Browsing author

SATYA SANDHANA DESK

ବାଜିଲା ନିର୍ବାଚନୀ ବିଗୁଲ୍

ଭୁବନେଶ୍ବର,୨୬/୨(ଏସଏସନିୟୁଜ) ନିର୍ବାଚନୀ ପାଇ ବାଜିଲା ବିଗୁଲ୍ !୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି ଓ ମେ ୨ରେ ଏହାର ଫଳାଫଳ ମିଳିବ ବୋଲି ଜଣାପଡିଛି !! ଆସାମରେ ମୋଟ ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ ପ୍ରଥମ ପର୍ଯ୍ୟାୟ – ନାମାଙ୍କନ- ମାର୍ଚ୍ଚ ୨ ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୯ ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୧୦ ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୧୨ ନିର୍ବାଚନ ତାରିଖ- ମାର୍ଚ୍ଚ […]

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱର ପ୍ରଥମ ସାଇବର ଶାନ୍ତି , ୪ ଗବେଷଣା କେନ୍ଦ୍ର ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉନ୍ମୋଚିତ

ବାରଙ୍ଗ,୨୫/୨(ସତ୍ୟସନ୍ଧାନ ଡେସ୍କ) ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ ପ୍ରଥମକରି ଶ୍ରୀ ଶ୍ରୀ ବିଦ୍ୟାଳୟ ସାଇବର ଶାନ୍ତି ଏବଂ ଅନ୍ୟ ପାଞ୍ଚଟି ଗବେଷଣା କେନ୍ଦ୍ରର ଶୁଭାରମ୍ଭ କରିଛି ।ଯାହାଦ୍ୱାରା ଆଗାମି ୨୦୧୧ -୨୨ ରେ ୨୦ ଟି ପାଠ୍ୟକ୍ରମ ପ୍ରଦାନ କରିବ । କୈାଣସି ବିଶ୍ୱବିଦ୍ୟାଳୟରେ ଏପରି ସୁବିଧା ନଥିବାବେଳେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଏହା କରି ଇତିହାସ ରଚିପାରିିଛିା ଶ୍ରୀଶ୍ରୀ ବିଦ୍ୟାଳୟ ଅଫ୍ ସାଇବର ପିସ ସାଇବର ପିସ ଫାଉଣ୍ଡେସନ୍ ଏବଂ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଇନ୍ଫ୍ୟୁଜିଙ୍ଗ […]

ଅଷ୍ଟମ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ

୧-ଆଜି ଭାରତ ବନ୍ଦ! ଦେଶରେ ୮ କୋଟି ବ୍ୟବସାୟୀ କରିବେ ଧର୍ମଘଟ,ସକାଳ ୬ ଟାରୁ ରାତି ୮ ଟା ମଧ୍ୟରେ ପରିବହନ ବାଧାପ୍ରାପ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବଜାର ବନ୍ଦ ରହିବ । ୨-ପାଞ୍ଚଟି ଅନ୍‌ଲାଇନ୍ ସେବାକୁ ଲୋକାର୍ପିତ କଲେ ନବୀନ,୫ଟି’ ଫୋକସ୍‌କୁ ଆସିଲା ମହିଳା ଓ ଶିଶୁ ବିକାଶ ବିଭାଗ । ମୁଖ୍ୟମନ୍ତ୍ରୀ କହିଲେ, ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ । ସେବା ଗୁଡିକ ହେଲା ‘ଇ-କଳିକା, ମୋ-ଛତୁଆ, ଇ-ମାନଦେୟ ପୋର୍ଟାଲ, […]

ଆଜିର ଅନୁଚିନ୍ତା

➡️ମାଆଙ୍କ ସହ ଉଚ୍ଚ ସ୍ବରରେ କଥା ହେବେ ନାହିଁ କାରଣ ସେ ଆମକୁ କଥା କହିବା ଶିଖାଇଛନ୍ତି। ➡️ବାପା ଓ ମାଆଙ୍କୁ କେବେ ଭାଗ କରିବେନାହିଁ, ସେମାନେ ସମ୍ପତ୍ତି ନୁହଁନ୍ତି ଆମକୁ ଗଢିଥିବା ଦେବତା ➡️କଥା କଥାରେ ନିଜ ଭାଗ୍ୟକୁ ନିନ୍ଦିବା କିମ୍ବା କର୍ମକୁ ଦୂରରେ ଥୋଇ ଅନ୍ୟ ଉପରେ ନିର୍ଭର କରିବା, ଆମକୁ ଗୋଟିଏ ଅଳସୁଆ ଏବଂ ମୂର୍ଖ ଭାବରେ ପ୍ରମାଣିତ କରିଥାଏ । ➡️ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ ନିର୍ଭର କର […]

ଆଜିର ରାଶିଫଳ

ଫେବୃଆରୀ ୨୬ ତାରିଖ ୨୦୨୧ ମସିହା(ଶୁକ୍ରବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ନକ୍ଷତ୍ର-ଅଶ୍ଳେଷା ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତ ବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିରି ଓ ଆମିଷ ଭକ୍ଷଣ ନିଷେଧ । ମେଷ-ଶୁଭ ଗ୍ରହ ପ୍ରଭାବରେ ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧର୍ଯ୍ୟହରା […]

୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର

ଭୁବନେଶ୍ୱର,୨୫/୨(ଏସ୍‌ଏସ୍‌ନିୟୁଜ)କରୋନାପାଇଁ ଏବେଠାରୁ ସଜାଗ ରହିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟସରକାର । ।୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ନିମନ୍ତେ ସ୍ୱାସ୍ଥ୍ୟସଚିବ ସମସ୍ତ ଜିଲ୍ଲାପାଳ ଓ କମିସନରଙ୍କ ପାଖକୁ ଲେଖିଲେ ଚିଠି ।ଏହାସହ ଦୁଇ ଏୟାରପୋର୍ଟ ନିର୍ଦ୍ଦେଶକ ଓ ପୁର୍ବତନ ଜିଏମ୍ ମଧ୍ୟ ଚିଠି ଲେଖିଲେ । ମହାରାଷ୍ଟ୍ର,କେରଳ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ, ପଞାବ, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁ,କର୍ଣାଟକ ,ଆନ୍ଧ୍ରପ୍ରଦେଶ ଆଦି ୧୨ଟି ରାଜ୍ୟରୁ ଆସୁଥିବା ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଦେଲେ ପରାମର୍ଶ […]

ନାଁକୁ ଚୁଟି ବେପାର ,ଧରାହେଲା୨୪ କିଲୋ ଗଞ୍ଜେଇ

ପିପିଲି,୨୫/୨(ଏସଏସନିୟୁଜ) ଜଣେ ଚୁଟି ବେପାରୀଙ୍କ ଘର ଉପରେ ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ୨୪ କିଲୋ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ପିପିଲି ଥାନା ଅନ୍ତର୍ଗତ ଭବାନିପୁର ଗ୍ରାମରେ କଲିକତାର ମେଦିନିପୁରର ସେଖ୍ ଜୁଲ ଫିଦଲ ନାମକ ଯୁବକ ରହୁଥିଲେ । ସେ ସାଇକେଲ ଯୋଗେ ବିଭିର୍ଣ ଗ୍ରାମକୁ ଯାଇ ଚୁଟି ବେପାର କରିଥାନ୍ତି । କିନ୍ତୁ ନାଁକୁ ସିନା ଚୁଟି ବେପାର କିନ୍ତୁ ଚୁଟି ବଦଳରେ ଗଞ୍ଜେଇ ବେପାର କରି ଆସୁଥିଲେ […]

ଲଗାଇଲେ ନିଆଁ,ନେଇଗଲେ ଧାନବସ୍ତା

ଡେଲାଙ୍ଗ,୨୫/୨(ଏସଏସନିୟୁଜ) ସୁଜନପୁର ପଞ୍ଚାୟତର କଅଁପଡା ଗ୍ରାମର ଗୋକୁଳାନନ୍ଦ ସାମନ୍ତସିଂହାରଙ୍କ ଦାଣ୍ଡ ପିଣ୍ଡାରେ ଥୁଆ ହୋଇଥିବା ୯ ବସ୍ତା ଧାନକୁ ନେଇଯିବାସହ ତାଙ୍କର ଘରୋଇ ଜଙ୍ଗଲରେ କେହି ନିଆଁ ଲଗାଇ ଦେଇଥିବା ନେଇ ଡେଲାଙ୍ଗଥାନାରେ ଅଭିଯୋଗ କରିଛନ୍ତି ।ସେ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ,ପୁରୁଣା ଶତୃତାକୁ ନେଇ ତାଙ୍କୁ ଗ୍ରାମରେ ଏକଘରିଆ ଭାବେ ରଖାଯାଇଛି ।ସେଇଥିପାଇଁ ଦୁର୍ବୁତମାନେ ପର୍ଦନାପଡା ପୋଖରୀ ସନ୍ନକଟ ଗୌଡତଡା ଜଙ୍ଗଲରେ ଥିବା ୨ଏକର ଜମି ରେ ନିଆଁ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର […]

ଫେବୃଆରୀ ୨୬ ରେ ଭାରତ ବନ୍ଦ

ଭୁବନେଶ୍ବର,୨୫/୨(ଏସଏସନିୟୁଜ)ଆସନ୍ତାକାଲି ଫେବୃଆରୀ ୨୬ ରେ The Confederation of All India Traders(CAIT) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। Goods and Services Tax (GST)ଆଇନ୍‌କୁ ବିରୋଧ, ତୈଳ ଦର ବୃଦ୍ଧି, ଇ-ୱେ ବିଲ୍‌ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ CAIT ପକ୍ଷରୁ ଆସନ୍ତାକାଲି ବନ୍ଦ ପାଳନ ହେବ। କାଲି ‘ଚକା ଜାମ୍‌’ ସହ ରାସ୍ତା ଅବରୋଧ ମଧ୍ୟ କରାଯିବ। ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ ସଂଗଠନ ଏହି […]

ପାରିବା ଦୋକାନରେ ଦୁର୍ବୁତ୍ତ ଲଗାଇଲେ ନିଆଁ

ବାରଙ୍ଗ,୨୫/୨(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଡପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଏକ ପରିବା ଦୋକାନ ରେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି ।ଫଳରେ ଦୋକାନ ରେ ଥିବା ପିଆଜ ଆଳୁ , ରସୁଣ , ସାରୁ ,ଓ ବିଭିନ୍ନ ପ୍ରକାର ପରିବା ପତ୍ର ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଲିଛି ।ସୂଚନା ମୁତାବକ ଗତକାଲି ରାତିରେ ରତାଗଡ଼ ଗ୍ରାମର ପରିବା ଦୋକାନୀ ସୁଶାନ୍ତ ପଣ୍ଡା ଙ୍କ ସହିତ ସେହି […]