Browsing author

SATYA SANDHANA DESK

ଦାରୁଠେଙ୍ଗ ମହିମା ଗାଦିରେ ନବାନ୍ନ ଭକ୍ଷଣ

ମେଣ୍ଢାଶାଳ,୧ା୯(ଏସ୍ଏସ୍ ନିଉଜ) ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦବାବାଙ୍କ ଗାଦିପୀଠରେ ଭାଦ୍ରବ ଶୁଳ୍କପକ୍ଷ ଷଷ୍ଠି ଓ ସପ୍ତମୀ ଦୁଇଦିନ ନବାନ୍ନଭକ୍ଷଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମାଗାଦିରେ ବ୍ରହ୍ମଲୀନ ଜୟକୃଷ୍ଣ ବାବାଙ୍କ ଆଦେଶ ଅନୁସାରେ ସପ୍ତମୀଦିନ ବାବାବ୍ରଜବନ୍ଧୁଙ୍କ ତତ୍ୱବଧାନରେ ନୂଆଧାନ ଚୁଡାରେ ପ୍ରସାଦ ପ୍ରସ୍ତୁତି କରିଥିଲେ । ଗୁଡ଼, ବିଭିର୍ଣ୍ଣ ଫଳ, ଅଦା, ଗୋଲମରିଚ, ଗୁଆଘିଅ, ନଡ଼ିଆ,ଆମ୍ବୁଲ, ଖଟା, ହଳଦୀପିଠା,ରସଗୋଲା,ପୋଡ଼ପିଠା, ଜିଲ୍ଲାପି, ଆଦି ପ୍ରସାଦ ଭାବେ ବଣ୍ଟାହୋଇଥିଲା । ଗାଦିପିଠରେ ଭକ୍ତ ନୂଆଚାଉଳରୁ ପ୍ରସ୍ତୁତ ଅନ୍ନ,ଡାଲମା,ଖଟା, ଓ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୨ତାରିଖ ୨୦୨୫ମସିହା (ମଙ୍ଗଳବାର)ଭାଦ୍ରବମାସ- ଶୁକ୍ଳପକ୍ଷ, ତିଥି- ଦଶମୀ ରାତ୍ରି ଘ୦୩/୫୮ ଗତେ ଏକାଦଶୀ,ନକ୍ଷତ୍ର- ମୂଳା ରାତ୍ରି ଘ୧୦/୩୭ ଗତେ ପୂର୍ବାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/ ୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୩୮,ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୪୮ ଗତେ ଅଗ୍ନିକୋଣେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର, ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୧୭ ଗତେ ଘ୦୨/୫୦ ମଧ୍ୟେ, ବାରବେଳା- ଦିବା ଘ୦୭/୦୭ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୪୦ ଗତେ ଘ୧୦/୨୨ ମଧ୍ୟେ ଓ ଘ୧୨/୪୫ […]

ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ

ଭୁବନେଶ୍ୱର,୧।୯(ଏସଏସନିଉଜ)ଭୁବନେଶ୍ୱର ଦୁର୍ଗାପୂଜା ଭସାଣରେ ଡିଜେ ବାଜିବନି।ଭସାଣୀରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବା ମନା।କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣି।ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୧ତାରିଖ ୨୦୨୫ମସିହା (ସୋମବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରି ଘ୦୨/୪୪ ଗତେ ଦଶମୀ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୮/୩୭ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୫/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/ ୧୮,ଯୋଗିନୀ ପୂର୍ବେ ରାତ୍ରି ଘ୦୨/୪୪ ଗତେ ଉତ୍ତରେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୦ ମଧ୍ୟେ, ବାରବେଳା- ଦିବା ଘ୦୨/୫୦ ଗତେ ଘ୦୪/୨୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ଘ ୧୦/୨୨ ଗତେ ଘ୧୨/୪୬ ମଧ୍ୟେ […]

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର,୩୧।୮(ଏସଏସନିଉଜ) ରାଜ୍ୟସରକାର ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୧୬ଟି ଏଏନଏସି ଗଠନ କରିଛନ୍ତି।ସେଗୁଡିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାରୁ ଟାଙ୍ଗୀ, କୋରାପଟୁ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର। ସେହିପରି ବର୍ତ୍ତମାନ ଏନଏସି […]

ଉଦଳାରେ ଲଜ୍ଜା

ମୟୂରଭଞ୍ଜ,୩୧।୮(ଏସଏସନିଉଜ)ଉଦଳା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗାଡ଼ି ଭିତ‌ରେ ଗଣଦୁଷ୍କର୍ମ କରି ଦୁର୍ବୃତ୍ତମାନେ ରାସ୍ତାରେ ଫୋପାଡ଼ି ଦେଇଛନ୍ତି । ପ୍ରକାଶ ଯେ,ବାଙ୍ଗିରିପୋଷି ଅଞ୍ଚଳର ଜଣେ (୨୦ବର୍ଷ) ଯୁବତୀଙ୍କ ସହିତ ପରିଚିତ ଥିବା ଜଣେ ଯୁବକ ଚାକିରିର ପ୍ରଲୋଭନ ଦେଖାଇ ଗତକାଲି ବାଙ୍ଗିରିପୋଷିରୁ ଏକ ମାରୁତି ଭ୍ୟାନ୍‌ ଯୋଗେ ଯୁବତୀଙ୍କୁ ଆଣିଥିଲେ। ଏହି ସମୟରେ ସାଙ୍ଗରେ ଥିଲେ ଅନ୍ୟ ଜଣେ ଯୁବକ ଓ ନାବାଳକ ଗାଡ଼ି ଚାଳକଥିବା ବେଳେ ରାସ୍ତାରେ ଆଉ ୩ଜଣ ଯୁବକ ଗାଡ଼ିରେ ଚଢ଼ିଥିଲେ। ସେମାନେ […]

ରାଜଧାନୀ ଉପକଣ୍ଠରୁ ବାଲି ଚୋରି

ଭୁବନେଶ୍ୱର,୩୦।୮(ଏସଏସନିଉଜ)ରାଜଧାନୀ ଉପକଣ୍ଠରୁ ଦିନ ଦିହିପହରରେ ବାଲିଚୋରି ହେଉଛି।ମାଫିଆମାନେ ସ୍ଥାନୀୟ ଗ୍ରାମର କୁଜିନେତାମାନଙ୍କୁ ମୋଟା ଅଙ୍କର ମାସିକିଆ ଦେଇ ଖୋଲାଖୋଲି ଭାବେ କୁଆଖାଇନଦୀରୁ ବାଲି ଉଠାଉଛନ୍ତି।ପ୍ରଶାସନିକ ଅଧିକାରୀମାନେ ଜାଣିଥିଲେ ମଧ୍ୟ ଚୁପ୍ ବସିବାରୁ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି। ପ୍ରକାଶ ଯେ, ଗତ କିଛିମାସ ତଳେ ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁ ମୁଣ୍ଡରୁ ବେଆଇନଭାବେ ବାଲି ଉଠାଯାଇଥିଲା।ସେତେବେଳର ନନ୍ଦନକାନନଥାନା ଅଧିକାରୀଣି ସମୀତା ମିଶ୍ରଙ୍କ ଯୋଗୁ ବେଆଇନ ବାଲି ଉଠାରେ ରୋକ ଲାଗିଥିଲା ଏବେ କିଛିଦିନର ବ୍ୟବଧାନ […]

କାମରେ ଲାଗୁନି ସୂଚନା ଫଳକ

କଟକ, ୩୦।୮(ଏସଏସନିଉଜ) ବାରଙ୍ଗ ରାସ୍ତାରେ ଲାଗିଥିବା ସୂଚନା ଫଳକ ସାଧାରଣ ଲୋକଙ୍କ କାମରେ ଲାଗୁନି।ଯାହାଫଳରେ ସାଧାରଣଲୋକ ଯାତାୟାତ ନିମନ୍ତେରାସ୍ତା ଚିହ୍ନଟ ପାଇଁ ନାହିନଥିବା ହଇରାଣ ହେଉଛନ୍ତି।ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ସୁଭାଷ ସେତୁ ପୂର୍ବରୁ ମୁଖ୍ୟ ରାସ୍ତାକଡରେ ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଯାଇଥିବା ରାସ୍ତା ସୂଚନା ଫଳକ। କଟକ – ରାସ୍ତାର ଭାୟା ବାରଙ୍ଗ ମଧ୍ୟରେ ତ୍ରିଶୂଳିଆରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସଂଯୋଗ କରୁଥିବା ସୁଭାଷ ସେତୁ ପୂର୍ବରୁ ମୁଖ୍ୟ ରାସ୍ତା କଡରେ ରହିଛି ପୂର୍ତ୍ତ ବିଭାଗର […]

ଆଜିର ରାଶିଫଳ

ଅଗଷ୍ଟମାସ ୩୧ତାରିଖ ୨୦୨୫ମସିହା (ରବିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୪୮ ଗତେ ନବମୀ,ନକ୍ଷତ୍ର- ଅନୁରାଧା ସନ୍ଧ୍ୟା ଘ୦୬/୦୧ ଗତେ ଜ୍ୟେଷ୍ଠା, ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୦୮,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୪୮ ଗତେ ପୂର୍ବେ,ମେଷରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୧୮ ଗତେ ଘ୦୧/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୨୨ ଗତେ ଘ୦୯/୩୪ ମଧ୍ୟେ ଓ ରାତ୍ରି ଘ୦୭/୩୫ ଗତେ ଘ୦୯/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୧୨ ମଧ୍ୟେ ଓ ଘ୦୬/୫୦ […]

ଆଜିର ରାଶିଫଳ

ଅଗଷ୍ଟମାସ ୩୦ତାରିଖ ୨୦୨୫ମସିହା (ଶନି ବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୧୦/୨୯ ଗତେ ଅଷ୍ଟମୀ,ନକ୍ଷତ୍ର- ବିଶାଖା ଦିବା ଘ୦୩/୦୫ ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧ /୦୮,ଯୋଗିନୀ ବାୟବ୍ୟେ ରାତ୍ରି ଘ୧୦/୨୯ ଗତେ ଐଶାନ୍ୟେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର, ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୦୮ ମଧ୍ୟେ ଓ ଘ୦୪/୨୫ ଗତେ ଘ୦୬/୦୩ ମଧ୍ୟେ,ବାରବେଳା- ଦିବା ଘ୦୧/୧୦ ଗତେ ଘ୦୨/୪୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୩ ଗତେ ଘ୧୨/୪୫ ମଧ୍ୟେ ଓ […]