ଆଜିର ରାଶିଫଳ
ଅଗଷ୍ଟମାସ ୨୯ତାରିଖ ୨୦୨୫ମସିହା (ଶୁକ୍ରବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୦୭/୫୮ ଗତେ ସପ୍ତମୀ,ନକ୍ଷତ୍ର- ସ୍ଵାତୀ ଦିବା ଘ୧୨/୦୧ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧ /୪୮,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୫୮ ଗତେ ବାୟବ୍ୟେ,ବିଛା,ଧନୁ ଓ ମୀନ ରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା ଓ ବାରବେଳା- ଦିବା ଘ୦୮/୩୦ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୧୦ ମଧ୍ୟେ ଓ ଘ୦୭/୫୮ଗତେ ଘ୦୮/୨୯ ମଧ୍ୟେ ଓ ଘ୧୨ /୪୨ଗତେ ଘ୦୨/୨୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି […]