Browsing author

SATYA SANDHANA DESK

ଏସିଆରେ ପ୍ରଥମଥର ପାଇଁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଏଲ୍ ଆଣ୍ଡ୍ ବି ପୀଡ଼ା ନିବାରକ କର୍ମଶାଳା

ବାରଙ୍ଗ,୧୭ା୨(ଏସଏସନିଉଜ)ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଶନିବାର ଦିନ ଇଣ୍ଟ୍ରୋଡକ୍ସନ୍ ଟୁ ଏଲ୍ ଆଣ୍ଡ୍ ବି ପେନ୍ ଥେରାପି’ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ଏସିଆ ମହାଦେଶରେ ଏହି ଧରଣର କର୍ମଶାଳା ଆୟୋଜନ କରିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହେଉଛଛି ପ୍ରଥମ ଏହି କର୍ମଶାଳାରେ ବହୁ ବିଶେଷଜ୍ଞ, ମେଡିକାଲ ଛାତ୍ର ଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ତୁଙ୍ଗ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ଏଥିରେ ‘ଲିବସର୍ ବ୍ରାଟ୍ ପେନ୍ ଥେରାପି’ର ପ୍ରତିଷ୍ଠାତା ତଥା ଜର୍ମାନୀର ଜଣେ ପ୍ରସିଦ୍ଧ […]

ଟ୍ରକ ଚାପିଦେଲା,ଚାଲିଗଲା ଜୀବନ

ଜଟଣୀ,୧୭।୨(ଏସଏସନିଉଜ) ହରିଭାଇନା ଛକରେ ସଡକ ଦୁର୍ଘଟଣାରେ ରଣପୁର ଥାନା ଅଧୁନସ୍ତ ହଟସାହି ଗ୍ରାମର ଅରୁଣ ନାହାକ ନାମକ ବ୍ୟକ୍ତିଙ୍କର ମୃତୁ ଘଟିଛି।ସେ ଏକ ବାଇକ ଯୋଗେ ପତ୍ନୀଙ୍କୁ ନେଇ ଖୋର୍ଦ୍ଧା ପଟରୁ ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିଲେ।ରାସ୍ତାରେ ଥିବା ଡିଭାଇଡରରେ ପିଟିହୋଇ ରାସ୍ତା ଆରପଟକୁ ପଡିଯାଇ ଥିଲେ।ଆରପଟୁ ଆସୁଥିବା ଏକ ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ ହୋଇଥିଲା।କିନ୍ତୁ ସୌଭାଗ୍ୟବସତ ତାଙ୍କ ପତ୍ନୀ ରାସ୍ତା ମଝିରେ ପଡ଼ିଥିଲେ ମଧ୍ୟ […]

ପ୍ରଶାସନ ଉପସ୍ଥିତିରେ ବିଷପିଇଲେ ମହିଳା

ଖୋର୍ଦ୍ଧା,୧୭ା୨(ଏସଏସନିଉଜ) ପ୍ରଶାସନ ଉପସ୍ଥିତିରେ ବିଷପିଇ ଜଣେ ମହିଳା ଗୁରୁତରହୋଇଛନ୍ତି ।ସରକାରୀ ଜମିରେ ଥିବା ଜବରଦଖଲ ଘର ଉଚ୍ଛେଦ ବେଳେ ଏହିଭଳି ଅଘଟଣ ଘଟିଛି ।ବେଗୁନିଆଥାନା ପୋଚାଖାଲଗାଁରେ ଉଚ୍ଛେଦ ବେଳେ ଅଘଟଣ ଘଟିଛି ।ବହୁ ନିବେଦନ ପରେ ଉଚ୍ଛେଦ ବନ୍ଦ ନହେବାରୁ ବିଷ ପିଇଦେଇଥିଲେ ମହିଳା ବୋଲି ଜଣାପଡିଛି ।

ଆଜିର ରାଶିଫଳ

ଫେବୃଆରୀମାସ ୧୮ତାରିଖ ୨୦୨୪ ମସିହା (ରବିବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ ୦୮/୧୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/  ୪୪/୪୯,କନ୍ୟାରାଶିରଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତବାର,ବିଶୁଦ୍ଧ ଅମୃତବେଳ।-ଦିବା ଘ୦୭/୦୫ ଗତେ ଘ୧୦/୧୭ ମଧ୍ୟେ ଓ ରାତ୍ରି ଘ୦୭/୨୦ ଗତେ ଘ୦୮/୫୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/ ୦୫ ମଧ୍ୟେ ଓ ଘ୦୧/୩୮ ଗତେ ଘ୦୨/୩୨ ମଧ୍ୟେ,ଲାଉ ଦିବା ଘ୦୮/୧୬ ଗତେ କଳମଶାଗ ଭକ୍ଷଣ ନିଷେଧ। ମେଷ👉ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ […]

ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ବ୍ରହ୍ମଗିରି,୧୭।୨(ଏସଏସନିଉଜ) ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ଜଣେ ଅଟକ ରହିଛି।ଅରଖକୁଦ ମେରାଇନ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି।ସ୍ୱାମୀକୁ ମଦ ପିଆଇବା ସହ ହାତ ଗୋଡ଼ ବାନ୍ଧି ଦେଇଥିଲେ ଦୁର୍ବୃତ୍ତ।୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବାନେଇ ଥାନାରେ ଏତଲା ଦେଲେ ପୀଡ଼ିତାଙ୍କ ସ୍ୱାମୀ।ବ୍ରହ୍ମଗିରି ମେଡିକାଲରେ ମହିଳାଙ୍କ ଡାକ୍ତରୀ ମାଇନା କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ।

୪ଜଣଙ୍କୁ ହତ୍ୟାକରି ଫିଙ୍ଗିଦେଲେ !

କୋଇଡ଼ା,୧୭।୨(ଏସଏସନିଉଜ)ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକ୍‌ରେ ୪ ମୃତଦେହ ଠାବ ହୋଇଛି। ବିମଳାଗଡ଼-କିରିବୁରୁ ରେଳ ଟ୍ରାକ୍‌ ପାଖରେ ପଡ଼ିଛି ୪ ମୃତଦେହ।୨ଟି ମୃତଦେହ ଅଖା ଭିତରେ, ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି।୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବାର ଜଣାପଡିଛି।ଟ୍ରାକ୍‌ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି।

୪ଜଣଙ୍କୁ କ୍ୟାମ୍ପସ୍ ମନା

ଭୁବନେଶ୍ୱର,୧୭।୨ (ଏସଏସନିଉଜ)MKCG ରାଗିଂ ଘଟଣାରେ ୪ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।୪ ଡାକ୍ତରୀ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା ନେଇ ଡିନ୍‌ ଇନଚାର୍ଜଙ୍କ ସୂଚନା ଦେଇଛନ୍ତି।ମାଡ଼ ମାରିଥିବା ୨ ଛାତ୍ରଙ୍କୁ ୨ ମାସ ପାଇଁ କଲେଜ କ୍ୟାମ୍ପସ ମନା କରାଯାଇଛି।ଲିଫ୍ଟ ଦେଇଥିବା ୨ ଛାତ୍ରଙ୍କୁ ସପ୍ତାହେ ପାଇଁ କଲେଜ କ୍ୟାମ୍ପସକୁ ମଧ୍ୟ ବାରଣ କରାଯାଇଛି।ଗତ ୧୨ରେ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଆଜିର ରାଶିଫଳ

ଫେବୃଆରୀମାସ ୧୭ତାରିଖ ୨୦୨୪ ମସିହା (ଶନିବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ ୦୮/୧୯ପର୍ଯ୍ୟନ୍ତ ତଦନ୍ତେ ନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୪୪/୧୯,ଯୋଗିନୀ ଐଶାନ୍ୟେ ଦିବା ଘ୦୮/୧୯ ଗତେ ପୂର୍ବେ ବିଛାରାଶିର ଘାତଚନ୍ଦ୍ର, ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶି ର ଘାତବାର,କାଳବେଳା -ଦିବା ଘ୦୭/୪୩ ମଧ୍ୟେ ଓ ଘ୦୪/୨୧ ଗତେ ଘ୦୫/୫୮ ମଧ୍ୟେ, ବାରବେଳା – ଦିବା ଘ୦୧/୩୦ ଗତେ ଘ୦୨/୫୮ ମଧ୍ୟେ, ବିଶୁଦ୍ଧ ଅମୃତବେଳ। – ଦିବା ଘ୧୦/୧୭ ଗତେ ଘ୦୧/୨୮ ମଧ୍ୟେ ଓ […]

ମେଣ୍ଢାଶାଳରେ କୁମ୍ଭମେଳା ମହୋସ୍‌ବ ଉଦଯାପିତ

ମେଣ୍ଢାଶାଳ,୧୫ା୨. (ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସବୁବର୍ଷଭଳି ଚଳିତବର୍ଷ କୁମ୍ଭସଂକ୍ରାନ୍ତିରେ କୁମ୍ଭମେଳା ମହୋସ୍‌ସବ ଆରମ୍ଭ ହୋଇ ବୁଧବାର ବିଳମ୍ଭିତରାତିରେ ଉଦ୍‌ଯାପିତହୋଇଯାଇଛି ।୧୩ତାରିଖ ସନ୍ଧ୍ୟାରେ ଅଙ୍ଗୁରାରୋପାଣ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ।ଏହି କୁମ୍ଭମେଳାରେ ମେଣ୍ଢାଶାଳ, ଗିରିଙ୍ଗାପୁଟ,ହରିଡାମଡା,ମଳିପଡା, ଗୋପିନାଥପୁର,ଓଗରସୁଆାଁ, ପିତାପଲ୍ଲୀ,ଜାଆଁଳା,ତମାଣ୍ଡୋ,ଘାଟିକିଆ,ପରପଦା,ଘୋରକଣା,ଶଣ୍ଢପୁର,ବଡରଘୁନାଥପୁର,ଗଉଡକାଶିପୁର,କୁଜିମହଲ,ପଳାଶପୁର,ପାଣିଓରା,ଭୋଳା,ରେଙ୍ଗଳପାଟଣା,ଅରାଗଡ,ମିନଚିନପାଟଣା ଓ ଭାଁପୁରଗ୍ରାମର ସଙ୍ଗିର୍ତନମଣ୍ଡଳୀ ଘୋ୍‌େଇଦଇ ଅହୋରାତ୍ର ଭଜପରିବେଣ କରିଥିଲେ ।ସନ୍ଧ୍ୟା ସମୟରେ ମହୋସ୍‌ସବ ଅନୁଷ୍ଠିତହୋଇ ବିଳମ୍ଭିତରାତି ପର୍ଯ୍ୟନ୍ତଚାଲଥିଲା ଏଥିରେ ଗ୍ରାମ ଓ ଆଖପାଖଗ୍ରାମରୁ ଦଶହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତ ଯୋଗଦେଇ ପ୍ରସାଦସେବନ କରିଥିଲେ ।ଏହି ମହୋ୍‌ସବରେ ବିଭୁତିବଃଳବନ୍ତରାୟ,ମନ୍ନଥରାଉତରାୟ,ବିଶ୍ୱରଞନବଡଜେନା,ଅର୍ଦ୍ଦେନ୍ଦୁଦାସ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୬ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ ମାଘସପ୍ତମୀ,ତିଳ ସପ୍ତମୀ,କୋଣାର୍କ (ଚନ୍ଦ୍ରଭାଗା)ସ୍ନାନ, ରବି ମହାଗ୍ରହ ଜୟନ୍ତୀ,ଭୀଷ୍ମାଷ୍ଟମୀ ଓ ତର୍ପଣ, ଅଦ୍ଵୈତପ୍ରଭୁଙ୍କର ଜନ୍ମୋତ୍ସବ, ବିଦଗ୍ଧକବି ଅଭିମନ୍ୟୁ ଜୟନ୍ତୀ, ଅତିବଡ଼ି ଜଗନ୍ନାଥଦାସଙ୍କର ତିରୋଧାନ ଦିବସ। ସୁର୍ଯ୍ୟୋଦୟ- ଘ୬/୧୯/୨୮,ସୂର୍ଯ୍ୟାସ୍ତ- ଘ୫/୪୨ /୩୦,ମାଘମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ସପ୍ତମୀ ଦିବା ଘ୯/୨ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ।ଯୋଗ- ବ୍ରହ୍ମ ଯୋଗ ଦିବା ଘ୪/୩୪ମି ପର୍ଯ୍ୟନ୍ତ ପର୍ଯ୍ୟନ୍ତ ତଦନ୍ତେ ଇନ୍ଦ୍ରଯୋଗ।କରଣ- ବାଣିଜ୍ୟକରଣ ଦିବା ଘ୯/୨ମି ପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୮/୪୦ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ଦିବା […]