Browsing author

SATYA SANDHANA DESK

ଆଜିର ରାଶିଫଳ

ମଇମାସ ୨୭ତାରିଖ ୨୦୨୫ମସିହା (ମଙ୍ଗଳ ବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ଦିବା ଘ୦୮/୨୮ ଗତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/ ୫୦,ଯୋଗିନୀ ଐଶାନ୍ୟେ ଦିବା ଘ୦୮/୨୮ ଗତେ ପୂର୍ବେ,ବିଛାରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୩ ମଧ୍ୟେ,ବାରବେଳା- ଦିବା ଘ୦୬/୫୦ ଗତେ ଘ୦୮/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୯ ମଧ୍ୟେ ଓ ଘ୦୯/୧୨ ଗତେ ଘ୧୧/୩୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୦୫ ଗତେ ଘ୦୩/୫୩ ମଧ୍ୟେ ଓ ଘ୦୪/୪୧ ଗତେ […]

ଆଜିର ରାଶିଫଳ

ମଇମାସ ୨୬ତାରିଖ ୨୦୨୫ମସିହା(ସୋମବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୦୮ଗତେ ଅମାବାସ୍ୟା ,ନକ୍ଷତ୍ର- ଦ୍ଵିଜା ଦିବା ଘ୦୮/୫୪ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୦ ,ଯୋଗିନୀ ପଶ୍ଚିମେ ଦିବା ଘ୧୨/୦୮ ଗତେ ଐଶାନ୍ୟେ ,ବିଛାରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ଅମାବାସ୍ୟାର ସମ୍ବତ୍ସାରିକଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୪୯ ଗତେ ଘ୦୮/୨୭ମଧ୍ୟେ ,ବାରବେଳା- ଦିବା ଘ୦୩/୦୨ଗତେ ଘ୧୨/୫୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୨୮ ଗତେ ଘ୧୦/ ୦୦ମଧ୍ୟେ ଓ ରାତ୍ରି ଘ୦୯/୨୫ଗତେ ଘ୧୨/୩୬ […]

ଆଜିର ରାଶିଫଳ

ମଇମାସ ୨୫ତାରିଖ୨୦୨୫ମସିହା(ରବିବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବାଘ୦୩/୪୭ଗତେ ଚତୁର୍ଦ୍ଦଶୀ, ନକ୍ଷତ୍ର-ଅଶ୍ଵିନୀ ଦିବା ଘ୧୧/୪୩ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/ ୨୦,ଯୋଗିନୀ ଦକ୍ଷିଣେ ଦିବା ଘ୦୪/୪୭ ଗତେ ପଶ୍ଚିମ, ମେଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଦ୍ଦଶୀରପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୦୨ ଗତେ ଘ୦୧/୧୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୭ ଗତେ ଘ୦୯/୧୧ମଧ୍ୟେ ଓ ଘ୦୧/ ୧୮ ଗତେ ଘ୦୨/ ୦୩ମଧ୍ୟେ ଓ ରାତ୍ରି ଘ୦୭/୩୧ ଗତେ ଘ୧୦/୫୨ ମଧ୍ୟେ, ବିଶୁଦ୍ଧ […]

କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୨୪।୫(ଏସଏସନିୟୁଜ)ପାଣିପାଗକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ଖବର । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ମଧ୍ୟକୁ ଅଗ୍ରସର ହୋଇଛି lନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳ ଛୁଇଛି ମୌସୁମୀବାୟୁ।ସାଧାରଣତଃ ମୌସୁମୀ ଜୁନପହିଲା ୧ ତାରିଖରେ କେରଳରେ ପ୍ରବେଶ କରିଥାଏ।ଆକଳନର ୮ଦିନ ଆଗରୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ।ମୌସୁମୀ ଛୁଇଁବା ପୂର୍ବରୁ କେରଳରେ ପାଗ ବଦଳିବା ସହ ଦୁଇଦିନ ହେବ କେରଳର ବିଭିନ୍ନସ୍ଥାନରେ ବର୍ଷା ଜାରି ରହିଛି ।ଯାହାଫଳରେ ବିଭିନ୍ନସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଥିବାର […]

ଜୟଦେବବିହାରରୁ ନନ୍ଦନକାନନ ଏଲିଭେଟେଡ୍ କରିଡର

ଭୁବନେଶ୍ୱର,୨୩।୫(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନସିଟିରେ କାର୍ୟ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan)ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜୟଦେବ ବିହାରରୁ ନନ୍ଦନକାନନପର୍ୟ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗମୌଜା ପର୍ୟ୍ୟନ୍ତ ଦୟାୱେଷ୍ଟ କେନାଲରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, କଳ୍ପନାଛକ, ମ୍ୟୁଜିଅମ ଓ ଶିଶୁଭବନଛକରେ ୩ଟି […]

ଆଜିର ରାଶିଫଳ

ମଇମାସ ୨୪ତାରିଖ ୨୦୨୫ମସିହା(ଶନିବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ରାତ୍ରି ଘ୦୭/୧୭ ଗତେ ତ୍ରୟୋଦଶୀ,ନକ୍ଷତ୍ର- ରେବତୀ ଦିବା ଘ୦୨/୨୦ ଗତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୪୦,ଯୋଗିନୀ ନୈରୁତେ ରାତ୍ରି ଘ୦୭/୧୬ ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା -ଦିବା ଘ୦୬/୪୭.ମଧ୍ୟେ ଓ ଘ୦୪/୪୦ ଗତେ ଘ୦୬/୧୮ ମଧ୍ୟେ,ବାରବେଳା- ଦିବା ଘ୦୧/୨୬ ଗତେ ଘ୦୨/୫୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୩୬ ଗତେ ଘ୦୪/୩୯ ମଧ୍ୟେ ଓ ରାତ୍ରି ଘ୦୬/୫୯ ଗତେ ଘ୦୭/୪୩ […]

୨୬ରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି

ଭୁବନେଶ୍ୱର,୨୩।୫(ଏସଏସନିୟୁଜ)ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଏସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ସେ ଅନୁମୋଦନ ଦେଇଛନ୍ତି ।ଯାହାଫଳରେ ୨୭ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବାନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଚଳିତବର୍ଷ ସାବିତ୍ରୀଅମାବାସ୍ୟା ପାଇଁ ସରକାରୀ ଛୁଟି ମେ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା।ତେବେ ପୁରୀ ମୁକ୍ତି ମଣ୍ଡପ ସହ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ […]

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି

ଭୁବନେଶ୍ୱର,୨୩।୫(ଏସଏସନିଯୁଜ୍)ଶ୍ରୀମନ୍ଦିରର ସୁରକ୍ଷା ଲାଗି ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପୁଲିସ ବିଭାଗ ସହ ଆଲୋଚନା କରିଛନ୍ତି।ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ।ଆବଶ୍ୟକ ପଡ଼ିଲେ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ବ୍ୟୟ ବରାଦ କରିବ।ଏ ନେଇ ବିଚାର ଚାଲିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକସହାୟତା […]

ଗୁଜରାଟକୁ ୩୩ ରନରେ ହରାଇଲା ଲକ୍ଷ୍ନୌ

ଭୁବନେଶ୍ୱର,୨୩।୫(ଏସଏସନିୟୁଜ)ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୪ତମ ମ୍ୟାଚରେ ଗୁଜରାଟକୁ ୩୩ ରନରେ ପରାସ୍ତ କରିଛି ଲକ୍ଷ୍ନୌ ।୨୩୬ ରନର ଲକ୍ଷ୍ୟର ଜବାବରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୨୦୨ରନ କରି ପାରିଥିଲା ।ଦଳପକ୍ଷରୁ ଶାହରୁଖ ଖାଁ ୫୭ ରନ କରିଥିବାବେଳେ ସାଇ ସୁଦର୍ଶନ ୨୧, ଶୁଭମନ ଗିଲ ୩୫, ଜସ ବଟଲର ୩୩ ଓ ସେର୍ଫେନ ରଦରଫୋର୍ଡ ୩୮ ରନ କରିଥିଲେ ।ଏହି ମ୍ୟାଚରେ ଗୁଜରାଟ ଟସ ଜିତି […]

ଆଜିର ରାଶିଫଳ

ମଇମାସ ୨୩ତାରିଖ ୨୦୨୫ମସିହା(ଶୁକ୍ରବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୧୦/୩୦ ଗତେ ଦ୍ୱାଦଶୀ,ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୪/୩୬ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୧୦, ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୦/୩୦ ଗତେ ନୈରୁତେ,ଧନୁରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୨୩ଗତେ ଘ୧୧/୩୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୪୦ ଗତେ ଘ୦୧/୪୦ ମଧ୍ୟେ ଓ ରାତ୍ରି ଘ୦୮/୨୯ ଗତେ ଘ୧୨/୫୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୪ ଗତେ ଘ୦୬/୫୭ […]