Browsing author

SATYA SANDHANA DESK

ବିଶ୍ୱସ୍ତରୀୟ ଲୁକ୍‌ରେ ନିର୍ମାଣ ହେବ..

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ ହେବ ବାରବାଟୀ ଷ୍ଟାଡିୟମ।ଏହାକୁ ସଂପୂର୍ଣ୍ଣ ରୂପେ ଭଙ୍ଗାଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ ବୋଲି ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା।ଯେଉଁ ଜମିସମସ୍ୟା ଅଛି, ଡିଜାଇନରେ ତ୍ରୁଟି ଅଛି, ତାକୁ ସୁଧୁରା ଯାଇ ସେଠାରେ ଅତ୍ୟାଧୁନିକ ସୁବିଧା ଥିବା ବିରାଟ ସ୍ପୋର୍ଟସ୍ କଂପ୍ଲେକ୍ସ ନିର୍ମିତ ହେବ। ଆଗାମୀ ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ। ଏବେର ଷ୍ଟାଡିୟମକୁ ନ ଭାଙ୍ଗିଲେ ତାହା ସମ୍ଭବ ହେବନି।ନୂଆ ଷ୍ଟାଡିୟମରେ […]

ତିନି ଆଇଆଇସିଙ୍କୁ ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଶେଭେଛା

ବାରଙ୍ଗ,୨୦ା୨(ଏସଏସନିଉଜ)ବାରଙ୍ଗପ୍ରେସକ୍ଲବ ତରଫରୁ ସୋମବାରରାତିରେ ନନ୍ଦନକାନନ ,ବାରଙ୍ଗ ଓ ଚନ୍ଦକାଥାନାରେ ନୁଆକରି ଯୋଗଦେଇଥିବା ଥାନାଅଧିକାରୀଙ୍କୁ ସୈାଜନ୍ୟମୁଳକଭାବେ ସାକ୍ଷାତ କରାଯାଇଥିଲା ।ତିନି ଆଇଆଇସିଙ୍କୁ କ୍ଲବ ପକ୍ଷରୁ ଶୁଭେଛା ଜଣାଇବା ସହ ଖବରଦାତା ଓ ପୋଲିସ ସହ ଥିବା ସୁସର୍ମ୍ପକ କିପରି ସୁଦୃଢ ହୋଇପାରିବ ସେଥିପାଇଁ ଆଲୋଚନା କରାଯାଇଥିଲା ।   ଏହା ସହ ନନ୍ଦନକାନନଆଇଆଇସି ସମିତାମିଶ୍ର , ବାରଙ୍ଗଆଇଆଇସି ବିଶ୍ୱରଞନନାୟକ ,ଚନ୍ଦକା ଆଇଆଇସି ପ୍ରଦୀପକୁମାରଜେନାଙ୍କୁ ସେମାନଙ୍କଥାନା ଅଧିନସ୍ଥ ବିଭିର୍ଣଗ୍ରାମରେ ଥିବା ସମସ୍ୟା ଓ ପୋଲିସ ଭୁମିକାର ଆବଶ୍ୟକତାକୁନେଇ ଦୃଷ୍ଟିଆକର୍ଷଣ କରାଯାଇଥିଲା […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୧ତାରିଖ ବୁଧବାର।ବରାହ ଦ୍ଵାଦଶୀ,ସୁର୍ଯ୍ୟୋଦୟ- ଘ୬/୧୬/ ୧୪,ସୂର୍ଯ୍ୟାସ୍ତ- ଘ୫/୪୪/୪୨,ମାଘମାସ, ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି- ଦ୍ବାଦଶୀ ଦିବା ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୧୧/୨୯ମିପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟତିଥି, ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ଦିବାଘ୮/୨୮ମିମଧ୍ୟେ କନ୍ୟାରାଶିର ଘାତଚନ୍ଦ୍ର।ଘାତ ବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଦିବା ଘ୧୧/୨୯ମିପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳାଦିବା ଘ୯/୬ମି ରୁ ଘ୧୦/୩୨ମିପର୍ଯ୍ୟନ୍ତ।ବାରଵେଳା ଦିବାଘ୧୧/୫୯ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୩/୫ମି ରୁ ଘ୪/୩୮ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୫୦ମିମଧ୍ୟେ, ଘ୧୨/୩୮ମି ରୁ ଘ୨/୧୪ମି ମଧ୍ୟେ,ସନ୍ଧ୍ୟା […]

ପରୀକ୍ଷାପୂର୍ବରୁ ଝୁଲିପଡ଼ିଲେ ମାଟ୍ରିକଛାତ୍ର

ବଲାଙ୍ଗିର,୨୦।୧୨(ଏସଏସନିଉଜ)ପରୀକ୍ଷା ପୂର୍ବରୁ ଝୁଲି ପଡ଼ିଲେ ମାଟ୍ରିକ ଛାତ୍ର। କାମାକ୍ଷୀନଗର ବିଶ୍ବାତ୍ମା ବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି।ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଦେଇଥାନ୍ତେ ମାଟ୍ରିକ ପରୀକ୍ଷା, ଚାପରେ ଆତ୍ମହତ୍ୟା ସନ୍ଦେହ କରାଯାଉ ଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଅଭିଯୋଗ ପରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ଆଜିର ରାଶିଫଳ

ଫେବୃଆରୀମାସ ୨୦ତାରିଖ ୨୦୨୪ ମସିହା (ମଙ୍ଗଳ ବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ଦିବା ଘ୦୯/୫୪ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/ ୧୭/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୪୬/୦୯,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୯/୫୫ ଗତେ ନୈରୁତେ, କନ୍ୟାରାଶିର ଘାତଚନ୍ଦ୍ର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତ ବାର,କାଳବେଳା -ଦିବା ଘ୦୧/୨୮ଗତେ ଘ୦୨/୫୫ ମଧ୍ୟେ,ବାରବେଳା -ଦିବା ଘ୦୭/୪୦ଗତେ ଘ୦୯/ ୦୭ ମଧ୍ୟେ,ବିଶୁଦ୍ଧଅମୃତବେଳ। -ଦିବା ଘ୦୯/ ୦୮ ଗତେ ଘ ୧୧/୦୪ ମଧ୍ୟେ ଓ ଦିବାଘ୦୩ /୫୦ଗତେ ଘ୦୫/ ୨୮ ମଧ୍ୟେ ରାତ୍ରି ଘ୦୬/୩୩ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୯ତାରିଖ ସୋମବାର। ସୁର୍ଯ୍ୟୋଦୟ- ଘ୬/୧୭/୩୧ ,ସୂର୍ଯ୍ୟାସ୍ତ- ଘ୫/୪୩/୫୧ ,ମାଘମାସ ,ଶୁକ୍ଳପକ୍ଷ ,ତିଥି- ଦଶମୀ ଦିବା ଘ୮/୫୦ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଉତ୍ତରଦିଗରେ, ଦିବାଘ୮/୫୦ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟାଦୟରୁ ଦିବାଘ୮/୫୦ମିମଧ୍ୟେ ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ। ଦିବା ଘ୮/୫୦ମି ପରେ ରାତ୍ରି ଘ୯/୨୩ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ, ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-କଳମଶାଗ ଦିବା ଘ୮/୫୦ମିପରେ […]

ଏପ୍ରିଲରେ ବିଧାନସଭା ନିର୍ବାଚନ!

ଭୁବନେଶ୍ୱର,୧୮।୨(ଏସଏସନିଉଜ)ଆରମ୍ଭ ହୋଇଗଲାଣି ବିଧାନସଭା ନିର୍ବାଚନ କାଉଣ୍ଟଡାଉନ୍। ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶନିବାର ପ୍ରେସମିଟ୍‌ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଓଡ଼ିଶାରେ ସାମ୍ବାଦିକ ସମ୍ମୀଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବକୁମାର କହିଛନ୍ତି ସମସ୍ତଙ୍କ ପାଇଁ ସମାନ ଆଚରଣ ପ୍ରଦର୍ଶନ କରିବାକୁସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯିବ ।ପ୍ରଥମ ଆବେଦନ କାରୀଙ୍କୁ ଅଗ୍ରାଧିକାର ଦିଆଯିବ ।ପ୍ରଚାର ପାଇଁ ରାଜନୈତିକ ଦଳଙ୍କୁ ମିଳିବ ସ୍ଥାନ ଅନୁମତି ।ପ୍ରଥମେ ଆବେଦନ କରିଥିବା ଦଳ […]

ଚାଲିଗଲା ଭାରତୀୟକନ୍ୟୁର ଜୀବନ

ବାରଙ୍ଗ,୧୭।୨(ଏସଏସନିଉଜ) ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଆଜି ପଦାକୁ ଆସିଛି । କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି କେଉଁ ଜନ୍ତୁ ଅସୁସ୍ଥ ଅଛନ୍ତି ନା କିଏ ମୃତ୍ୟୁ କରିଛି । ଏ ପ୍ରଶ୍ନ ଉଠିବା ସ୍ୱଭାବିକ୍ କଥା, କାରଣ ସନିବାର ଦିନ ପକ୍ଷୀ ସରଣୀ ରେ ରହୁଥିବା ଭାରତୀୟ କନ୍ୟୁର ପକ୍ଷୀର ମୃତ୍ୟୁ ହୋଇଛି।ହେଲେ ଜନ୍ତୁ ବିଭାଗ ରେଞ୍ଜର ଅଧିକାରୀ ଜାଣିନାହାନ୍ତି। ଯାହାକୁ ନେଇ କର୍ତ୍ତୁପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ସୂଚନା ଯୋଗ୍ୟ ଯେ, ପ୍ରାଣୀଉଦ୍ୟନ ନନ୍ଦନ […]

ଏୟାରଟେଲଟାୱାରରୁ ମେସିନ ଚୋରିକରି ୨ଗିରଫ

ବାରଙ୍ଗ,୧୭।୨(ଏସଏସନିଉଜ)ବୁଧବାର ରାତିରେ ମଧୁବନ ଗ୍ରାମରେଥିବା ଏୟାରଟେଲ ଟାୱାରରୁ ଦୁଇଟି ମେସିନ ଚୋରି ହୋଇଥିବାନେଇ ଗୁରୁବାର ଦିନ କଟକ ଚାଉଳିଆ ଗଞ୍ଜର ସୋମ୍ୟାକାନ୍ତ ମହାନ୍ତି ନାମକ ବ୍ୟକ୍ତି ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୮୨/୨୪ କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ।ଶୁକ୍ରବାରରାତିରେ ଚୋରି ହୋଇଥିବା ୨ଟିମେସିନକୁ ବିକ୍ରିକରିବା ଉଦ୍ଧେଶ୍ୟରେ ଓଡ଼ି୦୨-ପି- ୩୭୨୬ ନମ୍ବର ବାଇକ ଯୋଗେ ୨ଜଣ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଷଣ୍ଢପୁରଗାଁ ପାଖରୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନଙ୍କୁ ଥାନାକୁଆଣି ପଚରାଉଚରା କରିବାପରେ […]

ନନ୍ଦନକାନନ ପାଳିଲା ବିଶ୍ୱ ବଜ୍ରକାପ୍ତାଦିବସ

ବାରଙ୍ଗ,୧୭।୨(ଏସଏସନିଉଜ) ବିଶ୍ୱ ବଜ୍ରକାପ୍ତା ଦିବସ ଶନିବାରଦିନ ନନ୍ଦନକାନନରେ ପାଳିତ ହୋଇଯାଇଛି।ଏଥିରେ ନନ୍ଦନକାନନ ଉପ ନିର୍ଦେଶକ ସନତ କୁମାର ନାରାୟଣଙ୍କ ସମେତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ଯୋଗଦେଇଥିବା ନନ୍ଦନକାନନ ସ୍ବେଛାସେବୀ,ବନ ବିଭାଗର ସୁରକ୍ଷା କର୍ମୀ, ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା।ଏହି ଅବସରରେ ବଜ୍ରକାପ୍ତାକୁ ନେଇ ଆୟୋଜିତ ଏକ କୁଇଜ ପ୍ରତି ଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପାଙ୍ଗୋଲିନ୍ କିଟ୍, ବ୍ୟାଜ୍ ଏବଂ କଲମସହିତ ସମ୍ମାନିତ କରାଯାଇ ଥିଲା ।ନନ୍ଦନକାନନରେ ଥିବା ବଜ୍ରକାପ୍ତା […]