Browsing author

SATYA SANDHANA DESK

ଭଗୀପୁରରେ ଧାନଫସଲ ଖାଇ ନଷ୍ଟକଲେ ହାତୀପହ୍ଲ

ବାଙ୍କୀ, ୨୭ା୪ (ଏସଏସନିଉଜ) ଚନ୍ଦକା-ଡମପଡା ଅଭୟାରଣ୍ୟର ପାଦ ଦେଶରେ ଥିବା ଭଗିପୁର ଗ୍ରାମର ଚାଷଜମିରେ ହାତୀମାନେ ପଶି ବ୍ୟାପକଫସଲ ନଷ୍ଟ କରିଛନ୍ତି ।ଗୁରୁବାର ସକାଳ ସମୟରେ ହାତୀ ପହ୍ଲ ଆଠଗଡ ସୁକାଶନ ଜଙ୍ଗଲରୁ ବହାରି ମହାନଦୀ ପାରହୋଇ ଚନ୍ଦକା- ଡମପଡା ଅଭୟାରଣ୍ୟକୁ ଫେରୁଥିବା ବେଳେ ହାତୀପହ୍ଲ ଭଗିପୁରଗ୍ରାମର ଚାଷଜମିରେ ପଶି ବ୍ୟାପକ ଧାନ ଫସଲ ଖାଇବାସହ ଦଳିଚକଟି ନଷ୍ଟ କରିଦେଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।ଆଉ କିଛିଦିନ ପରେ ଚାଷୀମାନେ ଧାନ ଅମଳ କରିଥାନ୍ତେ,କିନ୍ତୁ ହାତୀପହ୍ଲ ଧାନଫସଲ […]

ବନ୍ଧାହେଲେ ଭୂତଙ୍କ ସଭାପତି

ଭୁବନେଶ୍ୱର,୨୭।୪(ଏସଏସନିଉଜ) ବନ୍ଧାହୋଇଛନ୍ତି ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟ । ଏକ ପୁରୁଣା ମାମଲାରେ ଗିରଫ ହୋଇଛନ୍ତି । ନନ୍ଦପୁର ଗ୍ରାମର ବିପିନ କୁମାର ରାଉତରାୟ । ବିପିନଙ୍କ ନାମରେ ୩ଟି ୱାରେଣ୍ଟ ରହିଥିଲା । ବିପିନ ପୋଲିସକୁ ଚକମା ଦେବାରେ ମାହିର ହୋଇଥିବା ବେଳେ ତାଙ୍କୁ ଗିରଫ କରିବାର ସଦର ପୋଲିସକୁ ସଫଳତା ମିଳିଛି । ବିପିନ ଅପରାହ୍ନ ୩ଟାରେ ନନ୍ଦପୁର ଆସିଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଗିରଫ କରିଛି । […]

ଆଜିର ରାଶିଫଳ

ଅପ୍ରେଲମାସ ୨୭ତାରିଖ୨୦୨୩ ମସିହା(ଗୁରୁବାର)ବୈଶାଖ ମାସ-ଶୁକ୍ଳପକ୍ଷ ,ତିଥି- ସପ୍ତମୀ ଦିବା ଘ୦୧/୩୧ ପର୍ୟ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୪୯ ,ତୁଳା ଓ କୁମ୍ଭ ରାଶିରଘାତବାର ,ସପ୍ତମୀର ଏକୋଦିଷ୍ଟ ଶ୍ରାଦ୍ଧ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୧/୧୭ ଗତେ ଘ୦୨/୫୭ ମଧ୍ୟେ ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୫୮ ମଧ୍ୟେ ଓ ଘ୧୦/୧୧ ଗତେ ଘ୧୨/୩୫ ମଧ୍ୟେ ,ତାଳ ଦିବା ଘ୦୧/୩୧ ଗତେ ନଡ଼ିଆ ଭକ୍ଷଣ ନିଷେଧ । ମେଷ:-ଦିନଟି ଆପଣଙ୍କ ଲାଗି ଉତ୍ତମ […]

ଭଗବତୀନଗର ପ୍ରିମିୟର ଲିଗ୍ ଉଦଘାଟିତ

ବାରଙ୍ଗ,୨୫।୪(ଏସଏସନିଉଜ) ଭୁବନେଶ୍ବର ବ୍ଲକ୍ ଅନ୍ତର୍ଗତ ଦାଢାପଞ୍ଚାୟତର ଭଗବତୀନଗର ଗ୍ରାମମୁଣ୍ଡ ଅସ୍ଥାୟୀ ଖେଳପଡିଆରେ ମଙ୍ଗଳବାର ସିଦ୍ଧ୍ୟସାଧୁ ହୁଙ୍କାଗୋସାଇଁ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ପ୍ରଥମବାର୍ଷିକ ଭଗବତୀନଗର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ପ୍ରଥମ ଦିନରେ ୨ଟି ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଥିଲା।ପ୍ରଥମ ମ୍ୟାଚ୍ ରୟାଲ ବ୍ଲାକ୍ କ୍ରିକେଟ୍ କ୍ଲବ ସହିତ ହିର୍ରୋସ୍ କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଟିତ ହୋଇଥିଲା।ଏଥିରେ ରୟାଲ ବ୍ଲାକ୍ କ୍ଲବ ୨ଓ୍ବିକେଟ ବିନିମୟରେ ୩୯ରନ୍ ସଂଗ୍ରହ କରି ହିର୍ରୋସ କ୍ଲବକୁ ହରାଇ କ୍ବାଟରଫାଇନାଲକୁ ପ୍ରବେଶ କରିଛି।ସେହିପରି ଦ୍ବିତୀୟ […]

ଫେରାର କଏଦୀ ପାଇଁ ପୋଲିସଙ୍କୁ ଚିଠି

ମେଣ୍ଢାଶାଳ,୨୫।୪(ଏସଏସନିଉଜ) ଜାମୁଝରି ସ୍ଥିତ ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମରୁ ୨୦୨୧ମସିହାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ କଏଦୀ ମାନଙ୍କୁ ଲମ୍ବା ଛୁଟି ପ୍ରଦାନ କରାଯାଇଥିଲା।ଛୁଟି ଅବଧି ପୁରିବା ପରେ କେତେକ କଏଦୀ ଫେରିଆସି ଥିବାବେଳେ ପାଞ୍ଚ ଜଣ କଏଦୀ ଜେଲରୁ ଚିଠି ପାଇଁ ମଧ୍ୟ ଅଦ୍ୟାବଧି ଫେରୁନାହାନ୍ତି। ଏମାନେ ହେଲେ ବୌଦ୍ଧ ଜେଲରୁ ଆସିଥିବା ବେଦବ୍ୟାସ ପ୍ରଧାନ, ଭାବାନି ପାଟଣାରୁ ଆସିଥିବା ଅନାମ ମାଝୀ,କେନ୍ଧୁଝରରୁ ଆସିଥିବା ହରିହର ପାତ୍ର ଓ ଚନ୍ଦ୍ରୁହେମ୍ରମ ,କୋଟପାଡ଼ ଜେଲରେ ଆସିଥିବା ଆସୁ […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ସମାବର୍ତ୍ତନ ଉତ୍ସବ

ଚନ୍ଦ୍ରଶେଖରପୁର,୨୬।୪(ଏସଏସନିଉଜ)ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରର ଉନତ୍ରିଂଶତମ ସମାବର୍ତ୍ତନ ଉତ୍ସବ ମହାସମାରୋହର ସହ ମଙ୍ଗଳବାର ରାତିରେ ପାଳିତ ହୋଇଯାଇଛ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଆନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାରରାଉତ,ଯୋଗାଚାର୍ଯ୍ୟ ଡଃ.ବିଶ୍ବରଞ୍ଜନରଥ,କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡା ,ଭାରତୀୟ ଶିକ୍ଷା ପରିଷଦର ସଂପାଦକ ରବି ନାରାୟଣ ଜେନା ପ୍ରମୁଖଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ହେଉଥିବା ବିଭିର୍ଣ କାର‌୍ୟ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଆଜିର ଶିକ୍ଷା ବ୍ୟବସ୍ଥାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ପିଲାମାନଙ୍କୁ ସଂସ୍କାରିତ […]

ବନ୍ଧାହେଲେ ମଦ୍ୟପ ସ୍ୱାମୀ

ମେଣ୍ଢାଶାଳ,୨୬ା୪(ଏସଏସନିଉଜ)ନିଜ ପତ୍ନୀଙ୍କୁ ଅକଥନୀୟ ଅତ୍ୟାଚାର କରିବାସହ ଶାଶୁଶଶୁରଙ୍କୁ ପନିକିଧରି ମାରିବାକୁ ଉଦ୍ୟମ କରୁଥିବା ନିସାଶକ୍ତ ସ୍ୱାମୀକୁ ପୋଲିସ ବୁଧବାରଦିନ ଗିରଫ କରି କୋର୍ଟଚାଳଣ କରିଛି ।ସେ ହେଉଛନ୍ତି ଚନ୍ଦକାଥାନା ଅଧିନସ୍ଥ ମଧୁପୁର ଗାଁର ଅମିତ ଦେଉରୀ(୨୮) । ପ୍ରକାସ ଯେ,ଅମିତ ବିବାହ ପରଠାରୁ ପ୍ରାୟ ସମୟ ନିସାଶକ୍ତ ରହିବା ସହ ସ୍ତ୍ରୀକୁ ମାରଧର କରିଥାନ୍ତି ।ଏମାନଙ୍କର ଥିବା ଦୁଇଟିଛୁଆ ଓ ବାପାମାଆକୁ ମଧ୍ୟ ମାରଧର କରିଥାଏ ।ଗତ ସୋମବାରଦିନ ମେଡିକାଲରୁ ଅପରେସନ ହୋଇ ଫେରିଥିବା ସ୍ତ୍ରୀକୁ ଅମିତ […]

ଆଜିର ରାଶିଫଳ

୨୬-୪-୨୦୨୩(ବୁଧବାର)ମେଷ ଦ୧/୩୨/୦୮ ଇଂଘ୫/୨୪/୫୩ ଗତେ ଉଦୟ।ତୁଳା ଦ୧/୫୧/୦୦ ଇଂଘ୬/୦୩/୨୩ ଗତେ ଅସ୍ତ ।ରାତ୍ରି ଘ୧୨।୫୧ ଗତେ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ବୃଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । କର୍କଟ ରାଶିର ଘାତବାର । ଦିବା ଘ୮।୩୪ ଗତେ ଘ୧୦।୯ ମଧ୍ୟେ କାଳବେଳା । ଘ୧୧।୪୪ ଗତେ ଘ୧।୧୮ ମଧ୍ୟେ ବାରବେଳା । ରାତ୍ରି ଘ୨।୩୪ ଗତେ ଘ୩।୫୯ ମଧ୍ୟେ କାଳରାତ୍ରି । ସପ୍ତମୀର ପାର୍ବଣଶ୍ରାଦ୍ଧ । ନିମ୍ବ ଦିବା ଘ୧୧।୧୫ […]

ଓଡ଼ିଶାକୁ ଫେରିଲା ମାସ୍କ କଟକଣା

ଭୁବନେଶ୍ୱର,୨୫।୪(ଏସଏସନିଉଜ)ଓଡ଼ିଶାରେ ପୁଣି ଫେରିଲା ମାସ୍କ କଟକଣା।ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ହୋଇଛି ବାଧ୍ୟତାମୂଳକ।ଦିନକୁଦିନ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।ରାଜ୍ୟର ସମସ୍ତ କ୍ଲିନିକ ଓ ଲାବୋରେଟୋରୀମାନଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ମାସ୍କ ପିନ୍ଧି ଡ୍ୟୁଟି କରିବେ । ଯେଉଁ ଲୋକମାନେ ଥଣ୍ଡା, ଜ୍ୱର ଓ କାଶରେ ପୀଡ଼ିତ ଥିବେ […]

ଆଜିର ରାଶିଫଳ

ଅପ୍ରେଲ ମାସ ୨୫ ତାରିଖ ୨୦୨୩ ମସିହା (ମଙ୍ଗଳ ବାର )ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ୦୯/୨୪ ପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୪/ ୦୯ କନ୍ୟାରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର, ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳା – ଦିବା ଘ୦୮/୩୯ ଗତେ ଘ୧୦/୧୩ମଧ୍ୟେ ଓ ଦିବା ଘ୦୪/୩୭ ଗତେ ଘ୦୬/୫୪ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି।ବେଲ ଦିବା ଘ୦୯/୨୪ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନର ସୁଯୋଗ ମିଳିବ ଦାମ୍ପତ୍ୟଜୀବନ […]