Browsing author

SATYA SANDHANA DESK

ଦରମା କେବଳ୧ଟଙ୍କା

୧-ବରିଷ୍ଠଙ୍କ ଟିକାକରଣ ଅଭିଯାନ ଆରମ୍ଭ : ଦିନକରେ ନେଲେ ୧୧,୨୮୯ । ୨-ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ୩-ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ସୁପ୍ରିମକୋର୍ଟର ବିଚାରପତି ନିଜ ଇଚ୍ଛା ଅନୁସାରେ ଟିକା ଚୟନ କରି ପାରିବେ ନାହିଁ । ୪-୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ କଲେ ପ୍ରିୟଙ୍କା ଗାନ୍ଧୀ । ୫-ଏପ୍ରିଲ ୮ରୁ ଆଇସିଏସଇ ଦ୍ବାଦଶ, ମେ ୫ରୁ […]

ଆଜିର ଅନୁଚିନ୍ତା

➡️ସେ ପର୍ଯ୍ୟନ୍ତ ଲଢିବା ଛାଡନ୍ତୁ ନାହିଁ, ଯେ ପର‌୍ୟ୍ୟନ୍ତ ନିଜର ନିର୍ଦ୍ଧାରିତ ସ୍ଥାନରେ ନ ପହଞ୍ଚିଛ । ➡️ପଡି ପଡି କଳଙ୍କି ଲାଗି କ୍ଷୟ ହେବା ଅପେକ୍ଷା କାମ କରି କ୍ଷୟ ହୋଇଯିବା ଶ୍ରେୟସ୍କର । ➡️ସୌନ୍ଦର୍ଯ୍ୟ ଏବଂ ଭଲପଣ ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିବା ଭଲ । ➡️ଜୀବନଟା ସେତେବେଳେ ବହୁତ ସୁନ୍ଦର ହୋଇଥାଏ, ଯେତେବେଳେ ସାଥିଟି ସ୍ବାର୍ଥପର ହୋଇନଥାଏ । ➡️କିଛି ଭଲ ଆଶାକଲେ ଭଲ ହିଁ ମିଳିଥାଏ, ଆଉ ଖରାପ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ମାଘମାସ-କୃଷ୍ଣପକ୍ଷ,ତିଥି- ତୃତୀୟା, ନକ୍ଷତ୍ର-ହସ୍ତା,ଚନ୍ଦ୍ର-କନ୍ୟା,ବୃଷ ରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର, ଚତୁର୍ଥୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ. ପୋଟଳ ଓ ମୂଳା ଭକ୍ଷଣ ନିଷେଧ ।  ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ […]

ସମୀକ୍ଷା କଲେ ଗଣଶିକ୍ଷାମନ୍ତ୍ରୀ

ଭଦ୍ରକ,୧/୩(ଏସ ଏସ ନିୟୁଜ)ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତା ରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରିୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ଜିଲ୍ଲାର ଶିକ୍ଷା ବିଷୟରେ ଆଲୋଚନା କରିବା ସହ ମାଟ୍ରିକ ପରୀକ୍ଷା କିପରି ସୂଚାରୁ ରୂପେ ସମ୍ପର୍ଣ୍ଣ ହେବ ଓ ଜିଲ୍ଲାର ଆଦର୍ଶ ବିଦ୍ୟାଳୟ କିପରି ଶୀଘ୍ର କାର୍ଯ୍ୟକାରୀ ହେବ ସେ ସମ୍ପର୍କ ରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଭଦ୍ରକ ଲୋକସଭା […]

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧/୩(ସତ୍ୟସନ୍ଧାନ ଡେସ୍କ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି। କୋଭିଡ଼ର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି।ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। […]

ସଂକ୍ଷେପରେ ଆଜି ରାତିର ଖବର -ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଗଂଜାମ,୧/୨(ଏସ ଏସ ନିୟୁଜ)ଗଞ୍ଜାମ ଜିଲ୍ଲା ହୁମା ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଯାହାଫଳରେ ଆମୋନିଆ ଗ୍ୟାସ୍ ଟ୍ୟାଙ୍କର ଓଲଟିବା ସହ ଗ୍ୟାସ୍ ଲିକ୍‌ର କୌଣସି ସୂଚନା ନାହିଁ । ପାରାଦୀପରୁ ବିଶାଖାପାଟଣା ଯାଉଥିବା ବେଳେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବ ଯାତାୟତ ବନ୍ଦ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ତଳରେ ରମ୍ଭା ପୋଲିସ ପହଞ୍ଚିଥିବାର ଜଣାପଡିଛି। ପୋଲିସ କଂଗ୍ରେସ କର୍ମୀ […]

ଲଣ୍ଡନ ଜଗନ୍ନାଥ ମନ୍ଦିର ପ୍ରକଳ୍ପର ନିଉଜଲେଟର ଉଦଘାଟନ କଲେ ବାଚସ୍ପତି

ଭୁବନେଶ୍ବର,୨୮/୨(ଏସଏସନିୟୁଜ) ପୁରୀ ଜଗନ୍ନାଥ ମନ୍ଦିର ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବର ପ୍ରତି କୋଣ ଅନୁକୋଣରୁ ପ୍ରଭୁ ଜଗନ୍ନାଥଙ୍କ ଗୋଟେ ଝଲକ ଦେଖିବା ପାଇଁ ଲୋକେ ପୁରୀକୁ ଆସିଥାନ୍ତି। ହେଲେ ଦେଶ ବାହାରେ ଏମିତି ଅନେକ ଓଡ଼ିଆ ଭାଇ-ଭଉଣୀମାନେ ଅଛନ୍ତି, ଯେଉଁମାନ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ରହୁଛନ୍ତି। ଏ ନେଇ ଲଣ୍ଡନରେ ରହୁଥିବା ଓଡ଼ିଆ ଭାଇ-ଭଉଣୀମାନଙ୍କ ପାଇଁ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଯୋଜନା କରାଯାଉଛି। ଶ୍ରୀ ଜଗନ୍ନାଥ ସଂସ୍କୃତି ଦ୍ରୁତ […]

ଆଜି ବାହାହେବେ ପାଗଳପ୍ରେମୀ

ଖବର ଆଜିର,ତାରିଖ ୦୧-୦୩-୨୦୨୧ ସୋମବାର ୧-ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର । ୨-ଆଜି ବାହାହେବେ ପାଗଳପ୍ରେମୀ । ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା । ୩-ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୪-ବୁଲେଟ୍ ରାଣୀ ରିନୁଙ୍କୁ ଚାରିଆଡ଼ୁ ସାବାସି […]

ଆଜିର ଅନୁଚିନ୍ତା

ଜୀବନରେ ନିଜ ଖୁସିକୁ ଅନ୍ୟମାନଙ୍କ ସାଥିରେ ବାଣ୍ଟିବା ହିଁ ସବୁଠୁ ବଡ଼ ସେବା । ଯେ ପର୍ଯ୍ୟନ୍ତ ଆପଣଙ୍କର ନିଜ ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ନ ଜଣେଇ ଥାଅ, ତେବେ ଜାଣିନିଅ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ । କ୍ଷମା ମଣିଷର ବଡପଣିଆ କିନ୍ତୁ ଏତେ ବି କ୍ଷମା ଦିଅ ନାହିଁ ଯେ ଭୁଲ୍ କରିବା ଲୋକ ନିଜ ସୀମା ଟପିଯିବ । ଆଉ ସମ୍ପର୍କ କେବେହେଲେ ଆପେ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୧ ତାରିଖ ୨୦୨୧ ମସିହା(ସୋମବାର)ମାଘମାସ-କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା, ନକ୍ଷତ୍ର-ଉତ୍ତରା:ଫା, ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ଓ ପୋଟଳ ଭକ୍ଷଣ ନିଷେଧ । ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି […]