Browsing author

SATYA SANDHANA DESK

ବିଜୁପଟ୍ଟନାୟକଙ୍କ ଜୟନ୍ତୀରେ ବାଟିଂଲେ ଫଳ

ଭୁବନେଶ୍ୱର,୫/୩(ଏସ୍‌ଏସ୍‌ନିୟୁଜ)ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ରାଜଧାନୀ ମୁଖ୍ୟ ଚିକିସ୍‌ାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଚିକିସ୍‌। ଳୟର ଡାଇରେକ୍ଟର ଲକ୍ଷ୍ମିଧରସାହୁଙ୍କ ଉପସ୍ଥିତିରେ ବିଜେଡି ଜିଲ୍ଲା ସଭାପତି ତଥା ଉତର ବିଧାୟକ ସୁଶାନ୍ତ କୁମାରରାଉତ ଏହି ଫଳ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଉପଦେଷ୍ଟା ସମରେନ୍ଦ୍ରସାହୁ, ସୁଦାମସ୍ୱାଇଁ, ରାମାନାଥ ସାମନ୍ତରାୟ, ରଣଜିତ ମହାପାତ୍ର, ନଗେନ ୍‌ସାହୁ, ବିଜୟ ସାସ୍‌ମଲ,ବସନ୍ତସାହୁ,ସୈାମ୍ୟରଞନଦାସ ପ୍ରମୁଖ ବିଜୁଜନତାଦଳର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୫ ତାରିଖ ୨୦୨୧ ମସିହା(ଶୁକ୍ରବାର)ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ, ନକ୍ଷତ୍ର-ଅନୁରାଧା, ବିଛା,ଧନୁ ଓ ମୀନ ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ତାଳ ଓ ନଡ଼ିଆ ଭକ୍ଷଣ ନିଷେଧ । ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା […]

ଆଜିର ଅନୁଚିନ୍ତା

➡️ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ଚିହ୍ନା ମଣିଷର ଅଚିହ୍ନା ରୂପ । ➡️ମନକୁ ଯିଏ ନିୟନ୍ତ୍ରଣ କରିପାରିବ କେବଳ ସେହି ସୁଖୀ ହୋଇପାରିବ । ➡️ଜୀବନ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ , ତାପରେ ଦୁନିଆରେ କାହାକୁ ଜାଣିବାକୁ ଆବଶ୍ୟକ ପଡିବ ନାହିଁ । ➡️ଖୁବ୍ ଅଳ୍ପକେ ଯେଉଁମାନେ କାହାକୁ ଆପଣାର କରି ନିଅନ୍ତି ଦୁନିଆରେ ସେହିମାନେ ସବୁଠାରୁ ବେଶୀ କଷ୍ଟ ପାଆନ୍ତି । ➡️Cigarette, ଗୁଟଖା, Alcohol ଆଦି ନିଶା ଜାତୀୟ ଦ୍ରବ୍ୟଗୁଡ଼ିକୁ ବର୍ଜନ କରନ୍ତୁ […]

ଇଂଲଣ୍ଡକୁ ପୁଣି ଘାଇଲା କଲେ ଅକ୍ଷର

୧-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ ବିଶ୍ବର ପ୍ରମୁଖ ଇସ୍ପାତ କଂପାନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ। ୨–ପୁଣି ବଢିଲା ବସ୍ ଭଡା : ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି । ୩-ପୋଲାର୍ଡଙ୍କ ‘୬ ବଲ୍‌, ୬ ଛକା’ ପରାକ୍ରମ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗିବ୍ସ ଓ ଯୁବିଙ୍କ ପରେ ତୃତୀୟ ୪-ଇଂଲଣ୍ଡକୁ ପୁଣି ଘାଇଲା କଲେ […]

ଜାଗରରେ ଧବଳେଶ୍ୱରଙ୍କ ପୀଠରେ ୧୪୪, ପଂଚୁଦୋଳପାଇଁ ଅନୁମତି

ଆଠଗଡ,୪/୩(ଏସ୍‌ଏସ୍‌ନିୟୁଜ)ଆଉ ଦିନ କେଇଟାପରେ ମହାଶିବରାତ୍ରୀ(ଜାଗର) ।ତେବେ ରାଜ୍ୟର ପ୍ରମୁଖ ଶେବକ୍ଷେତ୍ରରେ ଭକ୍ତମାନଙ୍କର ଏଥିନିନ୍ତେ ଗହଳି ଲାଗିରହିବ ।ତେବେ ଭୋଭିଡ କଟକଣା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଚଳିତବର୍ଷ ଆଠଗଡର ପ୍ରମୁଖ ଶେବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ କଟକଣା କରାଯାଇଛି । ଶିବରାତ୍ରଦିନ ଏହି ପୀଠରେ ୧୪୪ଜାରି କରିଛନ୍ତି ଉପଜିଲ୍ଲାପାଳ ।ତେଣୁ ଚଳିତବର୍ଷ ବିନାଭକ୍ତମାନଙ୍କ ଉପସ୍ଥିତିରେ କେବଳ ପୁଜକମାନେ ଉପସ୍ଥିତି ରହି ନିତୀକାନ୍ତି କରିବେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଥିବାର ଜଣାପଡିଛି । ସେହିଭଳିଭାବେ ଚଳିତମାସ ୨୮ତାରିଖରେ ପଡିବ ଦୋଳପୁର୍ଣିମା […]

ଧରାପଡିଲେ ବିଇଓ ଓ କିରାଣି

ସୁନ୍ଦରଗଡ,୪/୩(ଏସ ଏସ ନିୟୁଜ) ସୁନ୍ଦରଗଡ ହେମଗିରିର ବିଇଓ ଓ କିରାଣି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୟୁସି ଦେବାକୁ ସାହସପୁର ସ୍କୁଲ ପ୍ରଧାନଶିକ୍ଷକଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ବିଇଓ ସୁରେନ୍ଦ୍ର ସାହୁ ଓ କିରାଣି ବିରଞ୍ଚି ଖିଲେଇ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ ।

ସିଲ୍ ହେଲା ବରମୁଣ୍ଡା HP  ପେଟ୍ରୋଲ ପମ୍ପ 

ଭୁବନେଶ୍ବର,୪/୩(ଏସଏସନିୟୁଜ) ସିଲ୍ ହେଲା ଭୁବନେଶ୍ୱର ବରମୁଣ୍ଡା HP  ପେଟ୍ରୋଲ ପମ୍ପ ।  ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି  ପୁଲିସ୍‌।  ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା ।ବିଭିର୍ଣ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ  HP କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି ।  ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ […]

ଜାଗରରେ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ମନା

ଢେଙ୍କାନାଳ,୪/୩(ଏସଏସନିୟୁଜ) ଆଉ କେଇଟା ପରେ ମହାଶିବରାତ୍ରୀ(ଜାଗର) । ରାଜ୍ୟର ପ୍ରମୁଖ ଶୈବପୀଠ ମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଗହଳି ଲାଗିରହିବ । ଭକ୍ତମାନେ ଉପବାସ ରହିବା ସହ ରାତି ଉଜାଗର ହୋଇ ଦୀପ ଜାଳି ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ।ତେବେ କାରୋନା କଟକଣା ଯୋଗୁ ଚଳିତ ବର୍ଷ କେତେକ ଜାଗାରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଲାଗିବା ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି ।ଏହିଭଳି ଏକ ଶୈବପୀଠ ହେଉଛି ଢେଙ୍କାନାଳ ଜିଲ୍ଲାର କପିଳାସ । ଏଠାକୁ […]

ଅପରେସନ୍ ବେଳେ କଟିଗଲା ଖାଦ୍ୟନଳୀ

ସମ୍ବଲପୁର,୪/୩(ଏସ ଏସ ନିୟୁଜ) ଡାକ୍ତରଙ୍କ ଭୁଲ ଚିକତ୍ସା ଯୋଗୁଁ ମହିଳା ଗୁରୁତର ହୋଇଥିବାର ଅଭିଯୋଗ ହୋଇଛି । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ଖାଦ୍ୟନଳୀ କାଟି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ପ୍ରକାଶ ଯେ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡାର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର […]

ମାତିଲେ ଛେଳି ଚୋର

ସାକ୍ଷୀଗୋପାଳ,୩/୩(ଏସ ଏସ ନିୟୁଜ)ପୁଣି ସତ୍ୟବାଦୀରେଛେଳି ଚୋର ପୁଣି ମାତି ଛନ୍ତି।ଏହି ଚୋରମାନେ ଗୋଟିଏ ରାତିରେ ୩ଟି ପରିବାରୁ ୧୧ଟି ଛୋଳି ଚୋରି କରି ନେଇଛନ୍ତି।ରବିବାର ବିଳମ୍ବିତ ରାତିରେ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ସାଗର ଦାସଙ୍କ ଗୁହାଳ ଘରୁ ୩ଟି ଓ ରାମ ବେହେରାଙ୍କ ଘରୁ ୪ଟି ଛେଳି ଦୁବୃର୍ତ୍ତ ମାନେ ନେଇଯାଇଥିବା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସେହିପରି ବରାଳ ଗ୍ରାମର ଭିକାରୀ ଭୋଇଙ୍କର ୪ଟି ଛେଳି ଚୋରି ହୋଇଥିବା ଜଣାପଡିଛି । […]