁ ନ୍ୟାୟ ଦେଇ ଚର୍ଚ୍ଚାରେ ସମିତା ମିଶ୍ର । ଏ ହେଉଛନ୍ତି ସେହି ସମିତା ମିଶ୍ର ଯାହାଙ୍କୁ ବର୍ଦିରେ ଦେଖିଲେ ମାଫିଆ ଥର ଥର ହୁଅନ୍ତି । ଆଉ ତାଙ୍କ ନାଁ ଶୁଣିଲେ ଭୟରେ ଲୁଚନ୍ତି ମାଫିଆ । ହଁ ଆଜ୍ଞା ସେ ହେଉଛନ୍ତି ଚନ୍ଦକା ଥାନାର ଦବଙ୍ଗ ଲେଡି ପୋଲିସ ଅଫିସର ଇନ୍ସପେକ୍ଟର ସମିତା ମିଶ୍ର । ଏବେ ସେ ଚର୍ଚ୍ଚାରେ ଅଛନ୍ତି । ସବୁଠୁ ଶୁଭେଛାର ସୁଅ ଛୁଟିଛି । […]

ଆଜିର ରାଶିଫଳ

ଅକ୍ଟୋବରମାସ ୧୦ତାରିଖ ୨୦୨୫ ମସିହା (ଶୁକ୍ରବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଚତୁର୍ଥୀ ରାତ୍ରି ଘ୦୭/୫୩ ଗତେ ପଞ୍ଚମୀ,ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୬/୨୨ ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/ ୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/ ୦୫,ଯୋଗିନୀ ନୈରୁତେ ରାତ୍ରି ଘ୦୭/୫୩ ଗତେ ଦକ୍ଷିଣେ,ବିଛା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୨୭ ଗତେ ଘ ୧୧/୩୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ମଧ୍ୟେ ଓ ଘ୦୭/୧୮ ଗତେ ଘ୦୮/୨୬ ମଧ୍ୟେ ଓ ଘ୧୨/୦୫ ଗତେ ଘ୦୩/୧୭ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୯ତାରିଖ ୨୦୨୫ ମସିହା(ଗୁରୁବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ତୃତୀୟା ରାତ୍ରି ଘ୧୧/୦୨ ଗତେ ଚତୁର୍ଥୀ,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୮/୪୫ ଗତେ କୁର୍ତ୍ତିକା, ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୨୬/୦୫,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୧/୦୨ ଗତେ ନୈରୁତେ,ମେଷ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା ଓ ବାରବେଳା- ଦିବା ଘ୦୨/୩୦ ଗତେ ଘ ୦୫/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦/୦୭/୨୦ ମଧ୍ୟେ ଓ ଘ୦୧/୪ ୨ଗତେ ଘ୦୨/୨୯ ମଧ୍ୟେ ଓ ରାତ୍ରି […]

ଅକ୍ଟୋବରରେ ବାତ୍ୟା ନାହିଁ

ଭୁବନେଶ୍ୱର,୮।୧୦(ଏସଏସନିଉଜ)ଅକ୍ଟୋବରରେ ବାତ୍ୟା ନାହିଁ କିନ୍ତୁ ପ୍ରତିଦିନ ସନ୍ଧ୍ୟାରେ ବର୍ଷା ହେବ । ୧୬ ରୁ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଜେନେରାଲ କେ.ଜେ. ରମେଶ ସୂଚନା ଦେଇଛନ୍ତି।

ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ପରିଧି

କଟକ,୦୮।୧୦(ଏସଏସନିଉଜ)କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜନ କରାଯାଉଛି । ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ଐତିହାସିକ ବାଲିଯାତ୍ରାମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରାପଡ଼ିଆରେ ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ, ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ […]

ବାରଙ୍ଗ ଆକାଶରେ ଉଡୁଛି ଡ୍ରୋନ

କଟକ,୭।୧୦(ଏସଏସନିଉଜ) ଗତ କିଛିଦିନର ବ୍ୟବଧାନ ପରେ ପୁଣି ବାରଙ୍ଗ ଆକାଶରେ ଡ୍ରୋନ ଉଡ଼ିବା ଆରମ୍ଭ କରିଛି।ଏହି ସନ୍ଦିଗ୍ଧ ଡ୍ରୋନ ବାରଙ୍ଗ ଆକାଶରେ ଆଜି ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ନରାଜମାର୍ଥାପୁରଷ୍ଟେସନ ନିକଟ ଏବଂ ମୁଣ୍ଡଳୀ ଅଞ୍ଚଳରେ ୪ ରୁ ୬ଟି ଡ୍ରୋନ ଉଡୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସନ୍ଦିଗ୍ଧ ଅବସ୍ଥାରେ ଡ୍ରୋନ ଉଡୁଥିବା ନେଇ ଭୟଭୀତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ। ସେପଟେ ଏହି ଡ୍ରୋନ କିଏ ଉଡାଉଛି, କାହିଁକି ଉଡାଉଛି, କେଉଁ ଉଦ୍ଦେଶ୍ୟରେ ଉଡ଼ାଉଛି ଏବଂ […]