ଆଜିର ରାଶିଫଳ
ଏପ୍ରିଲ ମାସ ୧୧ ତାରିଖ ୨୦୨୬ ମସିହା (ଶନିବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ନବମୀ ରାତ୍ରି ଘ୦୧/୦୬ ଗତେ ଦଶମୀ,ନକ୍ଷତ୍ର- ଉତ୍ତରାଷ।ଢା ଦିବା ଘ୦୨/୪୭ ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃଘ୦୫/୩୭/୨୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୦୭,ଯୋଗିନୀ ପୂର୍ବେ ରାତ୍ରି ଘ୦୧/୦୬ ଗତେ ଗତେ ଉତ୍ତରେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵୀ ପାଦ ଓ ଦିବା ଘ୦୨/୪୭ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୨୫ ମଧ୍ୟେ ଓ ଘ୦୪/୨୫ ଗତେ ଘ୦୫/୫୯ ମଧ୍ୟେ,ବାରବେଳା- ଦିବା ଘ୦୧/୨୦ […]