Browsing author

SATYA SANDHANA DESK

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ,୧୫ା୨(ଏସଏସନିଉଜ) ଜଣେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଢେଙ୍କାନାଳ ରିଜର୍ଭ ଲାଇନ ପୋଲିସ କ୍ବାର୍ଟରରୁ ଉଦ୍ଧାର ହୋଇଛି ।ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଆଜିର ରାଶିଫଳ

୨୦୨୩ ମସିହା ଫେବୃଆରୀ ମାସ ୧୫ ତାରିଖ ବୁଧବାର ,ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୯/୪୫ ,ସୂର୍ଯ୍ୟାସ୍ତ- ଘ୫/୪୨/୯ ,ଫାଲ୍ଗୁନ ମାସ ,କୃଷ୍ଣ ପକ୍ଷ ,ପଣ୍ଡିତ ବାସ ,ତିଥି- ନବମୀ ଦିବା ଘ୭/୨୪ମି ପରେ ଦଶମୀ କ୍ଷୟ ନିଶାନ୍ତ ଘ୫/୧୮ମି ପର୍ଯ୍ୟନ୍ତତଦନ୍ତେ ଏକାଦଶୀ। ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୧/୪ମି ପର୍ଯ୍ୟନ୍ତ ତଦନ୍ତେ ମୂଳା।ଚନ୍ଦ୍ର- ବିଛା ରାତ୍ରି ଘ୧/୪ମି ତଦନ୍ତେ ଧନୁ।ସୌର ଚଳନ- କୁମ୍ଭ ଦି୩ନ ,ଯୋଗ- ବ୍ୟାଘାତ ଦିବା ଘ୧୦/୫୦ମି ପରେ ହର୍ଷଣ ଯୋଗ।କରଣ-  ଦିବା ଘ୭/୨୪ମି ପର୍ଯ୍ୟନ୍ତ ତଦନ୍ତେ […]

ଆରମ୍ଭ ହେଲା ଧବଳେଶ୍ୱରଙ୍କ ମହାନଦୀଘାଟରେ

ଖୁଣ୍ଟୁଣୀ,୧୩।୨(ଏସଏସ ନିଉଜ)ପ୍ରସିଦ୍ଧଶୈବକ୍ଷେତ୍ର ବାବା ଧବଳେଶ୍ୱରଙ୍କ ମହାନଦୀ ଘାଟରେ ମହାନଦୀ ଆଳତୀ ସୋମବାର ଆରମ୍ଭ ହୋଇଛି । ବିଭୁର୍ଣ ଅଗ୍ରଣୀ ସାମାଜିକ ଅନୁଷ୍ଠାନର ମିଳିତକ୍ରମେ ମହାନଦୀର ସୁରକ୍ଷା ପାଇଁ ଏହି ମହାନଦୀ ଆଳତୀ ଅନୁଷ୍ଠିତ ହୋଇଥିଲା । ମହାନଦୀକୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ମହାନଦୀ ଭିତରକୁ ଜରି, ଅନାବନା ବର୍ଯ୍ୟ ବସ୍ତୁ କିମ୍ବା ପଚା ଶବ ଆଦି ଫିଙ୍ଗିବା ନାହିଁ । ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏପରି ଏକ ପ୍ରୟାସ ଆଜିଠାରୁ ଏଠାରୁ ଆରମ୍ଭ […]

ଅବକାରୀ OIC ନିଲମ୍ବିତ!

ବାଲେଶ୍ୱର,୧୪।୨(ଏସଏସ ନିଉଜ) ଡ୍ୟୁଟିରେ ଖିଲାପ ପାଇଁ ଅବକାରୀ OIC ନିଲମ୍ବିତ ହୋଇଛନ୍ତି।OIC ଭଗବାନ ମହାନନ୍ଦିଆଙ୍କୁ ନିଲମ୍ବନ କରିଛନ୍ତି ଅବକାରୀ କମିଶନର। ଅଫିମମାଫିଆକୁ ଗିରଫ କରି ଛାଡ଼ିଥିବା ଅଭିଯୋଗରେ ନିଲମ୍ବନ ହୋଇଥିବାର ଜଣାପଡିଛି।ଖବରପ୍ରସାରଣ ପରେ ଆଉ ଜଣଙ୍କୁ ଉଠାଇ ଆଣିଥିଲେ OIC।

ରାଜଭବନ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ୱର,୧୪।୨(ଏସ ଏସ ନିଉଜ)କେନ୍ଦ୍ରର ଅତିରିକ୍ତ ୫ କେଜି ଚାଉଳ କାଟକୁ ବିରୋଧ କରି ବିଜେଡି ପକ୍ଷରୁ ତିନିଦିନିଆ ପ୍ରତିବାଦ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧରଣା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାରୁ ଗରିବଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଯାଇଛି। ଏଥି ଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ […]

ଆଜିର ରାଶିଫଳ

୧୪-୨-୨୦୨୩(ମଙ୍ଗଳବାର)ମକରରାଶିର ଘାତବାର ।ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ନାରିକେଳ ଦିବା ଘ୮।୫୦ ଗତେ ଅଲାବୁ ଭକ୍ଷଣ ନିଷେଧ । ମେଷ:-ନିଜକୁ ଲୋକଙ୍କ ନଜରରେ ଭଲ ପ୍ରମାଣିତ କରିପାରିବେ। କୌଣସି କାମରେ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ବୃଷ:- କାର୍ଯ୍ୟକ୍ଷେତ୍ରରେଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଭବିଷ୍ୟତ ଉଜ୍ଜ୍ବଳ ହେବ। ଘରୋଇ ଜୀବନ ସୁଖ-ଶାନ୍ତିମୟ ହେବ। ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ମିଥୁନ:-ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ସାମାଜିକକାର୍ଯ୍ୟରେ  ମହତ୍ତ୍ବପୂର୍ଣ୍ଣ […]

ଘରେ ନିଆଁଲଗାଇବା ଅଭିଯୋଗରେ ଦୁଇ କୋର୍ଟଚାଳଣ

ମେଣ୍ଢାଶାଳ,୧୩ା୨(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗିରିଙ୍ଗାପୁଟ ଗାଁ ଆଦିବାସୀସାହିର ଟୁନାଦେଇ ନାମକ ମହିଳାଙ୍କୁ ମାରିଦେବାକୁ ଧମକ ଦେବାସହ ରାତିରେ ତାଙ୍କ ଘରେ ନିଆଁ ଲଗାଇଦେବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଗିରିଙ୍ଗାପୁଟ ଗାଁର ଭିମା ଓରଫ ଘନିଆପ୍ରଧାନ ଓ ଶଙ୍କରଘଡେଇ । ପ୍ରକାସ ଯେ, ଗିରିଙ୍ଗାପୁଟଗାଁ ଆଦିବାସୀସାହିରେ ଟୁନାଦେଇ ଓ ତାଙ୍କ ପୁଅ ବଳରାମରାଉଳ ରୁହନ୍ତି ।ଟୁନାଦେଇ ଚନ୍ଦକାଥାନାରେ କରିଥିବା ଅଭିଯୋଗଅନୁଯାୟୀ ତାଙ୍କ ପୁଅ ବଳରାମ ଦୁଇଟିବିବାହ କରିଛନ୍ତି ।ପ୍ରଥମସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ […]

ଆଜିର ରାଶିଫଳ

ପ୍ରେବୃଆରୀ ମାସ ୧୩ ତାରିଖ ୨୦୨୩ ମସିହା(ସୋମବାର)ଫାଲଗୁନମାସ-କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବା ଘ୦୯/୩୭ ଗତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୦୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୪୦ ,ମିଥୁନ ରାଶିର ଘାତବାର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୪୪ ମଧ୍ୟେ ଓ ଘ୧୧/୧୦ ଗତେ ଘ୦୧/୩୪ ମଧ୍ୟେ ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୫/୨୦ ଗତେ ଘ୦୫/୩୬ ମଧ୍ୟେ ,ତାଳ ଦିବା ଘ୦୯/୩୭ ଗତେ ନଡ଼ିଆ ଭକ୍ଷଣ ନିଷେଧ । ମେଷ:-ଆଜି କୌଣସି […]

ଆଜିର ରାଶିଫଳ

ପ୍ରେବୃଆରୀ ମାସ ୧୨ ତାରିଖ ୨୦୨୩ ମସିହା(ରବିବାର)ଫାଲଗୁନମାସ-କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୩୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୧୦ ,ମେଷ ରାଶିର ଘାତବାର ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ନିମ୍ବ ଦିବା ଘ୦୯/୪୪ ଗତେ ତାଳ ଭକ୍ଷଣ ନିଷେଧ ।  ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର […]

ଉଠାଇନେଲା ସିବିଆଇ

କୋରାପୁଟ,୧୧।୨(ଏସଏସ ନିଉଜ) CBI କବ୍‌ଜାରେ ‘ହାଲ୍‌’ର ୨ କର୍ମଚାରୀ । ଡକ୍ୟୁମେଣ୍ଟ ଲିକ୍‌ ଅଭିଯୋଗରେ ଉଭୟଙ୍କୁ ଉଠାଇ ନେଇଛି ସିବିଆଇ। ହନିଟ୍ରାପରେ ଫସି ଡାଟା ଲିକ୍ କରିଥିବା ସୂଚନା ମିଳିଛି। ନାସିକ ବ୍ରାଞ୍ଚ ସୂଚନା ଆଧାରରେ ରେଡ୍‌ ପରେ ଉଠାଇ ନେଇଛି ସିବିଆଇ।