ଆଜିର ରାଶିଫଳ
୨୪-୪-୨୦୨୩(ସୋମବାର)ଯୋଗିନୀ ନୈରୃତେ । ଦିବା ଘ୮।୯ ଗତେ ଦକ୍ଷିଣେ । ଯାତ୍ରା ନାସ୍ତି । ଦିବା ଘ୮।୯ ଗତ ଦେବତାଗଠନ, ନୌକାଗଠନ ଓ ବାଣିଜ୍ୟକରଣ,ନାମକରଣ ଓ ଦୀକ୍ଷାଗ୍ରହଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ । ଦିବା ଘ୧।୪୦ ଗତେ ମିଥୁନକର୍କଟସିଂହଧନୁମକର ମୀନମେଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।କନ୍ୟାରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର । ଦିବା ଘ୭।୧ ଗତେ ଘ୮।୩୫ ମଧ୍ୟେ କାଳବେଳା । ଘ୨।୫୫ ଗତେ ଘ୪।୩୦ ମଧ୍ୟେ ବାରବେଳା । ରାତ୍ରି […]