Browsing author

SATYA SANDHANA DESK

ମୋରମ ଚୋରିବେଳେ ଧରିଲା ପୋଲିସ

ବାରଙ୍ଗ, ୩।୬(ଏସଏସନିଉଜ) ବାରଙ୍ଗର ବିଭିନ୍ନ ଅଂଚଳରୁ ପ୍ରତ୍ୟେକଦିନ ଶହଶହ ସଂଖ୍ୟାରେ ଲଘୁଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି।ଖଣିବିଭାଗର ଚଢାଉ କରାଯାଉନଥିବାରୁ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି। ସୋମବାର ରାତିରେ ଗୋଡିସାହି ଫାଣ୍ଡି ପୋଲିସ ବେଆଇନ ଭାବେ ମୋରମଚୋରା ଚାଲାଣ ହେଉଥିବା ୩ଟି ମୋରମ ବୋଝେଇ ହାଇୱା, ଗୋଟିଏ ମେସିନକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି। ପ୍ରକାଶଯେ,ରାମଦାସପୁର ରାଜସ୍ଵ କାର୍ଯ୍ୟାଳୟ ନିକଟସ୍ଥ ଇଡକୋ ଶିଳ୍ପାନୁଷ୍ଠାନ ଭିତରେ ଏକ ଘରୋଇକମ୍ପାନୀ ପରିସରରୁ ବେଆଇନଭାବେ ଖୋଲାଯାଇ ମୋରମ […]

ଗୋରୁବୋଝେଇ ଗାଡ଼ିଛାଡ଼ି ଫେରାର

ବାରଙ୍ଗ, ୩।୬(ଏସଏସନିଉଜ) ମୁଣ୍ଡଳୀ ବ୍ୟାରେଜ ଛକରୁ ମଙ୍ଗଳବାର ସକାଳୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଗୋଡ଼ିସାହି ଫାଣ୍ଡି ପୁଲିସ ଜବତ କରିଛି। ସୂଚନାଯୋଗ୍ୟଯେ, ଆଠଗଡ଼ରୁ ଓଡି ୦୫ଏପି ୫୮୧୨ ନମ୍ୱର ଏକ ଗୋରୁବୋଝେଇ ପିକ୍‌ଅପଭ୍ୟାନଟି ମୁଣ୍ଡଳୀ ବ୍ୟାରେଜ ଦେଇ କଟକଆଡେ ଯାଉଥିଲା। ଏ ସଂକ୍ରାନ୍ତରେ ଖବରପାଇ ଗୋଡିସାହି ଫାଣ୍ଡିଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ରାସ୍ତାରେ ଜଗି ରହିଥିଲେ।ପୋଲିସ ଗାଡ଼ିଟିକୁ ରୋକିବାପାଇଁ ଚେଷ୍ଟା କରିବା ବେଳେ ପୋଲିସକୁଦେଖି କିଛି ଦୁରରୁ ଗାଡ଼ିଛାଡି ଚାଲକ ଓ ତାର ସହଯୋଗୀମାନେ ଫେରାର […]

ଆଜିର ରାଶିଫଳ

ଜୁନମାସ ୦୪ତାରିଖ ୨୦୨୫ମସିହା (ବୁଧବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରି ଘ୧୧/୩୫ଗତେ ଦଶମୀ,ନକ୍ଷତ୍ର- ଉତ୍ତରାଫା ରାତ୍ରି ଘ୦୩/୫୮ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୧ ୧/୧୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧ ୯/୪୦,ଯୋଗିନୀ ପୂର୍ବେ ରାତ୍ରି ଘ୧୧/୩୫ ଗତେ ଉତ୍ତରେ,କର୍କଟ ରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୁତେ ରାତ୍ରି ଘ୦୩/୫୯ ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୮/୨୪ଗତେ ଘ୧୦/୦୨ ମଧ୍ୟେ,ବାରବେଳା- ଦିବା ଘ୧୧/୩୭ ଗତେ ଘ୦୧/୧୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୩୫ ଗତେ ଘ୦୮/୨୩ମଧ୍ୟେ ଓ ଘ୦୧/୫୦ଗତେ ଘ୦୫/୧୬ ମଧ୍ୟେ ଓ ରାତ୍ରି ଘ୧୦/୦୦ […]

୨୦୫ କୋଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ଜୁନ(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲ୍ଲାପାଇଁ ଆଜି ୩୦୦ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନାଥାଉକି, ଏହି ପ୍ରକଳ୍ପଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ଟି ଶିକ୍ଷା ଭିତ୍ତିଭୂମି ଉନ୍ନତି କରଣପ୍ରକଳ୍ପ ରହିଛି।ଏହି […]

ବିକଶିତ କୃଷି ସଂକଳ୍ପ ଅଭିଯାନ ପାଇ ତାଲିମନେଲେ କୃଷକ

ମେଣ୍ଢାଶାଳ,୨।୬(ଏସଏସନିଉଜ)ସୋମବାର ଦିବା ୧୧ଘଟିକା ସମୟ ରେ ମେଣ୍ଢାଶାଳ ପଞ୍ଚାୟତ କାର୍ଯ୍ୟଳୟ ଆଗରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଏକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି।ଗ୍ରାମାଞ୍ଚଳରେ କୃଷକମାନେ କିଭଳି ନୂତନ ପ୍ରଯୁକ୍ତି ଵିଦ୍ୟା ଓ ସରକାରୀ ଯୋଜନାର ଲାଭ ପାଇପାରି ସସକ୍ତ ହୋଇପାରିବେ ସେଥିପାଇଁ ବୁଝାଯିବା ସହ ତାଲିମ ଦିଆଯାଇଥିଲା।ଏହି ତାଲିମ ଶିବିରରେ ଭାରତୀୟ କୃଷି ଗବେଷଣା ସିଫାର ନିର୍ଦେଶକ ଡ.ପିକେ ସାହୁ, ସିଫାର ସିଏଓ ଏଚ. ଏଲ. ମିନା, ଡ.ହରପ୍ରିୟା ନାୟକ,ପ୍ରଫେସର କେସି ଦାସ, ଡ.ରେଖା ଦାସ,ସୁକାନ୍ତି […]

ପୁଣି ଡ୍ରୋନ୍ ଉଡ଼ିବା ଚର୍ଚ୍ଚା

ବାରଙ୍ଗ,୨।୬(ଏସଏସନିଉଜ) ଗତ ୨୭ ତାରିଖ ବିଳମ୍ବିତ ରାତିରେ ବାରଙ୍ଗର ବିଭିନ୍ନ ଅଞ୍ଚଳରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା ଉପରୁ ପୋଲିସ ପରଦା ଉଠାଇନଥିବ ବେଳେ ପୁଣି ଡ୍ରୋନ୍ ଉଡ଼ିବା ଖବର ମିଳିଛି।ସୋମବାର ରାତି ୮ଟା ପାଖାପାଖି ରତାଗଡ ନୂଆସାହି ଗାଁ ପାଖରେ ୨ଟି ଡ୍ରୋନ୍ ଉଡୁଥିବାର ପୋଲିସ ପାଖରେ ଖବର ଆସି ପହଞ୍ଚିଥିଲା।ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ପଚରାଉଚରା କରିଥିଲେ। ୨ଟି ଡ୍ରୋନ୍ […]

ରଥଯାତ୍ରା ସୁପରିଚାଳନା ପାଇଁ ବୈଠକ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା ଜୁନ ମାସ ୨୭ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ […]

ଆଜିର ରାଶିଫଳ

ଜୁନମାସ ୦୩ତାରିଖ ୨୦୨୫ମସିହା (ମଙ୍ଗଳ ବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୯/୪୩ ଗତେ ନବମୀ,ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୧/୨୫ ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/ ୨୦,ଯୋଗିନୀ ଐଶାନ୍ୟ ରାତ୍ରି ଘ୦୯/୪୨ ଗତେ ପୂର୍ବେ,ମକରରାଶିର ଘାତବାର,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୁତେ ଏକ ପାଦ ଓ ରାତ୍ରି ଘ୦୧/୨୫ ମଧ୍ୟେ ଦ୍ୱୀପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୧/୩୦ଗତେ ଘ୦୩/୦୮ ମଧ୍ୟେ,ବାରବେଳା- ଦିବା ଘ୦୬/୪୭ ଗତେ ଘ୦୮/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୬ […]

ଗୁଳି ଓ ବୋମାମାଡ କରି ଫେରାର ଥିଲେ

ମେଣ୍ଢାଶାଳ,୧/୬(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଫେରାର ଥିବା ଜଣେ ଯୁବକକୁ ଚନ୍ଦକାପୋଲିସ ଶନିବାର ରାତିରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଭରତପୁରର ସହଦେବ ବାରିକ ଓରଫ ନାଗା।ପୋଲିସ ତାଠାରୁ ଏକ ବାଇକ୍, ମୋବାଇଲ୍ ଫୋନ ଓ ବନ୍ଧୁକ ଜବତକରିଛି। ସୂଚନା ମୁତାବକ ଗତ ମାର୍ଚ୍ଚମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣାବିକାକୁ ନେଇ ଦୁଇଗୋଷ୍ଠୀମଳିପଡା ସାମ୍ପୁରର ସଂଘର୍ଷବିହାର ଛକରେ […]

ରୂପା ଛୁଆର ଚାଲିଗଲା ଜୀବନ

ଭୁବନେଶ୍ୱର, ୧।୬(ଏସଏସନିଉଜ) ମେଲାନିଷ୍ଟିକ୍ ବାଘ କୃଷ୍ଣା ଏବଂ ଧଳାବାଘୁଣୀ ରୂପାର ମିଲଣରୁ ଜନ୍ମ ଗ୍ରହଣ କରିଥିବା ୩ଛୁଆଙ୍କ ମଧ୍ୟରୁ ଏକ ଧଳାବାଘ ଛୁଆର ମୃତ୍ୟୁ ହୋଇଛି। ମା ଛୁଆମାନଙ୍କର ଯତ୍ନ ନେଉଥିବାରୁ ଜନ୍ମିତ ୧ ଧଳାରଙ୍ଗର ଏବଂ ୨ସାଧାରଣ ରଙ୍ଗର ଛୁଆକୁ ମାପାଖରେ ରଖାଯାଇଥିଲା। ମୃତ ବାଘ ଛୁଆଟି ମାର୍ଚ୍ଚ ୨୦୨୫ରେ ପଙ୍ଗୁ ହେବାର ଲକ୍ଷଣ ଦେଖାଇଥିଲା ଏବଂ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଏବଂ ପୁଷ୍ଟିକର ପରିପୂରକ ସମେତ ନିୟମିତ ପଶୁଚିକିତ୍ସକ ମାନେ ତାର ଚିକିତ୍ସା ଚଳାଇଥିଲେ।ଏହାସହ […]