ଚାଲିଗଲେ ବୈାରାଗୀ
ବାରଙ୍ଗ,୬/୩(ଏସଏସନିୟୁଜ)ଚାଲିଗଲେ ବୈାରଗୀ ।ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ।ଏହିଭଳି ଏକ ଦୁଃଖଦ ଘଟଣା ବାରଙ୍ଗରେ ଶନିବାରଦିନ ଦେଖିବାକୁ ମିଳିଥିଲା । ବାରଙ୍ଗ ମଧୁବନ ଗ୍ରାମର ଧାର୍ମିିକ ବ୍ୟକ୍ତି ବୈରାଗୀନାୟକ ୫୫ବର୍ଷ ବୟସରେ ତାଙ୍କ ମଧୁପୁରସ୍ଥିତ ବାସ ଭବନରେ ପରଲୋକ ଘଟିଛି । ଗତ କିଛିଦିନ ହେବ ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ ।ତାଙ୍କଜର ବିୟୋଗରେ ମଧୁପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।ସେ ଜଣେ ମେଳାପି,ପରୋପକାରୀ, ସହୃଦୟ ତଥା ଧାର୍ମିକ ବ୍ୟକ୍ତି ହୋଇଥିବାରୁ […]