ଆଜିର ରାଶିଫଳ
୨୦୨୩ମସିହା ସେପ୍ଟେମ୍ବରମାସ ୨ତାରିଖ ଶନିବାର। ଅଙ୍ଗଭେଟ ତୃତୀୟାସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୪/୪୬ ,ସୂର୍ଯ୍ୟାସ୍ତ-ଘ୫/୫୮/୧୦ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ତୃତୀୟା ରାତ୍ରି ଘ୯/୪ମିପର୍ଯ୍ୟନ୍ତ ତଦନ୍ତେ ଚ଼ତୁର୍ଥୀ।ନକ୍ଷତ୍ର-ଉତ୍ତରାଭାଦ୍ର ନକ୍ଷତ୍ରଦିବାଘ୧/୨୩ମିପର୍ଯ୍ୟନ୍ତ ତଦନ୍ତେ ରେବତୀନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୯ /୪ମିପରେ ନୈର୍ଋତକୋଣରେ। ଶନିବାର, ରିକ୍ତାତିଥି, ବିଷ୍ଟିକରଣ, ମଙ୍ଗଳସପ୍ତ ଦୋଷହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର-ଧନୁରାଶିର ଘାତଚନ୍ଦ୍ର।ଘାତବାର–ବୃଷ,ସିଂହ ଓ କନ୍ୟାରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପଟୋଳ, ରାତ୍ରି ଘ୯/ ୪ମିପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃଘ୫/୩୫ମି ରୁ ଘ୭/୦ମି ମଧ୍ୟେ, ଦିବା ଘ୪/୨୪ମି […]