ଆଜିର ରାଶିଫଳ
ଜୁନମାସ ୦୨ତାରିଖ ୨୦୨୫ମସିହା (ସୋମବାର) ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୮/୨୫ ଗତେ ଅଷ୍ଟମୀ,ନକ୍ଷତ୍ର- ମଘା ରାତ୍ରି ଘ୧୧/୨୪ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୫୦,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୮/୨୫ ଗତେ ଐଶାନ୍ୟ,ମିଥୁନ ରାଶିର ଘାତବାର, କର୍କଟ ଓ ମକରରାଶିର ଘାତଚନ୍ଦ୍ର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୁତେ ରାତ୍ରି ଘ୦୮/୨୫ ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୪୫ଗତେ ଘ୦୮/୨୫ମଧ୍ୟେବାରବେଳା- ଦିବା ଘ୦୩/୦୫ଗତେ ଘ୦୪/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୬ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୧୦/ […]