Browsing author

SATYA SANDHANA DESK

ଅଳ୍ପକେ ବର୍ତିଲେ ଯୋଗାଣ ମନ୍ତ୍ରୀ

ବାରଙ୍ଗ, ୬।୬(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ଷଣ୍ଢପୁର ବଜାର ନିକଟରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଗାଡି ସହିତ ଗୋଟିଏ ଟ୍ରକ ଧକ୍କା ହୋଇଛି।ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ପ୍ରକାଶଯେ, ଶୁକ୍ରବାର ସକାଳ ୯ ଘଟିକା ସମୟରେ ରାଜ୍ୟ ସରକାରଙ୍କ ଯୋଗାଣବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ନିଜ ନିର୍ବାଚନ ମଣ୍ଡଳୀ ଢେଙ୍କାନାଳରୁ ଓଡି ୦୨ସିୟାଇ ୫୫୫୫ ନମ୍ୱର କାର ଯୋଗେ କାରକେଡ ନେଇ ଭାୟା ଆଠଗଡରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ।ବାରଙ୍ଗଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ […]

ପାନଦୋକାନରେ ବିକୁଥିଲେ ବିଦେଶୀ ମଦ

ମେଣ୍ଢାଶାଳ,୬।୬(ଏସଏସନିଉଜ)ପାନ ଦୋକାନରେ ବେଆଇନ ଭାବେ ବିଦେଶୀ ମଦ ବିକିବା ଅଭିଯୋଗରେ ଚନ୍ଦକା ଥାନାପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାରଦିନ କୋର୍ଟଚାଲାଣ କରିଛି।ସିଏ ହେଉଛନ୍ତି ଶିମୁଳି ପାଟଣାଗ୍ରାମର ଦେବରାଜ ସାହୁ । ପ୍ରକାଶଯେ, ଚନ୍ଦକାବଜାରରେ ଦେବରାଜଙ୍କର ଏକ ପାନଦୋକାନ ରହିଛି। ସେ ଉକ୍ତ ଦୋକାନରେ ବିଦେଶୀମଦ ବିକ୍ରି କରୁଥିବାନେଇ ପୋଲିସ ପାଖରେ ଆଗରୁ ଅଭିଯୋଗମାନ ପହଞ୍ଚୁଥିଲ।ସବୁଠାରୁ ବଡକଥା ହେଲା ଚନ୍ଦକା ଥାନାଠାରୁ ମାତ୍ର ଅଳ୍ପଦୂରରେ ରହିଥିବା ଏହି ଦୋକାନରେ ମଦ ବେପାର ଚାଲିଥିଲା।ପୋଲିସ ଗୁରୁବାର ରାତିରେ ଚଢାଉ କରି […]

ଅପହରଣ କରି ଫେରାର ଥିଲେ

ମେଣ୍ଢାଶାଳ,୬।୬(ଏସଏସନିଉଜ)ଏକ ଅପହରଣ ମାମଲାରେ ଫେରାର ଥିବା ଜଣଙ୍କୁ ଗିରଫ କରିଛି ଚନ୍ଦକାଥାନା ପୋଲିସ।ସିଏ ହେଉଛନ୍ତି ପାଇକରାପୂର ଗ୍ରାମର ବିଜୟ କୁମାର ପ୍ରଧାନ(୩୩) ଓରଫ ବିଜୁ। ପ୍ରକାଶଯେ, ବିଜୟ କୁମାର ପ୍ରଧାନ ଓ ତାର ସହଯୋଗୀମାନେ ପାଇକେରାପୁର ଗ୍ରାମରସ୍ବାଗତ ସେଠି ନାମକ ବ୍ୟକ୍ତିଙ୍କୁ ଏପ୍ରିଲ ୨ତାରିଖ ସକାଳୁ ଅପହରଣ କରି ନେଇଥିଲେ।ତାଙ୍କୁ ଜଣଙ୍କ ଘରେ ବନ୍ଦୀ କରି ରଖି ନିର୍ମମ ଆକ୍ରମଣ କରିବା ଏବଂ ଜାତିଭିତ୍ତିକ ନିର୍ୟାତନାର ଶିକାର କରି ୫ଲକ୍ଷଟଙ୍କା ନଦେଲେ ଜୀବନରେ ମାରିଦେବାକୁ ତାଙ୍କ ପରିବାର […]

ଆଜିର ରାଶିଫଳ

ଜୁନମାସ ୦୭ତାରିଖ ୨୦୨୫ମସିହା(ଶନିବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ,ନକ୍ଷତ୍ର- ଚିତ୍ରା ଦିବା ଘ୧୦/୦୩ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୪୦,ଯୋଗିନୀ ଅଗ୍ନିକୋଣେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵୀପାଦ ପୁସ୍କରଦୋଷ,କାଳବେଳା -ଦିବା ଘ୦୬/୪୭ ମଧ୍ୟେ ଓ ଦିବା ଘ୦୪/୪୩ଗତେ ଘ୦୬ /୨୦ ମଧ୍ୟେ,ବାରବେଳା- ଦିବା ଘ୦୨/୩୨ଗତେ ଘ୦୪/୦୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୪/ ୦୮ ଗତେ ଘ୦୪/୪୨ ମଧ୍ୟେ ଓ ରାତ୍ରି ଘ୦୭/୦୫ ଗତେ ଘ୦୭/୫୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୨୦ଗତେ ଘ୦୧/୪୩ମଧ୍ୟେ,ଅଦ୍ୟ ପୋଇ ଭକ୍ଷଣ ନିଷେଧ। ମେଷ-ଆଜି […]

ଅଗଷ୍ଟ୩ରେ ନିଟ୍ PGପରୀକ୍ଷା

ଭୁବନେଶ୍ୱର,୬।୬(ଏସଏସନିଉଜ)ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ନିଟ୍ PG ପରୀକ୍ଷା।ନୂଆ ତାରିଖରେ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ସହମତି ରହିଛି।ତାରିଖ ଘୁଞ୍ଚାଇବା ଆବେଦନକୁ କୋର୍ଟଙ୍କ ମଞ୍ଜୁରୀ ମିଳିଛି।ପୂର୍ବରୁ ଜୁନ୍‌ ୧୫ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

ଉଦ୍‌ଘାଟିତ ହେଲା ସର୍ବୋଚ୍ଚ ସେତୁ

ଭୁବନେଶ୍ୱର,୬।୬(ଏସଏସନିଉଜ)ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍‌ଘାଟିତ ହୋଇଛି।ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।୧୫ଶହକୋଟି ଖର୍ଚ୍ଚରେ ନିର୍ମିତ ହୋଇଛି ଅତ୍ୟାଧୁନିକ ସେତୁ। ସେତୁର ଉଚ୍ଚତା ୩୫୯ ମିଟର୍ , ଦୈର୍ଘ୍ୟ ୧୩୧୫ ମିଟର ରହିଛି। ଏହାଦ୍ବାରା ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ ହୋଇପାରିବ ବୋଲି ଜଣାପଡିଛି।

ପୁଣି ୭ନୂଆ କରୋନା ପଜିଟିଭ

ଭୁବନେଶ୍ୱର,୬।୬(ଏସଏସନିଉଜ) ରାଜ୍ୟରେ ଧୀରେଧୀରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି।ପୁଣି ଚିହ୍ନଟ ହୋଇଛନ୍ତି ୭ ନୂଆ କରୋନା ପଜିଟିଭ୍।ଏହାକୁ ନେଇ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକରେ ୯ ପଜିଟିଭ୍ରହିଛି।ଏହାପଛକୁ ପୁରୀ, ଜଗତସିଂହପୁର,କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ ରହିଥିବାର ଜଣାପଡିଛି।

RCBମାର୍କେଟିଂ ହେଡ୍‌ ଗିରଫ

ଭୁବନେଶ୍ୱର,୬।୬(ଏସଏସନିଉଜ)ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣାରେRCB ମାର୍କେଟିଂ ହେଡ୍‌ ନିଖିଲ ସୋସଲେଙ୍କୁ ଗିରଫ କରାଯାଇଛି।ଏୟାରପୋର୍ଟରୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ।ମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗିରଫ କରିଥିଲା।ଅନ୍ୟ ୩ଜଣଙ୍କୁ ମଧ୍ୟ ଅଟକ ରଖି ପୋଲିସର ପଚରାଉଚରା ଆରମ୍ଭ କରିଛି।

ଗ୍ରାମବାସୀଙ୍କ ସହ ଆଲୋଚନା କଲେ ମୋକିମ୍

ବାରଙ୍ଗ, ୫।୬ (ଏସଏସନିଉଜ) ବେଣ୍ଟକାରପଡ଼ା ଗ୍ରାମ ନିକଟ କାଠଯୋଡ଼ି ନଦୀପଠାର ପ୍ଲଟ ନମ୍ବର ୭୮ରେ ରାଜ୍ୟ ସରକାର ପକ୍ଷରୁ ଜଳ ବିଶୋଧନାଗାର ନିର୍ମାଣ ପାଇଁ ଫଳକ ଲଗାଯାଇଥିଲା। ଉକ୍ତ ଜାଗାକୁ ଗତବର୍ଷ ଡିସେମ୍ବରମାସ ୨୬ ତାରିଖ ଦିନ ସଫେଇପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ କିଛି ଶ୍ରମିକ ପହଞ୍ଚିଥିଲେ। ଖବରପାଇ ବେଣ୍ଟକାରପଡ଼ା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ ଜଣାଇଵାରୁ ସଫା କାର୍ଯ୍ୟ ବନ୍ଦ ରହିଥିଲା। ଗ୍ରାମବାସୀମାନେ ଅଭିଯୋଗରେ ଦର୍ଶାଇଥିଲେଯେ, ଗ୍ରାମର ପିଲାମାନେ ଏହି ସ୍ଥାନକୁ ଖେଳପଡ଼ିଆ ଭାବେ ବ୍ୟବହାର […]

ନନ୍ଦନକାନନଥାନା ପରିଦର୍ଶନ କଲେ ଏନସିସି ଛାତ୍ର

ବାରଙ୍ଗ,୫।୬(ଏସଏସନିଉଜ) ଭୁବନେଶ୍ବର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ନୂତନ ଅଭିନବ ପ୍ରୟାସ କ୍ରମରେ ଏୟାର ସ୍କ୍ୱାଡ୍ରନ ଏନସିସିର ସହଭାଗିତାରେ ଏକ ପୋଲିସ ଏନସିସି କ୍ୟାଡେଟ ସମ୍ପର୍କ କାର୍ଯ୍ୟକ୍ରମ ମେ ୨୯ ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛିI ଏୟାର ସ୍କ୍ୱାଡ୍ରନ ଏନସିସି ଓଡ଼ିଶା ଆନୁକୁଲ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୬୫୦ ଏନସିସି କ୍ୟାଡେଟମାନେ ବିଭିନ୍ନ ଥାନାକୁ ପରିଦର୍ଶନରେ ଯାଇଥିଲେ।ପୋଲିସ ବିଭାଗର କାର୍ଯ୍ୟପ୍ରଣାଳୀ, ନୂତନ ଅପରାଧିକ ଆଇନ୍ ଗୁଡିକର କାର୍ଯ୍ୟକାରିତା ତଥା ସାମାଜିକ ସଚେତନତା […]