Browsing author

SATYA SANDHANA DESK

ବ୍ରିଜ୍ ତଳେ ଶୋଇଛି କୁମ୍ଭୀର

କଟକ,୨୯।୪(ଏସଏସନିଉଜ)ଧବଳେଶ୍ୱର ବ୍ରିଜ୍ ତଳେ ଶୋଇଛି କୁମ୍ଭୀର ।ନଇପଠା ବାଲିରେ କୁମ୍ଭୀରକୁ ଦେଖି ଛାନିଆ ହୋଇଯାଇଛନ୍ତି ଲୋକେ।କୁମ୍ଭୀରଟି କେଉଁଆଡୁ ଏଠାକୁ ଆସିଲା ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ କାହାର କ୍ଷୟକ୍ଷତି ହୋଇନଥିବା ବେଳେ କୁମ୍ଭୀରକୁ ନେଇ ଛନକା ପଶିଯାଇଛି।

ଆଜିର ରାଶିଫଳ

୨୦୨୩ ମସିହା ଅପ୍ରେଲମାସ ୨୯ତାରିଖ ଶନିବାର।ଓଡ଼ିଶାର ପ୍ରଥମଗ୍ରହକ୍ଷେତ୍ର ଜଳୁକା ଶନିଦେବଙ୍କ ଶନିଶ୍ଚରଯଜ୍ଞ ଓ ଶନିମେଳାସୀତାନବମୀ ବ୍ରତ । ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୩/୦ ,ସୂର୍ଯ୍ୟାସ୍ତ- ଘ୬/୫/୮ ,ବୈଶାଖମାସ ,ଶୁକ୍ଳପକ୍ଷ ,ତିଥି- ନବମୀ ସଂନ୍ଧ୍ୟା ଘ୬/୨୯ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୧/୩୫ମି ପରେ ମେଷ, ମିଥୁନ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର […]

ନକଲି ବାବା ଗିରଫ

କଟକ,୨୮।୪(ଏସଏସନିଉଜ) କଟକରୁ ନକଲି ବାବା ଗିରଫ ହୋଇଛନ୍ତି। ଗିରଫ ବାବା ହେଉଛନ୍ତି ସେକ ଆଶାପାକ ।ତାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଗୁଣି ଗ୍ୟାରେଡି କରି ଲୋକଙ୍କ ଠାରୁ ଠକୁ ଥିଲା ଭଣ୍ଡ ମୁଲାନା। ଜଣେ ମହିଳାଙ୍କଠାରୁ ୬୨ଲକ୍ଷ ଟଙ୍କା ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତା ଠାରୁ ନଗଦ ୨ଲକ୍ଷ ୭୬ହଜାର ଟଙ୍କା ଜବତ କରିବାସହ ଦୁଇଟି ଦାମୀକାର , ଗୋଟିଏ ବୁଲେଟ ଏବଂ ବହୁ ଦାମୀ ମୋବାଇଲ ଜବତ କରିଛି ପୋଲିସ। […]

ମେଣ୍ଢାଶାଳ ସେବାସମବାୟ ସମିତିର ସମୀକ୍ଷା ବୈଠକ

ବାରଙ୍ଗ,୨୮।୪(ଏସଏସନିଉଜ) ମେଣ୍ଢାଶାଳଠାରେ ଥିବା ଖୋର୍ଦ୍ଧା କେନ୍ଦ୍ରବ୍ୟାଙ୍କ ଶାଖା ସମବାୟ ସମିତି ସଭାଗୃହରେ ଶୁକ୍ରବାର ଦିନ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ସମିତି ସଭାପତି ମହିନ୍ଦ୍ର କୁମାର ପ୍ରଧାନ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂ ସାମନ୍ତ,ସିଇଓ ବନଶ୍ରୀ ମଲିକ, ଜିଏମ ସନ୍ଦୀପ ପଟନାୟକ,ମେଣ୍ଢାଶାଳ ଶାଖା ପରିଚାଳିକା ନିଳିମା ଦାସ , ସୁପ୍ରଭାଇଜର ସନ୍ତୋଷ କୁମାର ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳଶାଖା ଅଧୀନରେ ଥିବା ୬ଗୋଟି ସେବାସମବାୟସମିତିର […]

ଅତିଥିଭବନରେ ଖାଦ୍ୟଖାଇ ୧୨ ଅସୁସ୍ଥ

କୋରାପୁଟ,୨୮।୪(ଏସଏସ ନିଉଜ)କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳିତ ଅତିଥି ଭବନରେ ଖାଦ୍ୟଖାଇ ୧୨ଜଣପର୍ଯ୍ୟଟକ ଅସୁସ୍ଥ ହୋଇ ପଡିଛନ୍ତି।ଖାଇବାର କିଛିସମୟ ପରେ ପର୍ଯ୍ୟଟକ ମାନେ ଅସୁସ୍ତ ହୋଇପଡିଥିଲେ। ଅସୁସ୍ଥ ପର୍ଯ୍ୟଟକଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ରାସ୍ତାରେ ଥୁଆହୋଇଛି ଗରାବାଲଟି

ଉଦଳା,୨୮।୪(ଏସଏସନିଉଜ)ବସୁଧା ଯୋଜନାରେ ପାଣି ନମିଳିବାରୁ ରାସ୍ତାରୋକ କରିଛନ୍ତି ଲୋକ। କପ୍ତିପଦାବ୍ଲକ କଳିଅଳମ ପଞ୍ଚାୟତବାସୀ ପାଣି ପାଇଁ ରାସ୍ତାରୋକ କରିଛନ୍ତି। ପଡ଼ାଡ଼ିହା ITI ଛକରେ ଗରା , ବାଲଟି ରଖି ପଞ୍ଚାୟତବାସୀଙ୍କ ଅଭିନବ ଭାବରେ ରାସ୍ତାରୋକ କରିଛନ୍ତି ।ଯାହାଫଳରେ ରାସ୍ତାଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି।

୩ଘଣ୍ଟା ପାଇଁ ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର,୨୮।୪(ଏସଏସ ନିଉଜ)୩ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଘଡ଼ଘଡ଼ି ସହ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୩ ଘଣ୍ଟାପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇ ଥିବା ଜିଲ୍ଲା ହେଉଛି ନୟାଗଡ଼ , ଖୋର୍ଦ୍ଧା , କଟକ , ଢେଙ୍କାନାଳ,କେନ୍ଦ୍ରାପଡ଼ା , ଯାଜପୁର , ଭଦ୍ରକ କୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରିକରିଛି।

ମିଳିଲା ନାଉରିଆଙ୍କ ମୃତଦେହ

ଆଳି,୨୮।୪(ଏସଏସନିଉଜ)ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଥିବା ନାଉରିଆଙ୍କ ମୃତଦେହ ଉଦ୍ଧାର ହୋଇଛି।ସ୍ଥାନୀୟ ଲୋକଙ୍କଦ୍ୱାରା ନାଉରିଆ ସୁଦର୍ଶନସ୍ୱାଇଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଲି ଏକମାଣିଆରୁ କେରଡାଗଡ଼ ଯାଉଥିବା ବେଳେ ଡଙ୍ଗା ବୁଡ଼ି ଯାଇଥିଲା।

ଆଜି ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲରନ୍

ଭୁବନେଶ୍ୱର,୨୮।୪(ଏସଏସ ନିଉଜ)ଆଜି ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍। ହାଓଡା ଓ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍‌। ହାଓଡ଼ାରୁ ସକାଳ ୬ଟା ୧୦ରୁ ବାହାରି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ। ପୁଣି ପୁରୀରୁ ଦିନ ୧ଟା ୫୦ରେ ଛାଡ଼ି ହାଓଡାରେ ୮.୩୦ରେ ପହଞ୍ଚିବ ।ଖଡ଼ଗପୁର , ଭଦ୍ରକ , ଯାଜପୁର , କଟକରେ ୨ ମିନିଟ ଲେଖାଏ ରହିବ। କଟକ ପରେ ଭୁବନେଶ୍ୱର , ଖୋର୍ଦ୍ଧାରେ […]

ଆଜିର ରାଶିଫଳ

୨୮-୪-୨୦୨୩(ଶୁକ୍ରବାର)ବିଛା ,ଧନୁ ଓ ମୀନରାଶିମାନଙ୍କର ଘାତବାର ।ରାତ୍ରି ଘ୮।୫୬ ଗତେଘ୧୦।୨୨ମଧ୍ୟେ କାଳରାତ୍ରି । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ନାରୀକେଳ ଭକ୍ଷଣ ନିଷେଧ । ଦିବା ଘ୪।୦ ଗତେ ଲାଭଭକ୍ଷଣ ନିଷେଧ । ନୀଳାଦ୍ରୀ ମହୋଦୟାଷ୍ଟମୀ ।ଅମୃତ–ଦିବା ଘ୬।୫୮ ମଧ୍ୟେ ଘ୭।୪୬ ଗତେ ଘ୧୦।୧୦ ମଧ୍ୟେ ଘ୧୨।୪୩ ଗତେ ଘ୨।୧୦ ମଧ୍ୟେ ଘ୩।୪୬ ଗତେ ଘ୫।୨୨ ମଧ୍ୟେ । ମାହେନ୍ଦ୍ର – ରାତ୍ରି ଘ୧୦।୫୫ ଗତେ ଘ୧୧।୪୩ ମଧ୍ୟେ ଘ୪।୩୧ ଗତେ ଘ୫।୨୨ ମଧ୍ୟେ । […]