Browsing author

SATYA SANDHANA DESK

ଆଜିର ରାଶିଫଳ

ମଇମାସ ୧୩ତାରିଖ ୨୦୨୪ମସିହା(ସୋମବାର)ବୈଶାଖମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୨/୫୧ଗତେ ସପ୍ତମୀ ,ନକ୍ଷତ୍ର- ପୁନର୍ବସୁ ଦିବା ଘ୧୧/୨୩ ଗତେ ପୂଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୦୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୪୭ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୫୧ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,ଅଦ୍ୟ ମୃତେଦିବା ଘ୧୧/୨୩ ମଧ୍ୟେ ଏକପାଦ ଓ ରାତ୍ରି ଘ ୦୨/୪୦ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ ୦୬/୫୨ ଗତେ ଘ୦୮/୩୦ ମଧ୍ୟେ ,ବାରବେଳା – ଦିବା ଘ ୦୨/୫୭ […]

ଆଜିର ରାଶିଫଳ

୨୦୨୪ ମସିହା ମଇମାସ ୧୨ତାରିଖ ରବିବାର।ଶ୍ରୀମଦ୍ ଆଦିଶଙ୍କରାଚାର୍ଯ୍ୟଜୟନ୍ତୀ।ସୁର୍ଯ୍ୟୋଦୟ-ଘ୫/୧୫/୪୫,ସୂର୍ଯ୍ୟାସ୍ତ-ଘ୬/୧୦/୭, ବୈଶାଖମାସ ,ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ପଞ୍ଚମୀ ରାତ୍ରି ଘ୧/ ୫୧ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଆର୍ଦ୍ରା ନକ୍ଷତ୍ର ଦିବା ଘ୧୦/୫୩ ମି ପର୍ଯ୍ୟନ୍ତ ତଦନ୍ତେ ପୁର୍ନବସୁ ନକ୍ଷତ୍ର।ଚ଼ନ୍ଦ୍ର- ମିଥୁନଚନ୍ଦ୍ର (ଅହୋରାତ୍ର)।ସୌର ଚଳନେ ମେଷ ଦି୨୯ନ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ରାତ୍ରି ଘ୧/୫୧ମି ପରେ ପଶ୍ଚିମ ଦିଗରେ।ଅଗନ୍ତବ୍ୟ, ମାସଦଗ୍ଧା, ଷଷ୍ଠୀ ଦୋଷ ହେତୁ ସୂର୍ଯ୍ୟୋଦୟରୁ ରାତ୍ରି ଘ୧/୫୧ମି ମଧ୍ୟେ ଯାତ୍ରା ଶୁଭ।ଦକ୍ଷିଣଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା […]

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୧୧ତାରିଖ ଶନିବାର।ଓଡ଼ିଶା ର ପ୍ରଥମ ଗ୍ରହ କ୍ଷେତ୍ର ଜଳୁକା ଶନିଦେବ ଙ୍କ ମେଳା ଓ ଯାତ୍ରା ଉଛବ ପାଳିତ,ମାସିକ ଗଣେଶ ଚତୁର୍ଥୀ।ସୁର୍ଯ୍ୟୋଦୟ- ଘ୫/୧୬/୧୩ ,ସୂର୍ଯ୍ୟାସ୍ତ- ଘ୬/୯/୪୩ ,ବୈଶାଖମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ଚତୁର୍ଥୀ ରାତ୍ରି ଘ୧/୪୮ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୧/୪୮ମି ପରେ ଦକ୍ଷିଣ ଦିଗରେ। ଶନିବାର, ରିକ୍ତା ତିଥି ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର […]

ଆଜିର ରାଶିଫଳ

ମଇ ମାସ ୧୦ ତାରିଖ ୨୦୨୪ ମସିହା(ଶୁକ୍ରବାର) ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ୦୨/୩୨ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୪୭* ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୨/୩୨ ଗତେ ନୈରୁତେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ଓ ଦିବା ଘ୦୬/୦୪ ଗତେ ଦ୍ଵିପାଦ ଓ ଦିବା ଘ୧୨/୧୮ ଗତେ ରାତ୍ରି ଘ ୦୩/୫୬ ମଧେ ଏକପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ […]

ଆଜିର ରାଶିଫଳ

ମଇ ମାସ ୦୯ ତାରିଖ ୨୦୨୪ ମସିହା(ଗୁରୁବାର) ବୈଶାଖମାସ- ଶୁକ୍ଳପକ୍ଷ ,ତିଥି- ପ୍ରତିପଦ ଦିବା ଘ୦୬/୦୪ ଗତେ ଦ୍ଵିତୀୟା ,ନକ୍ଷତ୍ର- କୃତ୍ତିକା ଦିବା ଘ୧୨/୧୮ ଗତେ ରୋହିଣୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୫୪ ,ସୂର୍ଯ୍ୟାସ୍ତ  -ସନ୍ଧ୍ୟା ଘ୦୬/୦୯/୨୭ ,ଯୋଗିନୀ ପୂର୍ବେ ଦିବା ଘ୦୬/୦୪ ଗତେ ଉତ୍ତରେ , ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିଛା ରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶି ର ଘାତବାର ,ଅଦ୍ୟ ମୃତେ ଏକପାଦ ଓ ଦିବା ଘ୦୬/୦୪ ଗତେ ଦ୍ଵିପାଦ […]

ଆଜିର ରାଶିଫଳ

ମଇମାସ ୦୮ତାରିଖ ୨୦୨୪ମସିହା(ବୁଧବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ଦିବା ଘ୦୮/୪୦ ଗତେ ପ୍ରତିପଦ ,ନକ୍ଷତ୍ର- ଦ୍ଵିଜା ଦିବା ଘ ୦୨/୦୦ ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୯/୦୭ ,ଯୋଗିନୀ ଐଶାନ୍ୟେ ଦିବା ଘ୦୮/୪୦ ଗତେ ପୂର୍ବେ ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଅଦ୍ୟ ମୃତେ ଦିବାଘ ୦୨/୦୦ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୨୮ ଗତେ ଘ୧୦/୦୫ ମଧ୍ୟେ ,ବାରବେଳା – ଦିବା ଘ୧୧/୪୨ ଗତେ ଘ୦୧/୨୭ ମଧ୍ୟେ ,ବିଶୁଦ୍ଧ […]

ଜିତିଲେ ବଲିଉଡ ଛାଡ଼ିଦେବି

ଭୁବନେଶ୍ୱର,୭ା୫(ଏସଏସନିଉଜ) ଚଳିତଥର ବଲିଉଡ଼ କୁଇନ୍ କଙ୍ଗନା ରାଣାୱତ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ହିମାଞ୍ଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ତାଙ୍କୁଟିକେଟ୍ ମିଳିଛି। ଯଦି ସେ ନିର୍ବାଚନ ଜିତନ୍ତି ତେବେ ବଲିଉଡ଼ ଛାଡି ଦେବେବୋଲି ଏକ ସାକ୍ଷାତକାର୍‌ରେ ଘୋଷଣା କରିଛନ୍ତି । କଙ୍ଗନା କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତେବେ ଧୀରେ ଧୀରେ ବଲିଉଡ଼କୁ ବାଏ ବାଏ କହିବେ। କାରଣ ସେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି। ଲୋକେ […]

୬୦ ଲକ୍ଷ ହଡ଼ପ

ଭୁବନେଶ୍ୱର,୭ା୫(ଏସଏସନିଉଜ) କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଜରାଟରୁ ୪ ସାଇବର ଠକଙ୍କୁ ଗିରଫ କରାଯାଇଛି ।ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଗୁଜରାଟରୁ ୪ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ୪ଜଣ ସାଇବର ଠକ ଅନଲାଇନ୍ ଟ୍ରେଡିଂ ନାମରେ ୨୦ ଦିନରେ ୬୦ଲକ୍ଷ ହଡ଼ପ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।  

ପ୍ରତିବାଦ କରିବାରୁ ପଡ଼ୋଶୀଙ୍କୁ ହତ୍ୟା

ଭୁବନେଶ୍ୱର,୭ା୫(ଏସଏସନିଉଜ) ଢ଼େଙ୍କନାଳଜିଲ୍ଲା କାମାକ୍ଷାନଗରଥାନା ବାଉଁଶପାଳ ଶବରସାହିରେ ଠେଙ୍ଗାରେପିଟି ଜଣଙ୍କୁ ହତ୍ୟା କରାଯାଇଛି ।ସ୍ୱାମୀସ୍ତ୍ରୀଙ୍କ କଳହ ଚାଲିଥିବାବେଳେ ପଡୋଶୀ ପ୍ରତିବାଦକରିବାରୁ ଠେଙ୍ଗାରେ ମାଡ଼ମାରିଥିବା ଅଭିଯୋଗ ହୋଇଛି  ।ଅଭିଯୁକ୍ତ ନିରଭୁତିଆଙ୍କ ଠେଙ୍ଗାମାଡ଼ରେ ପଡୋଶୀ ରୋହିତପଧାନଙ୍କ ମୃତ ହୋଇଛି ।ଘଟଣାସ୍ଥଳରେ କାମାକ୍ଷାନଗରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଅନୁସାରେ ଖମାରଅଞ୍ଚଳର ନିରଭୁତିଆ ବାଉଁଶପାଳ ଶବରସାହିରେ ଶ୍ୱଶୁରଘରେ ରହୁଥିଲେ ।ସବୁବେଳେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲାା

ଭୋଟଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ କିଛି ଦୂରରୁ ବୁଥକୁ ଚାଲି ଚାଲି ଆସିଥିଲେ । ମତଦାନ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦେଖିବା ଲାଗି ଅନେକ ଭୋଟର ଅପେକ୍ଷାରତ ଥିଲେ ।। ମତଦାନ ପରେ ପ୍ରଧାନମନ୍ତ୍ରୀ ରାସ୍ତାରେ ଅପେକ୍ଷା କରି ରହିଥିବା କିଛି ସାଧାରଣ ଜନତା ଓ ଛୋଟ ପିଲାଙ୍କୁ ନିଜର ଅଟୋଗ୍ରାଫ […]