Browsing author

SATYA SANDHANA DESK

ଆଜିର ରାଶିଫଳ

ଅକ୍ଟୋବରମାସ ୨୫ତାରିଖ ୨୦୨୩ମସିହା (ବୁଧବାର)ଆଶ୍ୱିନମାସ- ଶୁକ୍ଲପକ୍ଷ,ତିଥି- ଏକାଦଶୀ ଦିବା ଘ୧୨/୪୬ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୦ଏକାଦଶୀର ଏକୋଦିଷ୍ଟ ଓ ଦ୍ଵାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର, ଶିମ୍ବ ଦିବା ଘ୧୨/୪୬ ଗତେ ପୋଇ ଭକ୍ଷଣ ନିଷେଧ। ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ […]

ସ୍ୱେଚ୍ଛାକୃତ ଅବସରନେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୩ା୧୦(ଏସଏସନିଉଜ) ସ୍ୱେଚ୍ଛାକୃତ ଭାବେ ଅବସର ନେଲେ5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖିଲା କାର୍ମିକ ମନ୍ତ୍ରାଳୟ । VRSନେଇ ଅକ୍ଟୋବର୨୦ରେ ରାଜ୍ୟସରକାର ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି ।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୪ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରେ ଆୟୁଧ ପୂଜା ଓ ଦଶହରା, ଅପରାଜିତା ଦଶମୀ, ବିଜୟା ଦଶମୀ, ସର୍ବତ୍ର ଦଶହରା ଉତ୍ସବ, ସୋମନାଥ ବ୍ରତ ସମାପନ, ଅପରାଜିତା ପୂଜା ଓ କୁମାରୀ ପୂଜା, ଜାତିସଂଘ ଦିବସ।ସୁର୍ଯ୍ୟୋଦୟ- ଘ୫/୪୭/୫୨ ,ସୂର୍ଯ୍ୟାସ୍ତ- ଘ୫/୧୪/୬ ,ଆଶ୍ବିନ ମାସ ,ଶୁକ୍ଳ ପକ୍ଷ ,ଭୌମ ବାସ ,ତିଥି- ଦଶମୀ ଦିବା ଘ୩/୨୫ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଧନିଷ୍ଠା ଦିବା ଘ୪/୧୪ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, […]

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର,୨୩ା୧୦(ଏସଏସନିଉଜ) ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ୍ । ଆଗାମୀ ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପାରାଦୀପଠୁ ୨୩୦ କିମି ଦୂରରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ରହିଛି ।ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।ତେବେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୩ତାରିଖ ସୋମବାର। ଗୃହଦେବୀ ଓ ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା, ପୀଠେ ଓ ଶ୍ରୀମନ୍ଦିରରେ ବିମଳାଦେବ୍ୟାଃ ବିଶ୍ରାମ ପୂଜା।ସୁର୍ଯ୍ୟୋଦୟ- ଘ୫/୪୭/୨୮ ,ସୂର୍ଯ୍ୟାସ୍ତ- ଘ୫/୧୪/୪୬ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଚନ୍ଦ୍ରବାସ ,ତିଥି- ନବମୀ ସନ୍ଧ୍ୟାଘ୫/୫୨ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ,ସନ୍ଧ୍ୟା ଘ୫/୫୨ମି ପରେ ଉତ୍ତରଦିଗରେ।ରିକ୍ତାତିଥି, ଶନିଯୁକ୍ତ ଦୋଷହେତୁ ସନ୍ଧ୍ୟା ଘ୫/୫୨ମିପରେ ନିଶାନ୍ତ ଘ୫/୫ମି ମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ସିଂହରାଶିର ଏବଂ ନିଶାନ୍ତ ଘ୫/୫ମି ପରେ ମିଥୁନ ଓ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୨ତାରିଖ ରବିବାର। ଗୃହଦେବୀ ଓ ବଙ୍ଗୀୟ ମତେ ମୃଣ୍ମୟୀ ଦେବୀଙ୍କର ମହାଷ୍ଟମୀପୂଜା,ଶ୍ରୀମନ୍ଦିରରେ ବିମଳାଦେବ୍ୟାଃ ଓ ପୀଠେ ମହାନବମୀପୂଜା, ସନ୍ଧିପୂଜା,ଏକାହପୂଜା।ସୁର୍ଯ୍ୟୋଦୟ- ଘ୫/୪୭/୫ ,ସୂର୍ଯ୍ୟାସ୍ତ- ଘ୫/୧୫/୨୭ ,ଆଶ୍ବିନ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଅଷ୍ଟମୀ ରାତ୍ରିଘ୮/୧ମିପର୍ଯ୍ୟନ୍ତ ତଦନ୍ତେନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ, ରାତ୍ରି ଘ୮/୧ମିପରେ ପୂର୍ବଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ରାତ୍ରି ଘ୮/୧ମିପରେଲାଉ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୫ମି ରୁ […]

ଏସ.ଏସ.ଡି, ଗୁରୁଡିଝାଟିଆ ଚାମ୍ପିୟନ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଦୁଇ ଦିନ ଧରି ଜଟଣୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନ୍ତମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି ।ଆଜିର ଏହି ଫାଇନାଲ ମ୍ୟାଚରେ କଟକ ଗୁରୁଡ଼ିଝାଟିଆର ଏସ.ଏସ.ଡି ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାଣନାଥ ମହା ବିଦ୍ୟାଳୟକୁ ୪-୦ ଗୋଲରେ ପରାସ୍ତକରି ଚଳିତବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବିଭିନ୍ନ ଜୋନରୁ ଆସିଥିବା ୮ଟି ଦଳକୁ ନେଇ ଚାଲିଥିବା ଏହି ଫାଇନାଲ ଜୋନ ଅନୁଷ୍ଠିତ ହୋଇଥିଲା. ପ୍ରଥମ […]

ଘାଟିରେ ଦୁର୍ଘଟଣା,୨ମୃତ

ମୟୂରଭଞ୍ଜ,୨୧।୧୦(ଏସଏସନିଉଜ) ବାଙ୍ଗିରୀପୋଷିର ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା ଘଟିଛି।କାର୍‌-ଟ୍ରକ ଧକ୍କାରେ ୨ ମହିଳା ମୃତୁବରଣ କରିଥିବାର ଜଣାପଡିଛି।କାର୍‌ରେ ଥିବା ୬ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।ଦୁର୍ଘଟଣା ପରେ ବାଙ୍ଗିରୀପୋଷି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଟଏଲେଟ୍‌ରୁ ତଣ୍ଟିକଟା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଟଏଲେଟ୍‌ରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଘଟଣାର ୬ମାସ ପରେ ଅଭିଯୁକ୍ତ ସ୍ୱାମୀ ସୁରତରୁ ଗିରଫ ହୋଇଛି।ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡ଼ିଶା ଆଣୁଛି ଜିଆର୍‌ପି।ଏପ୍ରିଲ ୨୦ରେ ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସରୁ ମିଳିଥିଲା ମୃତଦେହ l

ASIଙ୍କ ଆସିଲା ପୋଷ୍ଟମର୍ଟମରିପୋର୍ଟ

ରାଉରକେଲା,୨୧।୧୦(ଏସଏସନିଉଜ)ଉଦିତନଗର ଥାନା ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସି ପହଂଚିଛି। ପ୍ରେସମିଟ୍‌ରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।ରିପୋର୍ଟରେ ମୃତ୍ୟୁ ମାଡ଼ରୁ ନୁହେଁ, ରୋଗ ଜନିତ ବୋଲି କହିଛନ୍ତି ।ଅଧିକ ଉତ୍ତେଜିତ ହେବାରୁ ଆଲିସାଙ୍କ ମୃତ୍ୟୁ ହୋଇଛି।ଆଲିସାଙ୍କ ମୃତ୍ୟୁ ହତ୍ୟା ନୁହେଁ ଅଧିକ ଉତ୍ତେଜନାରୁ ଅଧିକ ହରମୋନ କ୍ଷରଣ ହୋଇଛି ଯାହା ନିଃଶ୍ବାସ ନେବାରେ ସମସ୍ୟା ହେବାରୁ ମୃତ୍ୟୁ ହୋଇଛି ବୋଲି ରାଉରକେଲା ଏସ୍‌ପି କହିଛନ୍ତି।