Browsing author

SATYA SANDHANA DESK

ଫେବ୍ରୁଆରି ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଖବର ଆଜିର,ତାରିଖ ୦୨-୦୨-୨୦୨୧ ମଙ୍ଗଳବାର ୧-କୋରାପୁଟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା  ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨-ବରଗଡ : ବରାହଗୁଡାରେ ଜଣେ ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣକରି ତାଙ୍କ ଠାରୁ ୧୧ ଳକ୍ଷ ୧୮ ହଜାର ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି । ୩-ଫେବ୍ରୁଆରି ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା । ୧୮ରୁ ବିଧାନସଭା […]

ଆଜିର ରାଶିଫଳ

ଫେବୃଆରୀ ୦୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ମାଘମାସ-କୃଷ୍ଣପକ୍ଷ,ତିଥି-ପଞ୍ଚମୀ ,ବୃଷ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ନିମ୍ବ ଭକ୍ଷଣ ନିଷେଧ।  ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟକ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ। ବୃଷ-ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ […]

ଆଜିର ଅନୁଚିନ୍ତା

➡️ଯେତେବେଳେ ପରିସ୍ଥିତି ପରିବର୍ତ୍ତନ ହୁଏ,ସେତେବେଳେ ରଣନୀତି ବଦଳାଇବାରେ କୌଣସି କ୍ଷତି ନାହିଁ ➡️ସୁଖ ଏବଂ ପ୍ରେମ ହେଉଛି ବିଶ୍ୱସ୍ତତାର ଏକ ଉପ-ଉତ୍ପାଦ, ଯଦି କେହି କାମ କରେ |ଏହାକୁ ପୂର୍ଣ୍ଣ ଭକ୍ତି ସହିତ କର, ନଚେତ୍ ଏହାକୁ ଛାଡିଦିଅ ➡️ଅନେକ ସମୟରେ ଦୁଃଖ ଆମକୁ ଜ୍ଞାନୀ କରିଥାଏ |ସମୃଦ୍ଧତା ଠିକ୍ ଏବଂ ଭୁଲକୁ ମଧ୍ୟ ପାର୍ଥକ୍ୟ କରିପାରିବ ନାହିଁ ➡️ସୌନ୍ଦର୍ଯ୍ୟ, ସେହି ଲୁକ୍କାୟିତ ଗୁଣ ଦ୍ୱାରା ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ |ସର୍ବଦା ରହିବାକୁ ଥିବା ସନ୍ଧାନ କରାଯିବା […]

ପାଣିରେ ପଡି ଯୁବକର ମୃତ୍ୟୁ

ଡେଲାଙ୍ଗ,୧/୨(ଏସଏସନିୟୁଜ) ଏହି ଥାନା ଅନ୍ତର୍ଗତ ଅଲଉତା ଗ୍ରାମର ସୁଭେନ୍ଦୁ ପଟ୍ଟନାୟକ କେନାଲରେ ପଡି ମୃତ୍ୟୁ ବରଣ କରିଛନ୍ତି । ପଟ୍ଟନାୟକ ଏକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ ଘରକୁ ନିଜ ସାଇକେଲରେ ଫେରୁ ଥିବା ସମୟରେ ଭାରସାମ୍ୟ ହରାଇ ଡେଲାଙ୍ଗ – ଅଳଉତା ରାସ୍ତାର ଡେଲାଙ୍ଗ ମାଇନର କେନାଲରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁଧ୍ୟାନ ବେଳେ ଜାଣିବାକୁ ପାଇଛି ।କେନାଲରେ ପାଣି ଥିବାରୁ ପାଣିରେ ମୁହଁ ମାଡି ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା […]

କାୟାକଳ୍ପ ଟିମ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନୁଧ୍ୟାନ କାଲେ

ଡେଲାଙ୍ଗ,୧/୨(ଏସଏସନିୟୁଜ) ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  କାୟାକଳ୍ପ ଟିମ ଅନୁଧ୍ୟାନ କରି ଫେରିଯାଇଛନ୍ତି । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରୁ ୩ଥର କାୟକଳ୍ପ ପୁରଷ୍କାର ପାଇଥିବା ବେଳେ ଏ ବର୍ଷ ମଧ୍ୟ  ଏହି ପୁରସ୍କାର ହଟତଇବାର  ଆଶା ରଖିଛନ୍ତି  ସ୍ୱାସ୍ଥ୍ୟ କେନ୍ଦ୍ର କାର୍ତୁପକ୍ଷ ।ଏହି  ଟିମ ରୋଗୀ ମାନଙ୍କ ସହିତ ସିଧା ସଳକ କଥାବାର୍ତ୍ତା ହେବା ସହ ଆଉଟଡୋରରୁ ଯାଉଥିବା ରୋଗୀ ମାନଙ୍କୁ ସେବା ସଠିକ ମିଳି ପାରୁଛି କି ନାହିଁ , ରାଜ୍ୟ ସରକାର […]

ବଜେଟ୍-୨୦୨୧

★ ଶସ୍ତା ହେବ ଲୁହା ଓ ଷ୍ଟିଲ ସାମଗ୍ରୀ, ତମ୍ବା ସାମଗ୍ରୀ , ସୁନା ଓ ରୁପା ଶସ୍ତା ହେବ। ★ ମହଙ୍ଗା ହେଇପାରେ ବିଦେଶୀ ମୋବାଇଲ। ★ ପ୍ରତ୍ୟକ୍ଷ କରରେ ବଡ ସୁଧାର ନେଇ ଘୋଷଣା । ★ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି । ପେନସନ ପାଉଥିଲେ ଦେବାକୁ ପଡିବନି କୌଣସି ଆୟକର । ★ ଭାରତରେ କର୍ପୋରେଟ ଟ୍ୟାକ୍ସ ପୂରା […]

ଆରମ୍ଭ ହେଲା ରଜର୍ଭ ଫାୟାର ଫୋର୍ସ

ବାରଙ୍ଗ,୧/୨(ଏସଏସନିୟୁଜ)ଆଜି ଓଡିଶା ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଡଃ.ସତ୍ୟଜିତମହାନ୍ତି ନରାଜଠାରେ ଥିବା ଅଗ୍ନିଶମ ଓ ବିପତି ନିସ୍ତାର ଅନୁଷ୍ଠାନ ପରିସରରେ ଅଗ୍ନିଶମ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ନିମିତ ଡ୍ରିଲ ଟାୱାର,ଦୁଇଶହ ସଂଖ୍ୟା ରହିପାରୁଥିବା ବ୍ୟାରେକ ଓ ସେଂଟ୍ରାଲ ୱାର୍କସର୍ପ ଉଦଘାଟନ କରିଛନ୍ତି ।ତତସହିତ ଅଗ୍ନିଶମ ବିଭାଗ ତରଫରୁ ନୁତନଭାବରେ ଗଢାଯାଇଥିବା ଷ୍ଟ୍ରାଇକିଂ ଫାୟାର ଫୋର୍ସ କୁ ଜନସାଧାରଣ ଉଦ୍ଦେଶ୍ୟରେ ଉସ୍‌ର୍ଗ କରିଥିଲେ । ଅଗ୍ନିଶମ ବିଭାଗ ତରଫରୁ ୫୦ଜଣ ବଛାବଛି କର୍ମଚାରୀମାନଙ୍କୁ ନେଇ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ […]

ହୋଡିଂ ହଟାଇଦେବା ପ୍ରତିବାଦରେ ଧାରଣା

ଆସିକା,୧/୨(ଏସଏସନିୟୁଜ) ୭ ତାରିଖରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ଆସିକା ଗ୍ରସ୍ତର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ଆସିକା ବିଜେପି ପକ୍ଷରୁ ବିଜୁ ପଟ୍ଟନାୟକ ଛକଠାରେ ସ୍ବାଗତଂ ବ୍ୟାନର (ହୋଡିଂ) ଲଗାଯାଇଥିଲା । କିନ୍ତୁ ଏନଏସି ପକ୍ଷରୁ ଏହି ହୋଡିଂକୁ କାଢି ଦିଆଯାଇଥିବାର ବିଜେପି ପକ୍ଷରୁ ଅଭିଯୋଗ କରଯାଇଥିଲା । ସମସ୍ତ ରାଜନୈତିକ ହୋଡିଂ ଲଗାଯାଉଥିବା ବେଳେ ଆଇନଗତ ଦିଗକୁ ଆଧାର କରି ଆମେ […]

ମାନବ ପ୍ରେମୀ ଆଦିତ୍ୟଙ୍କ ପାଇ ପଦଯାତ୍ରା

ଭୁବନେଶ୍ବର,୧/୨(ଏସଏସନିୟୁଜ)ମାନବ ପ୍ରେମୀ ଆଦିତ୍ୟ କୁ ନ୍ୟୟ ଦାବି ରେ ୟୁଥ ଫୋର ସେବା ତରଫରୁ ମାଷ୍ଟେର କ୍ୟାଣ୍ଟିନରୁ ବାହାରି ନବୀନ ନିବାସ ପଯ୍ୟନ୍ତ ଶାନ୍ତି ଶ୍ରୁଙ୍ଖଳା ଭାବେ ପଦଯାତ୍ରା କରିଥିଲେ। ଏଥିରେ ଆଦିତ୍ୟ ଦାସଙ୍କର ମାଆ ବାପା ସାମିଲ ଥିଲେ । ପୁଅର ମୁର୍ତ୍ୟୁରେ ଭାଙ୍ଗି ପଡିଥିବା ମାଆ ପୁଅକୁ ନ୍ୟାୟ ମିଳୁ ଦାବି କରିବା ସହିତ ସିବିଆଇ ତଦନ୍ତ ଦାବୀ କରିଥିଲେ ।

ହକ ପାଇଁ ଧାରଣାରେ ବସିଲେ କର୍ମଚାରୀ

ପଟିଆ,୧/୨(ଏସ ଏସ ନିୟୁଜ )ମାଲିକ ବଦଳିଗଲେ,ହେଲେ କର୍ମଚାରୀମାନେ ତାଙ୍କ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଲେ।ଆଜି ଦେବୁ କାଲି ଦେବୁ କହି ସମୟ ଗଡାଇଚାଲିଲେ ହସ୍ପିଟାଲ ମାଲିକ।ହେଲେ ଦରମା ମିଳିଲାନାହିଁ।କର୍ମଚାରୀମାନେ ଏକାଠି ହୋଇ କାମ ବନ୍ଦ କରିବାକୁ ଚେତାବନୀ ଦେଲେ।ହେଲେ କିଛି ଫରକ ପଡ଼ିଲାନାହିଁ।ଆରପଟେ ନିଜେ ଚଲିବା ମଧ୍ୟ କଷ୍ଟ ସାଧ୍ୟ ହେଲା,ନିରୁପାୟ ହୋଇ ନିଜ ହକ ପାଇଁ ବକେୟା ଦରମା ପାଇଁ କାମ ବନ୍ଦ କରି ବୈଦ୍ୟନାଥ ହସ୍ପିଟାଲ ଆଗରେ ଧାରଣାରେ ବସିିି ଛନ୍ତି।ଏହି ଘଟଣା ପଟିଆ […]