Browsing author

SATYA SANDHANA DESK

ସରକାରୀ ଅଫିସରେ ବିଏସନାଲ ବାଧ୍ୟତାମୂଳକ

ଭୁବନେଶ୍ବର,୫।୯(ଏସଏସନିଉଜ)ରାଜ୍ୟ ସରକାର ନିର୍ଦ୍ଦେଶ ମୁତାବକ ଏଥର ସରକାରୀ ଅଫିସରେ ବିଏସନାଲ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସବୁ ବିଭାଗକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଚିଠି ପଠାଇଛନ୍ତି।ଏହାକୁ କଡ଼ା କଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।ଯାହାଫଳରେ ସମସ୍ତ ସରକାରୀ ପ୍ରତିଷ୍ଠାନରେ ଏଣିକି ବିଏସନାଲ ଇଣ୍ଟରନେଟ ବ୍ୟବହାର ବିଏସନାଲ ବ୍ରଡ଼ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଓ ଲିଜ ଲାଇନ ରହିବ।ରାଜ୍ୟସରକାରଙ୍କ ନିର୍ଦ୍ଦେଶପରେ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା ୩୦ […]

ଗୁରୁକୁ ପୂଜିଲେ ,ବିଜ୍ଞାନମେଳାରେ ଭାଗ ନେଲେ

ଚନ୍ଦ୍ରଶେଖରପୁର,୫।୯(ଏସଏସନିଉଜ)କାନନବିହାର ଫେଜ୍-୨ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର ଓ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତ ସହଯୋଗରେ ଶୁକ୍ରବାରଦିନ ଗୁରୁଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହାସହିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରା ଯାଇଅଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନଆଚାର୍ଯ୍ଯ ପ୍ରଦୀପ କୁମାର ପାଣି ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଓ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ଗୁରୁସଭା ଆୟୋଜନ କରିଥିଲେ। ପ୍ରଥମେ ଗୁରୁପୂଜନ ଅର୍ଚ୍ଚନା କାର୍ଯ୍ୟକ୍ରମ ହୋଇଥିଲା। ପ୍ରଧାନଆଚାର୍ଯ୍ଯ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଭବିଷ୍ୟତ କାମନା କରି […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୫ତାରିଖ ୨୦୨୫ମସିହା (ଶୁକ୍ରବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୦୩/୩୧ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୧୨/୩୧ ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/ ୧୮,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୪/୩୧ ଗତେ ପଶ୍ଚିମେ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର, ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ଗତେ ଘ୧୧/୪୫ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୧ ମଧ୍ୟେ ଓ ଘ୦୮/୦୦ ଗତେ ଘ୦୮/୩୯ ମଧ୍ୟେ ଓ ୧୨/୪୮ ଗତେ ଘ୦୨/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି […]

ଦୋକାନରେ ବିକୁଥିଲେ ଗଞ୍ଜେଇ

ଜଟଣୀ,୪।୯(ଏସଏସନିଉଜ)ଦୋକାନରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ରେ କଣାସର ସୁକାନ୍ତ ଦାସ(୪୫)ଙ୍କୁ ପୋଲିସ ଗୁରୁବାରଦିନ ଗିରଫ କରିବାସହ ତାଙ୍କଠାରୁ ୧.୧ କେଜି ଗଞ୍ଜେଇ ଓ ନଗଦ ୧ହଜାରେ ଟଙ୍କା ଜବତ କରିଛି। ପ୍ରକାଶଯେ,ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍ ମ୍ୟୁନିସିପାଲିଟି ଛକ ନିକଟରେ ଥିବା ଅଭିଯୁକ୍ତଙ୍କ ଦୋକାନ ଘରେ ଅତର୍କିତ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଗଞ୍ଜେଇ ବିକ୍ରି […]

ହୀରାକୁଦରୁ ୧୪ଗେଟ୍ ଖୋଲିଲା

କଟକ,୪।୯(ଏସଏସନିଉଜ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲାଯାଇଛି ଏବଂ ମହାନଦୀରେ ୨.୫ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶା କରାଯାଉଛି। ଏହାଫଳରେ ହୀରାକୁଦଡ୍ୟାମର ତଳମୁଣ୍ଡରେ ଥିବା ନଦୀଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି । ଜନସାଧାରଣଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକେ ନଦୀଶଯ୍ୟାଠାରୁ ଦୂରେଇ ରହିବା ସହିତ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି ।

ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଗିରଫ

ମେଣ୍ଢାଶାଳ,୩ା୯(ଏସଏସନିଉଜ)ଖୁଦୁରୁକୁଣି ପୁଜା ଚାଲୁଥିବାବେଳେ ଜଣେ ନାବାଳିକାକୁ ଫସାଇ ବଳକ୍ତାର କରିବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଜଣଙ୍କୁ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।ସିଏ ହେଲେ ଭରତପୁର ଥାନା ଅଂଚଳର ମୁନା ବେହେରା (୩୦)ା ପ୍ରକାସ ଯେ,ଗତରବିବାରରାତିରେ ଚନ୍ଦକାଥାନା ଅଧିନସ୍ଥ ଏକ ଗ୍ରାମରେ ଯୁବତୀମାନେ ଖୁଦୁରୁକୁଣି ପୁଜା କରୁଥିଲେ । ଏହିଗ୍ରାମକୁ ଭରତପୁରର ମୁନା ବେହେରା ନାମକ ଯୁବକ ତାଙ୍କ ବନ୍ଧୁଘରକୁ ବୁଲିବାକୁ ଆସି ରହିଥିଲା ।ମୁନାଖୁଦୁରୁକୁଣି ପୁଜାପାଖକୁ ଯାଇ କୈ÷ାଶଳକ୍ରମେ ସେଠାରେ ପୁଜାରେ ସାମିଲ ହୋଇଥିବା ଜଣେ ୧୩ବର୍ଷୀୟ […]

ଗାଡିସୋରୁମ କର୍ମଚାରୀଙ୍କ ମୁଣ୍ଡଫଟାଇ ବନ୍ଧା ହେଲେ

ମେଣ୍ଢାଶାଳ,୩ା୯(ଏସଏସନିଉଜ)ଧାର ଦେଇ ସେହି ଟଙ୍କାକୁ ଆଦାୟକରିବାକୁ ନେଇ ଜଣଙ୍କୁ ଇଙ୍କାରେ ଛେଚି ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫକରି କୋର୍ଟଚାଳଣକରିଛି ।ସିଏ ହେଉଛନ୍ତି ଓଡଗାଁର ସୋମ୍ୟରଞ୍ଜନ ଦାସ (୨୫)ା ପ୍ରକାସ ଯେ, ଗୋଠପାଟଣା ପାଖରେ ଥିବା ଜ୍ୟୋତି ମଟର ଗାଡି ସୋରୁମରେ ଅଚୁ୍ୟତ ପ୍ରଧାନ (୩୦) ନାମକ ଯୁବକ କାମ କରନ୍ତି ।ସେ ଓଡଗାଁର ସୋମ୍ୟରଞ୍ଜନ ଦାସଙ୍କଠାରୁ କିଛିଟଙ୍କା ଧାରସୁତ୍ରରେ ଆଣିଥିଲେ ।ଏହି ଟଙ୍କାକୁନେଇ ଉଭୟଙ୍କ ମଧ୍ୟରେ ବହୁସମୟରେ ପାଟି ତୁଣ୍ଡ ହୁଏ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୪ତାରିଖ ୨୦୨୫ମସିହା (ଗୁରୁବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ ରାତ୍ରି ଘ୦୪/୨୪ ଗତେ ତ୍ରୟୋଦଶୀ,ନକ୍ଷତ୍ର- ଉତ୍ତରାଷାଢ଼ା ରାତ୍ରି ଘ୧୨/୩୮ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୨୮,ଯୋଗିନୀ ନୈଋତେ ରାତ୍ରି ଘ୦୪/୨୪ ଗତେ ଦକ୍ଷିଣେ,ସିଂହରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭରାଶିର ଘାତବାର,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୪୮ ଗତେ ଘ୦୫/୫୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ୧୨/୧୦ ଗତେ ଘ୦୨/୪୫ ମଧ୍ୟେବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୧୧ ମଧ୍ୟେ ଓ ରାତ୍ରି ଘ୧୦/୨୩ ଗତେ ଘ୧୨/୪୮ ମଧ୍ୟେ,ଅଦ୍ୟ ପୋଇ […]

ଆଉ ନାହାନ୍ତି ପବିତ୍ର…

କଟକ,୩।୯(ଏସଏସନିଉଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ କୁହ୍ନେଇଁପଡ଼ା ଗ୍ରାମପଞ୍ଚାୟତର ଫକିରପଡା ଗ୍ରାମର ସମାଜସେବୀ ପବିତ୍ର ମୋହନ ସାହୁ(୪୬)ଙ୍କର ବୁଧବାର ସକାଳେ ଅକାଳ ବିୟୋଗ ଘଟିଛି।ତାଙ୍କର ବିୟୋଗରେ ବାରଙ୍ଗ ଅଂଚଳରେ ଶୋକର ଛାୟ ଖେଳିଯାଇଛି।କଳାସଂସ୍କୃତି ପରମ୍ପରାରକୁ ନେଇ ବାରଙ୍ଗ ଅଞ୍ଚଳରେ ଗଢ଼ିଉଠିଥିବା ବିଭିନ୍ନ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ।ତାଙ୍କର ନମ୍ରଭାବ ପାଇ ସେ ବେଶ୍ ସମସ୍ତଙ୍କ ପାଖରେ ଆପଣାର ହୋଇପାରିଥିଲେ। ସେ ଦୀର୍ଘଦିନ ହେବ ବୃକକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ବୁଧବାର ଭୋରସମୟରେ ତାଙ୍କର ଶରୀରରେ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୩ତାରିଖ ୨୦୨୫ମସିହା (ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୦୪/୩୮ ଗତେ ଦ୍ଵାଦଶୀ,ନକ୍ଷତ୍ର- ପୂର୍ବାଷାଢ଼ା ରାତ୍ରି ଘ୧୨/୦୦ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୦୫, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୫/୫୮,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୩୮ ଗତେ ନୈଋତେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୨ ମଧ୍ୟେ,ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ୦୧/୧୭ଗତେ ଘ୦୧/୩୬ ମଧ୍ୟେ ଓ ରାତ୍ରି […]