ଶିଶୁକନ୍ୟା ଅପହରଣ ଅଭିଯୋଗ
ପୁରୀ,୨୭ା୭(ଏସଏସନିଉଜ) ପୁରୀ ବେଳାମାର୍ଗରୁ ୩ବର୍ଷର ଜଣେ ଶିଶୁକନ୍ୟାକୁ ଜଣେ ମହିଳା ବୁଧବାର ସନ୍ଧ୍ୟାରେ ଏକ କାର୍ରେ ଅପହରଣ କରାଯାଇଥିବାର ସଞ୍ଜୟ ମଲ୍ଲିକ ନାମକ ବ୍ୟକ୍ତି ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ସଞ୍ଜୟ ହୋଟେଲ ସି-ଭିୟୁ ସମ୍ମୁଖରେ ବେଳାମାର୍ଗରେ ଏକ ପଇଡ଼ ଦୋକାନ କରିଛନ୍ତି। ଏକ କଳାରଙ୍ଗର କାରରେ ବସିଥିବା ଜଣେ ମହିଳାଆସି ପଇଡ ମାଗିଥିଲେ ।ପଇଡଟି ନେଇ ୯ ବର୍ଷର ବଡ଼ ଝିଅ ଓ ୩ ବର୍ଷର ଶିଶୁ କନ୍ୟା ଯାଇଥିଲେ ।ପଇଡରୁ ନାଳି କାଢିବାକୁ କହି […]