ରାଜନଗରରେ ପୁଣି ଟାଣିନେଲା କୁମ୍ଭୀର

ଭୁବନେଶ୍ୱର,୩୧।୮(ଏସଏସନିଉଜ)ବ୍ରାହ୍ମଣୀନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଲା କୁମ୍ଭୀର।
ପୂର୍ବରୁ ୨ମାସ ମଧ୍ୟରେ ୪ଜଣଙ୍କୁ ଟାଣି ନେଇଛି କୁମ୍ଭୀର।ଗ୍ରାମବାସୀଙ୍କ ଦ୍ୱାରା ଖୋଜା ଖୋଜି ଜାରୀ ଆରମ୍ଭ ହୋଇଥିଲେ ମଧ୍ୟ ଭାସ୍କରଙ୍କ ଅଦ୍ୟାବଧି ପତା ମିଳିପାରିନାହିଁ।

Comments (0)
Add Comment